ନାମ ର ପ୍ରଥମ ଅକ୍ଷର ରୁ ହିଁ ଲୋକଙ୍କ ର ସ୍ଵଭାଵ ବିଷୟ ରେ ଓ ପ୍ରେମ ଜୀବନ ବିଷୟ ରେ ଜଣାପଡିଥାଏ ଏବଂ ଆଜି ଆମେ S ଅକ୍ଷର ଥିବା ନାମ ରେ ଲୋକଙ୍କ ବିଷୟ ରେ ଆଜି ଆସନ୍ତୁ ଜାଣିବା I
1.ଏହି ଅକ୍ଷର ଥିବା ଲୋକେ ପ୍ରେମ ମାମଲା ରେ ଟିକେ ଗମ୍ଭୀର ହେଇଥାନ୍ତି , ଏହି ଲୋକେ କାହାରି ପ୍ରେମ ରେ ଶୀଘ୍ର ପଡିବ ସହ ବହୁତ ସିରିୟସ ମଧ୍ୟ ହେଇଥାନ୍ତି I
2.ଏହି ଲୋକେ ଯାହାଙ୍କୁ ପ୍ରେମ କରିଥାନ୍ତି ତାଙ୍କ ଉପରେ ଅଧିକ ବିଶ୍ୱାସ ରଖିଥାନ୍ତି I ଏହି ଲୋକଙ୍କୁ ସର୍ବଦା ସଠିକ ଜୀବନ ସାଥି ହିଁ ମିଳିଥାଏ I
3.ଏହି ଅକ୍ଷର ର ଲୋକେ ବହୁତ କଠିନ ପରିଶ୍ରମୀ ହେଇଥାନ୍ତି ଏବଂ ନିଜ ପରିଶ୍ରମ ରେ ନିଜ ଲକ୍ଷ୍ୟ ସ୍ଥଳ ରେ ପହଂଚି ପାରିଥାନ୍ତି I
4.ଏହି ପରି ଲୋକେ ବହୁତ ବୁଦ୍ଧିମାନ ହେଇଥାନ୍ତି I ଏହି ଲୋକମାନେ ସବୁଠାରୁ ଜ୍ଞାନ ଆହରଣ କରିଥାନ୍ତି I
5.ଏହି S ଅକ୍ଷର ଥିବା ଲୋକେ ଦେଖିବାରେ ବହୁତ ଆକର୍ଷିତ ହେଇଥାନ୍ତି I
6.ଏହି ଲୋକମାନେ ନିର୍ମାଣ ହୃଦୟ ର ହେଇଥାନ୍ତି I କିନ୍ତୁ କେବେ ବହୁତ ରାଗି ସ୍ୱଭାବ ର ହେଇଥାନ୍ତି I
7.ପ୍ରେମ କ୍ଷେତ୍ରରେ ଟିକେ ଲାଜକୁରା ହେଇଥାନ୍ତି କିନ୍ତୁ କଠୋର ମିଞ୍ଜାସ ର ହେଇଥାନ୍ତି I
8.ଏହି ଲୋକେ ଟିକେ ହସକୁରା ହେବା ସହ ଟିକେ କଂଜୂସ ସ୍ୱଭାବ ର ହେଇଥାନ୍ତି I
9.ଏହି ଅକ୍ଷର ର ଲୋକେ ସ୍ୱାବଲମ୍ବୀ ହେଇଥାନ୍ତି I
10.ସର୍ବଦା ସତ୍ୟ ର ସପୋର୍ଟ ରେ ରହିଥାନ୍ତି I କିନ୍ତୁ କୌଣସି ବି ଚିନ୍ତା ନ କରି ହିଁ ସବୁ କାମ କରିଥାନ୍ତି I