ସମାଜ ରେ ଅଧା ରୁ ଅଧିକ ଲୋକେ ପ୍ରତୋକ ଦିନ କୌଣସି ନା କୌଣସି ରୋଗ ରେ ପୀଡିତ ରହିଥାନ୍ତି I ସମ୍ପୂର୍ଣ ରୂପେ କେହି ବି ସୁସ୍ଥ ରହି ନ ଥାନ୍ତି I ଯାହା ଦ୍ୱାରା କି ଆପଣ ଅନେକ ପ୍ରକାର ର ଔଷଧ ର ସେବନ କରିଥାନ୍ତି I ଏହି ଔଷଧ ର ସେବନ ରେ ତ ତୁରନ୍ତ ଆରାମ ଲାଗିଥାଏ କିନ୍ତୁ ଏହା ଶରୀର ପାଁଇ ବି ହାନିକାରକ ହେଇଥାଏ I ଆୟୁର୍ବେଦ ରେ କିଛି ଏପରି ଔଷଧ ବିଷୟ ରେ ବର୍ଣନା କରାଯାଇଛି ଯାହା କି ଆପଣ ଙ୍କୁ ସର୍ବଦା ନିରୋଗ ରଖିବ I ଶରୀର ର କୌଣସି ବି ସମସ୍ୟା ଆସିବ ନାହିଁ I
ଯେପରି କି ଆପଣ ଜାଣିଛନ୍ତି ହିନ୍ଦୁ ଧର୍ମ ରେ ଅନେକ କିଛି ଜିନିଷ ବିଷୟ ରେ ବର୍ଣନା କରାଯାଇଛି I ସେଥିମଧ୍ୟରୁ ତୁଳସୀ ଗଛ ଅନ୍ୟତମ ଅଟେ I ପୌରାଣିକ କଥା ରେ ଏହି ତୁଳସୀ ଗଛ କୁ ସ୍ୱର୍ଗ ର ଗଛ କୁହାଯାଇଛି I ଦେବୀ ଦେବତା ମାନେ ମନୁଷ୍ୟ ର ଉଦ୍ଧାର କରିବାକୁ ଏହି ଗଛ କୁ ମନୁଷ୍ୟ କୁ ପ୍ରଦାନ କରିଛନ୍ତି I ଅନେକ କାଳ ରୁ ଲୋକେ ତୁଳସୀ ଗଛ ର ବ୍ୟବହାରିତ କରିଆସୁଛନ୍ତି I ଥଣ୍ଡା ଜ୍ୱର ରେ ବି ଲୋକେ ଏହି ତୁଳସୀ ପତ୍ର ର ସେବନ କରିଥାନ୍ତି I ଏହି ତୁଳସୀ ପତ୍ର ରେ ଭିଟାମିନ ଏ , ସି , କେ , ମୟଙ୍ଗଣୀଜ , କ୍ୟାଲସିୟମ , ଆଇରନ , ମ୍ୟାଗନେସିୟମ୍ରେ ଓ ଓ଼ମେଗା 3 ପରି ଅନେକ ଔଷଧ୍ୟ ଗୁଣ ରହିଛି I
ତୁଳସୀ ଏକ ଔଷଧୀୟ ଓ ସୁଗନ୍ଧିତ ଜଡିବୁଟୀ ଅଟେ I କିନ୍ତୁ ଏହା ଆପଣ ଙ୍କ ର ଅନେକ ରୋଗ ପାଁଇ ମଧ୍ୟ ଲାଭକାରୀ ଅଟେ I
ଖାଲି ପେଟ ରେ ତୁଳସୀ ପତ୍ର ର ସେବନ
ପ୍ରଥମେ ଖାଲି ପେଟ ରେ ଏହି ତୁଳସୀ ପତ୍ର ର ସେବନ କରିବା ଦ୍ୱାରା ଛୋଟ ମୋଟ ସବୁ ରୋଗ ଭଲ ହେଇଯାଇଥାଏ I
ଯେଉଁ ବ୍ୟକ୍ତି ଙ୍କ ର ମୁଣ୍ଡ ବ୍ୟଥା ଜନିତ ସମସ୍ୟା ରହିଛି ସେମାନେ ତୁଳସୀ ଓ କ୍ଷୀର ମିଶାଇ ପିଲେ ମୁଣ୍ଡବ୍ୟଥା ଦୂର ହେଇଥାଏ I ଏହା ଦ୍ୱାରା ବ୍ୟକ୍ତି ଙ୍କ ର ଶ୍ୱାସକ୍ରିୟା ସମ୍ବନ୍ଧିତ ସମସ୍ୟା ବି ଦୂର ହେଇଥାଏ I
ସକାଳୁ ଖାଲି ପେଟ ରେ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀର ର ରୋଗ ପ୍ରତିଷେଧକ କ୍ଷମତା ବୃଦ୍ଧି ପାଇଥାଏ I ପ୍ରତୋକ ଦିନ 10 ଗୋଟି ତୁଳସୀ ପତ୍ର କୁ ଏକ କପ ପାଣି ରେ ଗରମ କରି ସେହି ପାଣି କୁ ପିଇବା ଦ୍ୱାରା ଅନେକ ରୋଗ ଭଲ ହେଇଯାଇଥାଏ I ଏହି ପାଣି ରେ ଆପଣ ଚିନି ପକାଇ ଚା ପରି ବି ପିଇପାରିବେ I