ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ କି ନାହିଁ, ସବୁ ସ୍ୱାମୀ-ସ୍ତ୍ରୀ ମାନଙ୍କୁ ଜଣାଥିବା ଦରକାର ଏହି କଥା

ଯୁବତୀ ଙ୍କ ର ଋତୁସ୍ରାବ କୁ ନେଇ ଲୋକ ଙ୍କ ମନ ରେ ଅନେକ ପ୍ରଶ୍ନ ଆସିଥାଏ କି ଏହି ସମୟ ରେ କଣ ଶାରୀରିକ ସମ୍ବନ୍ଧ ରଖିବା ଉଚିତ କି ନାହିଁ I ମହିଳା ଙ୍କ ର ଋତୁସ୍ରାବ ଦ୍ୱାରା ତାଙ୍କ ର ଏହା ଉତ୍ତମ ସ୍ଵାସ୍ତ୍ୟ ର ପରିଚୟ ହେଇଥାଏ I ତେବେ ଲୋକ ଙ୍କ ମଧ୍ୟ ଏକ ଭୁଲ ଧାରଣ ରହିଥାଏ କି ଏହି ସମୟ ରେ ଶାରୀରିକ ସମ୍ୱନ୍ଧ ରଖିବା ଉଚିତ କି ନାହିଁ I

ଋତୁସ୍ରାବ ମହିଳା ଙ୍କ ର ଶରିରୀ ର ଏକ ପ୍ରକ୍ରିୟା ଅଟେ I ଏହା ଏକ ନିର୍ଧାରିତ ସମୟ ରେ ହେଇଥାଏ I ଏହା ମହିଳା ଙ୍କ ର ଶରୀର ର ପ୍ରଜନନ କ୍ରିୟା ସହ ଜଡିତ ରହିଥାଏ I ଏବଂ ଏହା ସଠିକ ସମୟ ରେ ହେଲେ ଉତ୍ତମ ସ୍ଵାସ୍ତ୍ୟ ର ଏହା ପରିଚୟ ହେଇଥାଏ I ତେବେ ଏହି ସମୟ ରେ ପାର୍ଟନର ଙ୍କ ସହ ସମ୍ବନ୍ଧ ରଖିବା ଉଚିତ ନୁହେଁ I କିନ୍ତୁ ବାସ୍ତବ ରେ ଏହା ଭୁଲ ଅଟେ I ଏହି ଋତୁସ୍ରାବ ସମୟ ରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା କୌଣସି ବି ସମସ୍ୟା ରହି ନ ଥାଏ I ତେବେ ଏହି ସମୟ ରେ ମହିଳା ଙ୍କ ର ଗୁପ୍ତାଙ୍ଗ ଗିଲାପନ ରହିଥାଏ ଏବଂ ଏହି ସମୟ ରେ ଶାରୀରିକ ସମ୍ବନ୍ଧ ଆନନ୍ଦ ଦାୟକ ହେଇଥାଏ I

ଏବଂ ବାରମ୍ବାର ସମ୍ବନ୍ଧ ଦ୍ୱାରା ଗର୍ଭାଶୟ ଜାକି ହେଇଯାଇଥାଏ I ଏବଂ ଗର୍ଭାଶୟ ରୁ ବ୍ଲଡ଼ ଓ ୟୁରିନ ର ନିଷ୍କାସନ ହେଇଥାଏ I ଏହି ସମୟ ରେ ଶାରୀରିକ ସମ୍ବନ୍ଧ ଦ୍ୱାରା ଋତୁସ୍ରାବ ର ସମସ୍ୟା ସୀମା ବି କମିଯାଇଥାଏ I ଅନେକ ମହିଳା ଙ୍କ ର ଋତୁସ୍ରାବ ସମୟ ରେ ଶରୀର ରେ ଯନ୍ତ୍ରଣା ଅନୁଭବ ହେଇଥାଏ I ତେଣୁ ଏପରି କ୍ଷେତ୍ର ରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ I ଏହି ସମୟ ରେ ଅକ୍ସିଟୋସିନ , ଦୋପମୈନ ହର୍ମୋନସ ଓ ଅଣ୍ଡରଫୀସ ର ସ୍ତର ବୃଦ୍ଧି ହେଇଥାଏ I

ଏହି ସମୟ ରେ କିଛି ମହିଳା ଙ୍କ ର ଚିଡ ଚିଡ଼ା ପଣ ମଧ୍ୟ ଦେଖିବାକୁ ମିଳିଥାଏ I ତେଣୁ ଏହି ସମୟ ରେ ଶାରୀରିକ ସମ୍ବନ୍ଧ ଦ୍ୱାରା ତାଙ୍କ ର ଏହି ଚିଡ ଚିଡ଼ା ପଣ ଦୂର ହେଇଥାଏ I ଋତୁସ୍ରାବ ସମୟ ରେ ସମ୍ବନ୍ଧ ରଖିବା ଦ୍ୱାରା ଶରୀର ରୁ ଦୋପମୈନ ହର୍ମୋନସ ନିଷ୍କାସିତ ହେଇଥାଏ I ଏହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହେଇଥାଏ I

ଏହି ସମୟ ରେ ଶାରୀରିକ ସମ୍ବନ୍ଧ ଦ୍ୱାରା ମହିଳାମାନେ ଅଧିକ ଉତେଜିତ ହେଇଥାନ୍ତି I ତେଣୁ ଏହି ସମୟ ରେ ଶାରୀରିକ ସମ୍ବନ୍ଧ ଦ୍ୱାରା ଚରମ ଆନନ୍ଦ ପ୍ରାପ୍ତି ହେଇଥାଏ I କିନ୍ତୁ ଅନିଶ୍ଚିତତା ଗର୍ଭଧରଣ କୁ ଦୂର କରିବାକୁ ହେଲେ ଆପଣ ଙ୍କୁ କଣ୍ଡମ ର ବ୍ୟବହାର କରିବାକୁ ହେବ I

ଯୌନ ସମ୍ବନ୍ଧ ସମୟ ରେ ଗୁପ୍ତାଙ୍ଗ ର ସ୍ୱଛତା କୁ ବିଶେଷ ଧ୍ୟାନ ଦେବାକୁ ହେଇଥାଏ I ଯେପରି କୌଣସି ପ୍ରକାର ର ସଂକ୍ରମଣ ନ ହୁଏ I ଏବଂ ସମ୍ବନ୍ଧ ରଖିସାରିବା ପରେ ଆପଣ ଏହି ସ୍ଥାନ କୁ ଭଲ କରିକି ଧୋଇବା ମଧ୍ୟ ଉଚିତ I ଏହା ଦ୍ୱାରା ଆପଣ ସଂକ୍ରମଣ ରୁ ଦୁରେଇ ରହିଥାନ୍ତି I