ଜଣେ ଭିକାରି କେତେବେଳେ ରେଳ ଷ୍ଟେସନ ରେ ଭିକ ମଗୁଥିଲେ ତ କେତେବେଳେ ରାସ୍ତା କଡ଼ ରେ ଭିକ ମଗୁଥିଲେ I ପ୍ରତ୍ୟକ ବ୍ୟକ୍ତି ତାଙ୍କୁ ଦେଖି ସେଠାରୁ ଚାଲିଯାଉଥିଲେ , କେହି ମଧ୍ୟ ତାଙ୍କୁ ବିଶେଷ ଧ୍ୟାନ ଦେଉ ନ ଥିଲେ I ଏହି ଭିକାରି ଟି ର କପଡା ଏତେ ଅପରିଷ୍କାର ଥିଲା କି କେହି ମଧ୍ୟ ତା ପାଖ କୁ ଯିବାକୁ ଠିକ ମନେ କରୁ ନ ଥିଲେ I କିନ୍ତୁ ଜଣେ ମହିଳା ତାଙ୍କ ପାଖ କୁ ଯାଇଥିଲେ ଓ ତାଙ୍କ ମଥା କୁ ଗେଲ କରିଥିଲେ ମଧ୍ୟ I
ଘଟଣା ଟି ବ୍ରାଜିଲ ଅଂଚଳ ର ଅଟେ I ଏଠାରେ ପାଉଲ ସହର ରେ ଜଣେ ଭିକାରି ଙ୍କୁ ପ୍ରତ୍ୟକ ଦିନ ଏହି ମହିଳା ଦେଖୁଥିଲେ I ଏହି ଭିକାରି ଟି ପ୍ରତ୍ୟକ ଦିନ ଭିକ ମାଗିବା ସହ କିଛି ରାଦି ପେପର ରେ ଲେଖୁଥିଲେ ମଧ୍ୟ I
ମହିଳା ଦିନେ ଏହା ଜାଣିବା କୁ ଚେଷ୍ଟା କରିଥିଲେ କି ସେହି ଭିକାରି କଣ କାଗଜ ରେ ଲେଖୁଛନ୍ତି I ମହିଳା ଏହି ଭିକାରି ଙ୍କ ପଖ କୁ ଯାଇ ଦେଖନ୍ତି ତ ଏହି ଭିକାରି କବିତା ଲେଖୁଥିଲେ I ଏହା ପରେ ମହିଳା ଜାଣିଦେଇଥିଲେ କି ଏହି ବ୍ୟକ୍ତି କୌଣସି ସେପରି ବଡ଼ ସମସ୍ୟା କୁ ନେଇ କି ହି ଭିକାରି ହେଇଯାଇଛନ୍ତି I ଏହା ପରେ ପ୍ରତ୍ୟକ ଦିନ ମହିଳା ଭିକାରି ଙ୍କ ପଖ କୁ ଆସି ତାଙ୍କ କବିତା ସବୁ ନେଉଥିଲେ I
ଏହି ମହିଳା ସେହି କବିତା ଆଦି କୁ ନେଇ ଫେସବୁକ ର ଏକ ପେଜ ରେ ସେୟାର କରିବା ଆରମ୍ଭ କରିଥିଲେ I ମହିଳା ଏକ ସ୍ୱତନ୍ତ୍ର ଫେସବୁକ ପେଜ ରେ ଏହି ସବୁ କବିତା କୁ ସେୟାର କରୁଥିଲେ I କିଛି ଦିନ ର ହି ସେହି ଭିକାରି ଷ୍ଟାର ହେଇଯାଇଥିଲେ I
ମହିଲା ସେହି ଯୁବକ ଙ୍କ ର ଏକ ଫୋଟୋ ମଧ୍ୟ ସେୟାର କରିଥିଲେ I ଯୁବକ ଙ୍କ ର ଫୋଟୋ ଦେଖି ତାଙ୍କ ପରିବାର ଲୋକେ ତାଙ୍କୁ ଚିନ୍ହି ପାରିଥିଲେ ଓ ତାଙ୍କ ପାଖ କୁ ଆସିଥିଲେ I ଅଵ ସେ ତାଙ୍କ ଭାଇ ଙ୍କୁ ଜାଣିପାରିଥିଲେ I ସୂଚନା ଅନୁସାରେ ସେହି ଦେଶ ରେ ଆର୍ମି ଙ୍କ ର ଦୌରାତ୍ମ୍ୟ କୁ ନେଇ ସେ ତାଙ୍କ ପରିବାର ରୁ ଦୀର୍ଘ ଦିନ ହେବ ଅଲଗା ହେଇ ଯାଇଥିଲେ I ବର୍ତମାନ ସମୟ ରେ ତାଙ୍କ ର 80 ତମ ଜନ୍ମ ଦିବସ ପାଳିତ ହେଇଚି I