ସ୍ୱାମୀ ସବୁବେଳେ ପଡୋଶୀ ଘରକୁ ଚିନି ଆଣିବାକୁ ଯାଉଥିଲେ, ଦିନେ ଲୁଚିକି ଝରକା ଫାଙ୍କରେ ଦେଖିଲେ ସ୍ତ୍ରୀ, ଭିତରେ ଯାହା ଦେଖିଲେ ….

ଆଜି ଆମେ ଆପଣ ଙ୍କୁ ଏକ ପାରିବାରିକ ହିଂସା ବିଷୟ ରେ କହିବାକୁ ଯାଉଛୁ I ଏପରି ଅନେକ ମାମଲା ପ୍ରତୋକ ଦିନ ଦେଖିବାକୁ ମିଳିଥାଏ I ସମ୍ପୂର୍ଣ ଦେଶ ରେ କୌଣସି ନା କୌଣସି ଠାରେ ଘରୋଇ ହିଂସା ଦେଖିବାକୁ ମିଳିଥାଏ I କିଛି ଲୋକେ ଥାନା ରେ ଏତଲା ଦେଇ ନ ଥାନ୍ତି ତ କିଛି ଏତଲା ଦେଇଥାନ୍ତି I

ଘରୋଇ ହିଂସା କୁ ନେଇ ବିଗତ ଦିନ ରେ ୟାପୀ ର ଗୋଡା ଜିଲ୍ଲା ରେ ଏପରି ଏକ ମାମଲା ଦେଖିବାକୁ ମିଳିଛି I ଅନ୍ତିକ ସମ୍ବନ୍ଧ କୁ ନେଇ ଏହି ଘଟଣା ଟି ଅଟେ I ସୂଚନା ମୁତାବିକ ତରବଗଜ ଗ୍ରାମ ର କ୍ୱିଧୋରା ର ନିବାସୀ ପରମେଶ୍ୱର ଗୁପ୍ତ ଙ୍କ ର ବିବାହ 15 ବର୍ଷ ପୂର୍ବ ରେ ଢ଼ନାଲି ଗ୍ରାମ ର ନିବାସୀ ନକ୍ଛେଦ ଗୁପ୍ତ ଙ୍କ ପୁତ୍ରୀ ଅନିତା (35) ଙ୍କ ସହ ବିବାହ ହେଇଥିଲା I

ପରମେଶ୍ୱର ଆରମ୍ଭ ରୁ ହିଁ ଟିକେ ଖରାପ ସ୍ଵଭାଵ ର ଥିଲେ | ତାଙ୍କ ପଡୋଶୀ ର ଜଣେ ମହିଳା ଙ୍କ ସହ ଖରାପ ସମ୍ବନ୍ଧ ରଖୁଥିଲେ | ଏବଂ ପତ୍ନୀ ଜାଣିବା ପରେ ଏହା କୁ ବିରୋଧ କରିଥିଲେ I ଏବଂ ଦିନେ ପତି ପତ୍ନୀ ଙ୍କୁ ହତ୍ୟା କରିବା କୁ ଯୋଜନା କରିଥିଲେ |

ଦିନେ ପତ୍ନୀ ସକାଳୁ ଗାଈ ଚରାଇବାକୁ ଯାଉଥିଲେ ତ ପରମେଶ୍ୱର ଏକ ମହିଳା ଙ୍କ ସହ ସେଠାରେ ପହଂଚିଥିଲେ I ଏବଂ ତାଙ୍କୁ ଘର ଭିତରକୁ ଟାଣି ନେଇଗଲେ I ଏବଂ ଜଳାଇଦେଇଥିଲେ I ଏପରି ମହିଳା ଙ୍କ ର ପାଟି ଶୁଣିବା ପରେ ପଡୋଶୀ ଲୋକେ ଧାଇଁ ଆସିଥିଲେ I ଲୋକେ ଉକ୍ତ ମହିଳା ଙ୍କ ର ବାପ ଘର ଲୋକ ଙ୍କୁ ସୂଚନା ଦେଇଥିଲେ I

ଖବର ପାଇବା ପରେ ଘଟଣା ସ୍ଥଳ ରେ ତାଙ୍କ ପିତା ପହଂଚିଥିଲେ ଓ ନିକଟ ରେ ଥିବା ହସ୍ପିଟାଲ ରେ ଭର୍ତି କରିଥିଲେ I

ଦେଶ ରେ ଆଜି ମଧ୍ୟ ଏପରି ଅନେକ ଲଜ୍ୟାକର ଘଟଣା ଘଟିଯାଉଛି I ଏପରି ମାମଲା ପାଁଇ କଠୋର ଦଣ୍ଡ ବିଧାନ ଥାଇ ସତ୍ୱେ ଏପରି ଘଟଣା କମିବା ର ନା ନେଉନାହିଁ I ସମାଜ ରେ ଲୋକେ ଆଜି ମଧ୍ୟ ମହିଳା ଙ୍କୁ ଠିକ ରେ ସଂମାନ ଦେଉ ନାହାନ୍ତି I