ଏହି ଘଟଣା ଟି ଓଡିଶା ର ଅଟେ I ଏଠାରେ ଏକ ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି I ଏବଂ ଜଣେ ମହିଳା ଗର୍ଭଯନ୍ତ୍ରଣା ସମୟ ରେ ହସ୍ପିଟାଲ ଯିବାରୁ ବଂଚିତ ହେଇଛନ୍ତି I ଏବଂ ଏକ ପୋଲ ତଳେ ନିଜ ସନ୍ତାନ କୁ ଜନ୍ମ ଦେଇଛନ୍ତି I ଏହି ଘଟଣା ଟି ଯିଏ ବି ଦେଖୁଛି ଆଖି ରେ ଲୁହ ଆସି ଯାଉଛି I
ଖବର ମୁତାବିକ ମହିଳା ନିଜ ର ଦୀର୍ଘ ଦିନ ର ପୁଞ୍ଜି ଏକତ୍ରିତ କରି ଏକ ଘର କରିଛନ୍ତି I ଏବଂ ଜଙ୍ଗଲୀ ହାତୀ ସେହି ଘର କୁ ଭାଙ୍ଗିଦେଇଛନ୍ତି I ଏହା ପରେ ମହିଳା ବେଘର ହେଇଯାଇଛନ୍ତି I ଏବଂ ନିଜ ପିଲା ଙ୍କ ସହ ଏଣେ ତେଣେ ବୁଲୁଥିଲେ I
ଏହି ସମୟ ରେ ମହିଳା 9 ମାସ ର ଗର୍ଭବତୀ ଥିଲେ ଏବଂ ପ୍ରସବ ପୀଡା ବି ଆରମ୍ଭ ହେଇଯାଇଥିଲା I କିନ୍ତୁ ମହିଳା ହସ୍ପିଟାଲ ଯିବାରୁ ବଂଚିତ ରହିଥିଲେ ଓ ଏକ ପୋଲ ତଳେ ନିଜ ସନ୍ତାନ କୁ ଜନ୍ମ ଦେଇଥିଲେ ଏବଂ କିଛି ସମୟ ମହିଳା ଙ୍କ ର ଚିତ୍କାର ଶୁଣିବା ପରେ କିଛି ସ୍ଥାନୀୟ ବସି ସହାୟତା ପାଁଇ ଆସିଥିଲେ I