ସଚିନଙ୍କର ୧୧ ଲକ୍ଷ,ତ ବିରାଟ ପିନ୍ଧନ୍ତି ୬ ଲକ୍ଷ ଟଙ୍କାର ଘଣ୍ଟା… ଧୋନିଙ୍କର ଶୁଣିକି ବିଶ୍ୱାସ କରିପାରିବେନି…

ବଲିଉଡ ର କଳାକାର ନିଜ ର ବିଲସମୟ ଜୀବନ ପାଁଇ ସର୍ବଦା ଚର୍ଚା ରେ ରହିଥାନ୍ତି କିନ୍ତୁ ଏହି ବାବଦ ରେ ଆମ ଭାରତ ର କ୍ରିକେଟର ମାନେ ବି କୌଣସି ଗୁଣ ରେ କମ ନୁହନ୍ତି I

ତେବେ ସଚିନ ଙ୍କ କଥା ଦେଖିବା ଯଦି ତାଙ୍କୁ ମଧ୍ୟ ଦାମୀ ଘଣ୍ଟା ପିନ୍ଧିବା ପାଁଇ ଅନେକ ସମୟ ରେ ଚର୍ଚା ରେ ଦେଖିଥିବେ I ସଚିନ ଙ୍କ ପାଖ ରେ ଦୁନିଆ ର ସବୁ ନାମିଦାମୀ ବ୍ରାଣ୍ଡ ର ଘଣ୍ଟା ଦେଖିବାକୁ ମିଳିଥାଏ I ଦେଖିବା ଯଦି ଆଜିକାଲି ସେ ଆଦିମର୍ସ ପିଂଡ ରୋୟାଲ ଅବାକ ଅଫ ସୋର କ୍ରୋମଗ୍ରାଫ ର ଘଣ୍ଟା ପିନ୍ଧିବା ର ଦେଖିବାକୁ ମିଳିଛି I ଭାରତ ରେ ଏହି ଘଣ୍ଟା ର ମୂଲ୍ୟ 11 ଲକ୍ଷ ଅଟେ I

ମହେନ୍ଦ୍ର ସିଂ ଧୋନି ଙ୍କ କଥା ଦେଖିବା ଯଦି ସେ Audemars Piguet Royal Oak Offshore Bumble ର ଘଣ୍ଟା ପିନ୍ଧିଥାନ୍ତି , ସେ ଆପେଲ ର ଘଣ୍ଟା ମଧ୍ୟ ଅଧିକ ପସନ୍ଦ କରିଥାନ୍ତି I ଦେଖିବା ଯଦି ଭାରତ ରେ ଏହି ଘଣ୍ଟା ର ମୂଲ୍ୟ 36 ହଜାରେ ଟଙ୍କା ଅଟେ I

ବିରାଟ କୋହଲି ଙ୍କ କଥା ଦେଖିବା ଯଦି ସେ ସବୁଠାରୁ ଅଧିକ ଷ୍ଟାଇଲିଷ୍ଟ ଅଟନ୍ତି I ବିରାଟ ନିଜ ର ଷ୍ଟାଇଲିଷ୍ଟ ଖେଳ ପାଁଇ ସର୍ବଦା ଚର୍ଚା ରେ ରହିଥାନ୍ତି I ଆଉ ବିରାଟ ପିନ୍ଧୁଥିବା ଘଣ୍ଟା କଥା ଯଦି ଦେଖିବା ତ ସେ Panerai Luminor ବ୍ରାଣ୍ଡ ର ଘଣ୍ଟା ପିନ୍ଧିଥାନ୍ତି ଯାହା ର ମୂଲ୍ୟ 6 ଲକ୍ଷ 29 ହଜାରେ ଟଙ୍କା ଅଟେ I ସେ Tissot କମ୍ପାନୀ ର ବି ଜଣେ ବ୍ରାଣ୍ଡ ଆମ୍ବାସଡର ଅଟନ୍ତି I