ସାବଧାନ- ମହା-ବାତ୍ୟା ରୂପରେ ଭାରତରେ ହେବାକୁ ଯାଉଛି ଭୟାନକ କ୍ଷ୍ୟୟ କ୍ଷତି; ଏହି ରାଜ୍ୟ ଗୁଡିକୁ କରାଗଲା ସାବଧାନ

ବାତ୍ୟା ମହା ଯାହା କି ବର୍ତମାନ ଆରବ ସାଗର ଉପରେ ଭୟାବହ ରୂପ ଧାରଣ କରିଛି I ଏହି ସପ୍ତାହ ରେ ଏହା ଗୁଜୁରାଟ ରେ ମାଡ଼ ହେବ I ସେହିପରି ଆଉ ଏକ ବାତ୍ୟା ବୁଲବୁଲ ମଧ୍ୟ ବାଂଲାଦେଶ ଉପଖଣ୍ଡ ଉପରେ ମାଡ଼ ହେବାର ଅଧିକ ସମ୍ଭାବନ ଦେଖିବାକୁ ମିଳିଛି I ଭାରତ ର ପୂର୍ବ ତଟ ରେ ଏହା ମାଡ଼ ହେବାକୁ ଯାଉଛି I

ପୂର୍ବ ଅନୁମାନ ରୁ ମଧ୍ୟ ଅତି ଭୟଙ୍କର ରୂପ ରେ ଏହି ବାତ୍ୟା ମହା ଗୁଜୁରାଟ ରେ ମାଡ଼ ହେବାକୁ ଯାଉଛି I ଏହା 90 କିମି ପ୍ରତି ଘଣ୍ଟା ବେଗ ରେ ଆଗ କୁ ବଢୁଛି I

ଏହି ବାତ୍ୟା ମହା ଗୁରୁରାଟ ସହ ମହାରାଷ୍ଟ୍ର ର ଉପକୂଳ ଅଂଚଳ ରେ ମଧ୍ୟ ମାଡ଼ ହେବ I ଯାହା ଦ୍ୱାରା ଅଧିକ ପରିମାଣ ର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି I

ଗୁଜୁରାଟ ର ଜୁନାଗଡ଼ , ଗିର ସୋମନାଥ , ଅମରେଲି ଭାଗ ନଗର , ସୁରତ , , ଭରିଛ ଆନନ୍ଦ , ଅହମଦାବାଦ , ବୋତନଡା, ପରବନ୍ଦର , ରାଜକୋଟ ଓ ବଡୋଦରା ପରି ଅଂଚଳ ରେ ବାତ୍ୟା ମହା ର ପ୍ରଭାବ ଦେଖିବାକୁ ମିଳିବ I

ବୁଧବାର ଓ ଗୁରୁବାର ଠାରୁ ଏହି ସବୁ ଅଂଚଳ ରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି I

ଆଇଏମଡି ର ରିପୋର୍ଟ ଅନୁସାରେ ଗୁରୁବାର ଜାରି ଏହି ବାତ୍ୟା ଅଧିକ ନିକଟତର ହେଇପାରେ I ଏହି ବାତ୍ୟା ମହା ର ନାମ କରଣ (ମାମା ର ଉଚ୍ଚାରଣ , ଓମାନ ଦ୍ୱାରା ନାମିତ) ଭାରତୀୟ ମୁକ୍ଷ୍ୟ ଭୂମି ରେ ଏହା ଆୟୋଜିତ ହେଇଥାଏ I

ପାଣିପାଗ ବିଭାଗ ର ମିଳିଥିବା ସୂଚନା ଅନୁସାରେ ଏହି ଗୁଜୁରାଟ ର ଉପକୂଳିଆ ଅଂଚଳ ଗୁଡିକ ରେ ଅଧିକ ରୁ ଅଧିକ ପବନ ବହିବା ସହ ବର୍ଷା ମଧ୍ୟ ଅଧିକ ପରିମାଣ ର ହେବ I

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଏକ ଅପାତକାଳୀନ ବୈଠକ ଡାକିଥିଲେ ଏବଂ ଏଠାରେ ବିସ୍ତୃତ ଆଲୋଚନା ମଧ୍ୟ କରାଯାଇଛି କି କିପରି ଏହି ବାତ୍ୟା ମହା ରୁ ଲୋକ ଙ୍କୁ ଅଧିକ ମାତ୍ରା ରେ I

ସମୁଦ୍ର ଭିତର କୁ କୌଣସି ବ୍ୟକ୍ତି ଙ୍କୁ ନ ଯିବାକୁ କୁହାଯାଇଛି I

ବାତ୍ୟା ବୁଲବୁଲ
ଇତି ମଧ୍ୟ ରେ ଆଉ ଏକ ବାତ୍ୟା ବୁଲବୁଲ ମଧ୍ୟ ଭାରତୀୟ ପୂର୍ବ ଉପକୂଳ ରେ କେନ୍ଦ୍ରୀଭୂତ ହେଇଚି I

ଏବଂ ଏହା ଧୀରେ ଧୀରେ ଭୟଙ୍କର ରୂପ ନେବାକୁ ଯାଉଛି I ଏହି ସପ୍ତାହ ର ଶେଷ ସୁଦ୍ଧା ଏହା ବାତ୍ୟା ର ରୂପ ନେବ ବୋଲି ଅନୁମାନ କରାଯାଉଛି I

ଆଇଏମଡି ର ଅନୁମାନ ଅନୁସାରେ ବୁଧବାର ଦିନ କୁ ଏହା ବଡ଼ ଧରଣ ର ବାତ୍ୟା ର ରୂପ ନେବା ଆରମ୍ଭ କରିଛି I

କିନ୍ତୁ ଏହି ବାତ୍ୟା ବୁଲବୁଲ କେଉଁସ୍ଥାନ ରେ ଲ୍ୟାଂଡଫଲ କରିବ ଏହା ସ୍ପଷ୍ଟ ହେଇନାହିଁ I

କିନ୍ତୁ ବର୍ତମାନ ର ପାଣିପାଗ ର ଅନୁମାନ ଅନୁସାରେ ଏହି ବାତ୍ୟା ବୁଲବୁଲ ଓଡିଶା , ପଶ୍ଚିମ ବେଙ୍ଗଲ ଓ ବାଂଲାଦେଶ ଦେଇ ଗତି କରିବ I

ତେଣୁ ଏହି ଉପକୂଳ ଅଞ୍ଚଳ ଗୁଡିକ ରେ ଲୋକ ଙ୍କ ର ସୁରକ୍ଷା ଓ ଓଡ୍ରାଫ ଟିମ ଆଦି କୁ ବିଶେଷ ଧ୍ୟାନ ଦିଆଯାଇଛି I

Share Your Comments Below