ରୁଟିରେ ଯଦି ଘିଅ ଲଗାଇ ଖାଉବାକୁ କରନ୍ତି ପସନ୍ଦ ତେବେ ଏହି ଖବରକୁ ଥରେ ନିଶ୍ଚୟ ପଢନ୍ତୁ- ଓ ଅନ୍ୟ ମାନଙ୍କୁ ବି ଜାଣନ୍ତୁ …

ଆମ ମଧ୍ୟରୁ ଅନେକ ଲୋକ ଥିବେ ଯେଉଁମାନଙ୍କ ଘରେ ଘିଅ କୁ ଯଥେଷ୍ଟ ଧ୍ୟାନ ଦିଆଯାଏ|କାରଣ ଭାରତୀୟ ଘରେ ଖାଦ୍ୟ ପ୍ରାୟତ ଘିଅ ବିନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ|ଆୟୁର୍ବେଦ ଅନୁଯାୟୀ, ଘିଅ ଖାଇବାର ମଧ୍ୟ ସମୟ ଅଛି। ଯେତେବେଳେ ଆମେ ଖାଦ୍ୟ ଖାଇବା ଆରମ୍ଭ କରୁ, ସେତେବେଳେ ଆମ ସାମ୍ନାରେ ଭାରୀ ଖାଦ୍ୟ ପ୍ରଥମେ ପରିବେଷଣ କରାଯାଏ ଏବଂ ପରେ ଆମେ ମିଠା ଖାଇ ଆମେ ଭୋଜନ ଶେଷ କରିଥାଉ|ଅନେକ ଲୋକ ଅଛନ୍ତି, ଯେଉଁମାନେ ଓଜନ ବଢିବା ଭୟରେ ଘିଅ ଖାଉ ନାହାଁନ୍ତି, କିନ୍ତୁ ଯଦି ଗାଈ ର ଘିଅ ନିୟମିତ ଖିଆଯାଏ ତେବେ ଓଜନ ନିୟନ୍ତ୍ରିତ ରହିଥାଏ ଏବଂ ସମସ୍ତ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ|ହଜମ ପ୍ରକ୍ରିୟା ସମୟରେ, ଶେଷରେ ବାତ ଦୋସର ପ୍ରଭାବ ତୀବ୍ର ହୁଏ|

ଘିଅ ବାତ ଏବଂ ପିତ ସମସ୍ୟା କୁ ସନ୍ତୁଳିତ କରିବା କାଯ୍ୟ କରେ|ତେଣୁ, ଏହା ଜାଣିବା ଜରୁରୀ ଯେ ଖାଇବା ପୂର୍ବରୁ କିମ୍ବା ଖାଇବା ସମୟରେ ଘିଅ ଖାଇବା ଭଲ| ଅନେକ ଲୋକ ଅଛନ୍ତି ଯେଉଁମାନେ ଘିଅ ବିନା ରୁଟି ଖାଉ ନାହାଁନ୍ତି ଏବଂ ଅନେକ ଲୋକ ଘିଅ ବିନା ରୁଟି ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣ ରୁଟିରେ ଘିଅ ଲଗାଇ ଖାଇବେ ତେବେ କି କି ଫାଇଦା ମିଳିବ-

1. ଯଦି ଆପଣ ପ୍ରତିଦିନ ରୁଟି ରେ ଘିଅ ଖାଆନ୍ତି, ତେବେ ଆପଣଙ୍କ ପେଟ ଯନ୍ତ୍ରଣା ହେବ ନାହିଁ|

2. ଯେଉଁ ଲୋକ ମାନଙ୍କ ଓଜନ ବୃଦ୍ଧି ହଉନାହିଁ ସେମାନେ ପ୍ରତି ଦିନ ରୁଟି ରେ ଘିଅ ଲଗାଇ ଖାଇଲେ ଓଜନ ବୃଦ୍ଧି ହେବ ଏବଂ ଶରୀରରେ ଶକ୍ତି ମଧ୍ୟ ଆସିବ|

3. ପ୍ରତିଦିନ ଦିନ ରୁଟି ରେ ଘିଅ ଲଗାଇ ଖାଇଲେ ଏହା ଆମ ହାଡକୁ ମଜବୁତ କରିଥାଏ ଏବଂ କେଶ ଝଡିବା ସମସ୍ୟାକୁ ମଧ୍ୟ ସମାପ୍ତ କରିଥାଏ |

4.ଏହା ବ୍ୟତୀତ ରୁଟିରେ ଘିଅ ଖାଇଲେ ରକ୍ତରୁ କ୍ୟାଲସିୟମ ବାହାର କରିବା କାମ କରିଥାଏ|ଏହା ବ୍ୟତୀତ, ଘିଅ ଆପଣଙ୍କ ପ୍ରତିରକ୍ଷା ଶକ୍ତି କୁ ବୃଦ୍ଧି କରିଥାଏ, ଯାହା ଆପଣଙ୍କ ଶରୀରକୁ ସହଜରେ ରୋଗ ସହ ଲଢ଼ିବା ରେ ସାହାଯ୍ୟ କରିଥାଏ|

5. ଆପଣ ହୁଏତ ଏହା ବିଷୟରେ ଅବଗତ ନୁହଁନ୍ତି, ଯେ ଭାରତୀୟ ଘିଅ ର CLA ଆପଣଙ୍କ ମେଟାବୋଲିଜିମ୍ ସନ୍ତୁଳିତ କରେ, ଯାହା ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖେ|CLA ଶରୀରରେ ଇନସୁଲିନର ପରିମାଣକୁ ହ୍ରାସ କରିଥାଏ ଯାହା ମଧୁମେହ ଏବଂ ଓଜନ ବୃଦ୍ଧି ଭଳି ସମସ୍ୟା ସୃଷ୍ଟି ହୁଏ ନାହିଁ|

6. ଘିଅ ଆପଣଙ୍କ ଶରୀରରେ ଥିବା ଚର୍ବିକୁ ଭିଟାମିନ୍ରେ ପରିଣତ କରେ| ଘିରେ ଫ୍ୟାଟି ଏସିଡ୍ କମ୍ ଥାଏ, ତେଣୁ ଖାଦ୍ୟ ସହଜରେ ହଜମ ହୁଏ |ଡାଲି କିମ୍ବା ପନିପରିବାରେ ଦେଶୀ ଘିଅ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ|

ଯଦି ଆପଣଙ୍କୁ ଏହି ଆର୍ଟିକିଲ ଭଲ ଲାଗେ ତେବେ ଆପଣ ମାନଙ୍କ ବନ୍ଧୁ ମାନଙ୍କ ସହ ବି ଏହାକୁ ସେୟାର କରନ୍ତି | ଧନ୍ୟବାଦ |