ସ୍ଵାମୀ ସବୁଦିନ ଦାନ୍ତ ଘସୁ ନ ଥିଲେ କି ଗାଧୋଉ ନଥିଲେ, ଶେଷରେ ସ୍ତ୍ରୀ ଚିଡି ଯାଇ କରିଦେଲେ ଏପରି କାମ…

ବିହାର ଛାଡପତ୍ର ମାମଲା ର ଏକ ଆଶ୍ଚଯ୍ୟକର ଘଟଣା ନଜର କୁ ଆସିଛି I ଏହି ଘଟଣା ରେ ପତ୍ନୀ ନିଜ ପତି ଙ୍କ ର ଖରାପ ଅଭ୍ୟାସ କୁ ନେଇ ଛାଡପତ୍ର ମାମଲା ରୁଜୁ କରିଛନ୍ତି I ପତ୍ନୀ ଙ୍କ ର ଏହି ଆରୋପ ରହିଛି କି ତାଙ୍କ ପତି କେବେ ହେଲେ ଦାନ୍ତ ଘଷନ୍ତି ନାହିଁ I ବିଗତ ଗୁରୁବାର ଦିନ ପାଟଣା ରେ ଥିବା ମହିଳା ଆୟୋଗ ରେ ଏହି ମହିଳା ମାମଲା ରୁଜୁ କରିଛନ୍ତି I

3 ବର୍ଷ ପୂର୍ବ ରେ ହେଇଥିଲା ବିବାହ
ପୀଡିତ ପତ୍ନୀ ଙ୍କ କହିବା ଅନୁସାରେ ତାଙ୍କ ପତି ବ୍ରସ କରନ୍ତି ନାହିଁ କି ଠିକ ରେ ଗାଧାନ୍ତି ନାହିଁ I ତେଣୁ ପତି ଙ୍କ ର ଏପରି ଖରାପ ଅଭ୍ୟାସ କୁ ନେଇ ସେ ବିରକ୍ତ ହେଇଯାଇଛନ୍ତି I ପୀଡିତ ପତି ଙ୍କ ର ନାମ ସୋନି ଦେବୀ ଅଟେ ଯିଏ କି ବେଶାଳୀ ଜିଲ୍ଲା ର ଦେଶରୀ ରେ 2ରୁହନ୍ତି I 2017 ରେ ବେଶାଳୀ ଜିଲ୍ଲା ରେ ରହୁଥିବା ମନୀଷ ଙ୍କ ସହ ବିବାହ କରିଥିଲେ I

ପତି ଙ୍କୁ ବୁଝାଇ ବୁଝାଇ ଥକିଯାଇଥିଲେ
ବିବାହ ପୂର୍ବ ରୁ ସେ ତାଙ୍କ ପତି ଙ୍କ ସହ ସାକ୍ଷ୍ୟାତ କରି ନ ଥିଲେ କି ତାଙ୍କ ର ଏହି ଖରାପ ଅଭ୍ୟାସ ବିଷୟ ରେ ଜାଣି ନ ଥିଲେ I ବିବାହ ପରେ ହିଁ ସେ ତାଙ୍କ ପତି ଙ୍କ ବିଷୟ ରେ ଜାଣିବା କୁ ପାଇଥିଲେ I ସୋନି ଦେବୀ ଙ୍କ ଅନୁସାରେ ତାଙ୍କ ପତି ମନୀଷ ରାମ ଠିକ ରେ କଥା କହି ପାରନ୍ତି ନାହିଁ I ଉଭୟ ଙ୍କ ମଧ୍ୟ ରେ ପତି ପତ୍ନୀ ଙ୍କ ର ସମ୍ପର୍କ ମଧ୍ୟ ରହିନାହିଁ I ତେଣୁ ସେ ତାଙ୍କ ସମ୍ପର୍କ ରୁ ଦୁରେଇ ରହିବା କୁ ଚାହୁଁଛନ୍ତି I

ମହିଳା ଆୟୋଗ ସମ୍ପର୍କ ରେ ସୁଧାର ଆଣିବା କୁ ସମୟ ଦେଇଥିଲା
ମହିଳା ଆୟୋଗ ଏହି ମାମଲା ରେ ପତି ପତ୍ନୀ ଙ୍କୁ ଏକ ସୁଯୋଗ ଦେଇଥିଲା I ଏବଂ ଦୁଇ ମାସ ଆଗୁଆ ତାରିଖ ମଧ୍ୟ ଦେଇଛନ୍ତି I ମହିଳା ଆୟୋଗ ର ସଦସ୍ୟ ପ୍ରତିମା ସିଂହ କହିଛନ୍ତି କି ଉଭୟ ଙ୍କୁ ଏକ ସୁଯୋଗ ଦେବା ଉଚିତ I ପତି ମନୀଷ ରାମ ଙ୍କୁ ବୁଝାଯାଇଛି କି ସେ ନିଜ କୁ ସଫାସୁତରା ରଖିବା କୁ ଚେଷ୍ଟା କରନ୍ତୁ I

Share Your Comments Below