ଦୈନିକ ସକାଳୁ ଖାଲି ପେଟରେ ୭ଦିନ ଖାଆନ୍ତୁ କେବଳ ଦୁଇଟି ବାଦାମ , ଏବଂ ତାପରେ ଦେଖନ୍ତୁ ଏହାର ଚମତ୍କାରିତା !

ଆଜିକା ସମୟ ରେ ଶରୀର କୁ ସୁସ୍ଥ ରଖିବା ବହୁତ କଠିନ ହେଇଥାଏ କିନ୍ତୁ ଅସମ୍ଭବ ନୁହେଁ I ଯଦି ଆମେ ପୁଷ୍ଟିକର ଖାଦ୍ୟ କୁ ଖାଇବା ତେବେ ନିଶ୍ଚିତ ରୂପେ ଆମ ଶରୀର ସୁସ୍ଥ ରହିବ I ଆଜି ଆମେ ଆପଣ ଙ୍କୁ ଏକ ପୌଷ୍ଟିକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା କି ଆମ ଶରୀର କୁ ସୁସ୍ଥ ରଖିଥାଏ I

ଯଦି ଆପଣ ନିୟମିତ ସାଲାକୁ ସାତଦିନ ପର୍ଯ୍ୟନ୍ତ ବାଦାମ ଖାଇବେ ତ ସବୁ ସମସ୍ୟା ଆପଣ ଙ୍କ ର ଦେଉର ହେଇଯିବ I ଆପଣ ପ୍ରତ୍ୟକଦିନ ସକାଳୁ 4 ଗୋଟି ବାଦାମ ର ସେବନ କରିବା ଉଚିତ I

1.ଅଂଟା ବିନ୍ଧା – ସାଧାରଣ ଭାବରେ ଯଦି ଆପଣ ସାତ ଦିନ ପର୍ଯ୍ୟନ୍ତ ଲାଗଡ଼ର ସକାଳୁ ଖାଲି ପେଟ ରେ ବାଦାମ ଖାଇବେ ତ ନିଶ୍ଚିତ ରୂପେ ଆପଣ ଙ୍କ ର ଅଂଟା ଦରଜ ପରି ସମସ୍ୟା ରହିବ ନାହିଁ I

2. ରକ୍ତ ଚାପ – ଯଦି ଆପଣ ଙ୍କ ର ଉଚ୍ଚ ରକ୍ତଚାପ ରହିଛି ତେବେ ମଧ୍ୟ ଆପଣ ଏହି ଉପାୟ କୁ ଆବଲାଭନ କରିପାରିବେ I

3.ମଧୁମେହ – ଯଦି ଆପଣ ମଧୁମେହ ପରି ସମସ୍ୟା ରେ ପଡିଛନ୍ତି ତେବେ ସୁଗାର ଶରୀର ର ଇନ୍ସୁଲିନ କୁ ବଢିବାକୁ ଦେଇ ନ ଥାଏ କିନ୍ତୁ ଯଦି ଆପଣ ଏହି ବାଦାମ କୁ ନିୟମିତ ଅଭ୍ୟାସ କରନ୍ତି ତେବେ ମଧୁମେହ ନିଶ୍ଚିତ ରୂପେ ଦୂରେଇଯିବ I

4.କାବ୍ଜ – ଆଜିକା ସମୟ ରେ ଅନେକ ଲୋକେ ଏହି ସମସ୍ୟା ରୁ ରକ୍ଷା ପାଇବା ପାଁଇ ଅନେକ ପନ୍ଥା ଅଵଲଂବହନ କରୁଛନ୍ତି I କିନ୍ତୁ ଏତେ ମାତ୍ରା ରେ ଉପକୃତ ହୁଅନ୍ତି ନାହିଁ କିନ୍ତୁ ଏହି ଉପାୟ କୁ ଅଵଲଂବହନ କରନ୍ତୁ ଦେଖିବେ ଏହାର ଉପକାରିତା I