ସବୁଠୁ ବଡ ଦୁଖଃଦ ଖବର: ଏହି ଶିଶୁ କଳାକାରଙ୍କର ସଡ଼କ ଦୁର୍ଘଟଣାରେ ହେଲା ମୃତ୍ୟୁ, ଶୋକରେ ବୁଡ଼ିଲା ପୁରା ଇଣ୍ଡଷ୍ଟ୍ରି..

ଟିଭି ଇଣ୍ଡଷ୍ଟ୍ରି ରେ ବର୍ତମାନ ଏକ ଦୁଖଦଃ ଖବର ଦେଖିବାକୁ ମିଳିଛି I ସିରିଏଲ ବଲବୀର ରେ ଥିବା ଏକ ଚାଇଲଡ ଆର୍ଟିଷ୍ଟ ଶିଵଲେଖ ସିଂ ଓରଫ ଅନୁ ସିଂ ଆଉ ଆମ ଗହଣ ରେ ନାହାନ୍ତି I ତାଙ୍କ ବୟସ ମାତ୍ର 14 ବର୍ଷ ଥିଲା I ଛତିଶଗଡ଼ ରାଜଧାନୀ ରାୟପୁର ରେ ଏକ ବଡ଼ ଧରଣ ର ସଡକ ଦୁର୍ଘଟଣା ଘଟିଯାଇଛି ଓ ଏଥିରେ ଏହି ଚାଇଲଡ ଆର୍ଟିଷ୍ଟ ଙ୍କ ର ମୃତ୍ୟୁ ହେଇଚି I ଘଟଣା ଟି ଦେବାର ଗ୍ରାମ ପାଖ ରେ ଘଟିଛି I ଏତେ ବଡ଼ ଧରଣ ର ଦୁର୍ଘଟଣା ଥିଲା କି ସେଠାରେ ଥିବା ଲୋକେ ଆଶ୍ଚଯ୍ୟ ହେଇଯାଇଥିଲେ I

ଏହି ଦୁର୍ଘଟଣା ରେ ଶିଵଲେଖ ଘଟଣା ସ୍ଥଳ ରେ ହିଁ ମୃତ୍ୟୁବରଣ କରିଥିଲେ I ଏବଂ ପରିବାର ର ବାକି ଲୋକେ ଗମ୍ଭୀର ରୂପେ ଆଘାତ ପାଇଛନ୍ତି I ଶିଵଲେଖ ଛତିଶଗଡ଼ ର ଯଂଜଗିର ଜିଲା ର ନରିଆର ଗ୍ରାମ ର ଅଟନ୍ତି I ପରିବାର ର ଅନ୍ୟ ଲୋକ ଙ୍କ ର ଚିକିତ୍ସା ଚାଲୁଚି I

ଏହି ଲୋକପ୍ରିୟ ସିରିଏଲ ରେ କାମ କରିସାରିଛନ୍ତି


ଶିଵଲେଖ ଟିଭି ଇଣ୍ଡଷ୍ଟ୍ରି ରେ ଜଣେ ସୁପରିଚିତ ବାଲ୍ୟକାଳକାର ଅଟନ୍ତି I ସେ ଭାରତୀୟ ଟିଭି ସିରିଜ ଇଣ୍ଡିଆନ ବେଷ୍ଟ ଡରାମେବ୍ଜ , ସୋନି ଟିଭି ର ସଂକଟମୋଚନ ହନୁମାନ , କଲର୍ସ ଟିଭି ରେ ଶାଶୁରାଳ ସୀମାର କା , ସବ ଟିଭି ରେ ଖିଡକୀ , କେଶରୀ ନନ୍ଦନ , ବଲବୀର , ଶ୍ରୀ ମନ ଜି ଶ୍ରୀ ମତି ଜି ପରି ଅନେକ ସିରିଏଲ ରେ କାମ କରିଛନ୍ତି I ଶିଵଲେଖ ଙ୍କ ର ଏହି ସ୍ବପ୍ନ ଥିଲା କି ବଡ଼ ହେଲେ ସେ ଲୋକପ୍ରିୟ ଅଭିନେତା ହେବେ I ଶିଵଲେଖ ଙ୍କୁ ସ୍ୱଇମିଙ୍ଗ , ଟେବଲ ଟେନିସ , କ୍ରିକେଟ ଆଦି ଖେଳିବାକୁ ପସନ୍ଦ I ତେବେ ସବୁ ଲୋକେ ଏହା ହିଁ କାମନା କରୁଛନ୍ତି ଶିଵଲେଖ ଙ୍କ ଆତ୍ମା କୁ ଭଗବାନ ଶାନ୍ତି ଦିଅନ୍ତୁ I