ଋତୁସ୍ରାବ ସମୟରେ ନିଜର ପ୍ରେମିକାଙ୍କୁ କିପରି ହ୍ୟାଣ୍ଡେଲ କରିବେ, ଇଲିଆନା ଡି’କ୍ରୁଜ୍ ଦେଲେ ଟିପ୍ସ … ଯାହା ଜାଣିଲେ

ବର୍ତମାନ ଲକ ଡାଉନ କୁ ନେଇ ସାରା ଦେଶ ର ସାଧାରଣ ଜନତା ଙ୍କ ଠାରୁ ନେଇ ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ନିଜ ନିଜ ଘରେ ରହିଛନ୍ତି I ଖାଲି ସମୟ ରେ କଳାକାର ମାନେ ନିଜ ନିଜ ଫ୍ୟାନ୍ସ ଙ୍କ ସହ ସୋସିଆଲ ମିଡ଼ିଆ ରେ ଯୋଡି ହେଇଥାନ୍ତି I କିଛି ଦିନ ପୂର୍ବ ରୁ ସାରୁଖ ଖାଁ ASKSRK ସେସନ ଆରମ୍ଭ କରିଥିଲେ I ସେହିପରି ବଲିଉଡ ଅଭିନେତ୍ରୀ ଇଲିୟାନା ଡିକରୁଜ ମଧ୍ୟ ନିଜ ଦର୍ଶକ ଙ୍କ ସହ ଯୋଡି ହେଇଛନ୍ତି I ଦେଖିବା କୁ ଗଲେ ଇଲିୟାନା ଙ୍କ ର ଇନ୍ଷ୍ଟଗ୍ରାମ ରେ ପ୍ରାୟ 1 କୋଟି 20 ଲକ୍ଷ ଫ୍ୟାନ୍ସ ଙ୍କ ସଂଖ୍ୟା ରହିଛି I

ବିଗତ ଦିନ ରେ ଇଲିୟାନା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ଫ୍ୟାନ୍ସ ଙ୍କ ର ମଜେଦାର ପ୍ରଶ୍ନ ର ଉତ୍ତର ଦେଇଛନ୍ତି I ତେବେ ଏହି ମଧ୍ୟ ରେ ଏକ ପ୍ରଶ୍ନ ର ଉତ୍ତର ବେଶ ଚର୍ଚା ରେ ରହିଛି I ଇଲିୟାନା ଙ୍କୁ ତାଙ୍କ ର ଜଣେ ଦର୍ଶକେ ଏହା ପଚାରିଥିଲେ କି ପିରିୟଡ଼ ସମୟ ରେ ନିଜ ଗାର୍ଲଫ୍ରେଣ୍ଡ ଙ୍କୁ କିପରି ହ୍ୟାଣ୍ଡେଲ କରାଯିବ I ଦେଖିବା କୁ ଗଲେ ମହିଳା ଙ୍କ ର ଋତୁ ସ୍ରାବ ସମୟ ରେ ତାଙ୍କ ଶରୀର ରେ ହର୍ମୋନଲ ପରିବର୍ତନ ଦେଖିବା କୁ ମିଳିଥାଏ I ତେଣୁ ଏହା ଦ୍ୱାରା ମହିଳା ଙ୍କ ର ଚିନ୍ତାଧାରା ଆଦି ରେ ମଧ୍ୟ ସାମାନ୍ୟ ପରିବର୍ତନ ଦେଖାଯାଇଥାଏ I

ଇଲିୟାନା କହିଛନ୍ତି ଋତୁଶ୍ରାବ ସମୟ ରେ କିପରି ନିଜ ଗାର୍ଲଫ୍ରେଣ୍ଡ ଙ୍କୁ ହ୍ୟାଣ୍ଡେଲ କରାଯିବ
ଜଣେ ପ୍ରଶଂସକ ଙ୍କ ର ପଚାରିବା ପରେ , ଇଲିୟାନା ଏହା ର ଉତ୍ତର ଦେଇଥିଲେ କି , ସାବଧାନ ସହ ତାଙ୍କ ପାଖ କୁ ଯାଅ I ଏବଂ ଏହି କାର୍ଯ୍ୟ ପାଁଇ ପ୍ରସ୍ତୁତ ରୁହ କି ତାଙ୍କୁ ଯେପରି ଆପଣ ଅଧିକ ରୁ ଅଧିକ ପ୍ରେମ ଦେଇପାରିବ I ଯଦି ସେ ସମୟ ରାଗିଯାନ୍ତି ତେବେ ଆପଣ ତାଙ୍କ ଠାରୁ ଦୁରେଇ ଯିବା ଉଚି I ଏପରି ରାଗ ସମୟ ରେ ଆପଣ ତାଙ୍କୁ ଚକଲେଟ ଦେଇ ଶାନ୍ତ କରିପାରିବେ I

ଇଲିୟାନା ଙ୍କ ର ମଜେଦାର ଉତ୍ତର ର କୁ ନେଇ ଦର୍ଶକେ ବେଶ ଆନନ୍ଦିତ ହେଇଥିଲେ I ସେ ଏହା ମଧ୍ୟ କହିଛନ୍ତି କି ଋତୁସ୍ରାବ ସମୟ ମହିଳା ଙ୍କ ର ଏକ ଗୁରୁତ୍ୱପୂର୍ଣ ସମୟ ହେଇଥାଏ I ଏହି ସମୟ ରେ ଆପଣ ଙ୍କ ର ଶରୀର ରେ ଅନେକ କିଛି ପରିବର୍ତନ ଦେଖିବା କୁ ମିଳିଥାଏ I

କାମ କଥା ଦେଖିବା କୁ ଗଲେ ଇଲିୟାନା ଖୁବ ଶୀଘ୍ର ଦ ବିଗ ବୁଲ ନାମ ଫିଲ୍ମ ରେ ଦେଖିବା କୁ ମିଳିବେ I ଏହି ଫିଲ୍ମ ରେ ତାଙ୍କ ଅପୋଜିଟ ରେ ଅଭିଷେକ ବଚ୍ଛନ ଙ୍କୁ ଦେଖିବା କୁ ମିଳିବ I ସେହିପରି ଭୁଜ ଫିଲ୍ମ ରେ ମଧ୍ୟ କାମ କରୁଛନ୍ତି I ଏହି ଫିଲ୍ମ ରେ ଅଜୟ ଦେଵଗନ ଙ୍କୁ ମଧ୍ୟ ଆପଣ ଦେଖିବା କୁ ପାଇବେ I ଲକ ଡାଉନ କାରଣ ରୁ ଏହା ର ସୁଟିଂ ଅଧା ରେ ଅଟକି ରହିଛି I