ସବୁଦିନ ମୋ ସହ ଶାରୀରିକ ସମ୍ବନ୍ଧ ବାନେଇବାକୁ ଜିଦି କରୁଥିଲେ ପଡୋଶୀ… ଦିନରେ ଅନେକ ଥର ଘରକୁ ଡାକି ଥାଏ ଓ

ଦେଶ ରେ ବର୍ତମାନ #Metoo କ୍ୟାପେନ ଜୋର ସୋର ରେ ଚାଲୁଚି I ଏଠାରେ ଅନେକ ବଡ଼ ବଡ଼ ସେଲିବ୍ରିଟି ନିଜ ନିଜ ର ଯୌନଶୋଷଣ ମାମଲା କୁ ପ୍ରକାଶ କରିଥାନ୍ତି I ତେବେ ଆଜି ସେହିପରି ଆଉ ଏକ ମାମଲା ନଜର କୁ ଆସିଛି I

ଲଗାତାର ସେକ୍ସ ର ଡିମାଣ୍ଡ କରୁଥିବା ମହିଳା ଙ୍କ ସ୍ଵଭାଵ ରେ ବିରକ୍ତି ପ୍ରକାଶ କରି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି I ରବିବାର ଦିନ ସେ ନିଜ ଘରେ ପଙ୍ଖା ରେ ଝୁଲି ଆତ୍ମହତ୍ୟା କରିଛନ୍ତି I ପୋଲିସ ଙ୍କୁ ତାଙ୍କ ରୁମ ରୁ ଏକ ସୁସାଇଟ ନୋଟ ବରାମତ ହେଇଚି I ଯେଉଁଥିରେ ଉଲେଖ ରହିଛି କି ସେକ୍ସ ର ଅତ୍ୟଧିକ ଡିମାଣ୍ଡ କାରଣ ରୁ ଆତ୍ମହତ୍ୟା I ଘଟଣା ଟି ପ୍ରଭାନି ମହାରାଷ୍ଟ୍ର ର ଅଟେ I ଜଣେ ମହିଳା ଜଣେ ଯୁବକ ଙ୍କ ର ଲଗାତାର ଯୌନଶୋଷଣ କରି ଚାଲିଥିଲେ I ଏବଂ ମହିଳା ଙ୍କୁ ମିଥ୍ୟା ଆରୋପ ରେ ଫସାଇବାକୁ ଚେଷ୍ଟା କରୁଥିଲେ I ଘଟଣା ଟି ବସ୍ମାଟ ରୋଡ଼ ସ୍ତିତ ବ୍ରହ୍ମ ଆପାଟମେଣ୍ଟ ର ଅଟେ I

ଯୁବକ ଏକ ପତ୍ର ରେ ଏହା ଲେଖିଛନ୍ତି କି ମୁ ସଚିନ ନାମଦେବ ମିଟାକରି ସୁସାଇଟ ନୋଟ ଲେଖୁଛି , ସେହି ମହିଳା ମୋ ଜୀବନ ନଷ୍ଟ କରିବାକୁ ଲାଗିଥିଲେ I ଏବଂ ସେ ଏହା ବି ଜାଣିଥିଲେ କି ସେ ଜଣେ ବିବାହିତା ଅଟନ୍ତି I ମହିଳା ଉକ୍ତ ଯୁବକ ଙ୍କୁ ଅନେକ ଥର ଧମକାଇଛନ୍ତି ମଧ୍ୟ I ସେହି ମହିଳା ଉକ୍ତ ଯୁବକ ଙ୍କ ର ବୈବାହିକ ଜୀବନ କୁ ନଷ୍ଟ କରିବାକୁ ଲାଗିଥିଲେ I ଏହି ମହିଳା ଜଣଙ୍କ ସହ ନୁହେଁ ଅନେକ ଯୁବକ ଙ୍କ ସହ ସମ୍ବନ୍ଧ ରଖିଛନ୍ତି I ଏପରି କି ସେ ମୋ ନାମ ରେ ମିଥ୍ୟ ଅଭିଯୋଗ ବି ଦାଖିଲ କରିଛନ୍ତି

ପୋଲିସ ର କହିବା ଅନୁସାରେ ମହିଳା ଙ୍କ ବିରୋଧ ରେ ବର୍ତମାନ ଯାଞ୍ଚ ଆରମ୍ଭ ହେଇଯାଇଛି I ଏବଂ ପୋଲିସ ବର୍ତମାନ ମହିଳା ଙ୍କ ର ତଲାସୀ ଆରମ୍ଭ କରିଛି I