ସଚିନଙ୍କ ଠାରୁ ନେଇ ବିରାଟଙ୍କ ପର୍ଯ୍ୟନ୍ତ ଆଗରୁ ଏପରି ଦେଖାଯାଉଥିଲେ ଏହି କ୍ରିକେଟର ଷ୍ଟାର ମାନେ, ଦେଖନ୍ତୁ ପଇସା କେମିତି ବଦଳି ଦେଲା ତାଙ୍କ ଲୁକ …

ସବୁ ଲୋକେ ଧନୀ ଘରେ ଜନ୍ମ ହେଇ ନ ଥାନ୍ତି I ଭାଗ୍ୟ ରେ ଥିଲେ ଏହିପରି ଧନୀ ଘରେ ଲୋକେ ଜନ୍ମ ହେଇଥାନ୍ତି I ତେବେ ଧନୀ ଘର ର ଲୋକେ ନିଜ ସ୍ବପ୍ନ ସାକାର କରିବା କୁ ବେଶୀ କଷ୍ଟ କରି ନ ଥାନ୍ତି I କିନ୍ତୁ ଆଜି ଆମେ କିଛି ଏପରି କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛେ ଯେଉଁମାନେ ନିଜ ର ସ୍ବପ୍ନ ସାକାର କରିବା କୁ କଠିନ ପରିଶ୍ରମ କରିଛନ୍ତି I

ବଦଳି ଯାଇଛି ଏହି ଭାରତୀୟ କ୍ରିକେଟର ଙ୍କ ର୍ଲୁକ
ଆପଣ ସର୍ବଦା ଅନୁଭବ କରିଥିବେ ଅନେକ ସମୟ ଧରି ଦେଖୁଥିବା ବ୍ୟକ୍ତି ଙ୍କ ର ଲୁକ ରେ ଅନେକ ପରିବର୍ତନ ଆସିଯାଇଥାଏ I ଏଠାରେ ଆମେ ମନୁଷ୍ୟ ସ୍ଵଭାଵ ବିଷୟ ରେ ଆଲୋଚନା କରୁ ନାହୁଁ ଆମେ ମନୁଷ୍ୟ ର ଚେହେରା ବିଷୟ ରେ ଆଲୋଚନା କରୁଛେ I ଅନେକ କ୍ଷେତ୍ର ରେ ଜଣେ ଜଣେ ବ୍ୟକ୍ତି ଙ୍କ ର ଲୁକ ଏପରି ପରିବର୍ତନ ହେଇଥାଏ କି ସହଜ ରେ ଦେଖି ଜାଣି ହେଇ ନ ଥାଏ I ଆଜି ଆମେ ଏହିପରି କିଛି ଭାରତୀୟ କ୍ରିକେଟର ଙ୍କ ର ଫୋଟୋ ଆପଣ ଙ୍କୁ ଦେଖାଇବା କୁ ଯାଉଛୁ I

ମହେନ୍ଦ୍ର ସିଂ ଧୋନୀ


ଟିମ ଇଣ୍ଡିଆ ର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଙ୍କ ବିଷୟ ରେ ଦେଖିବା I ଧୋନି ନିଜ ଯୁବା ଅବସ୍ଥା ସମୟ ରେ ଲମ୍ବା ଲମ୍ବା ବାଳ ରଖୁଥିଲେ I ପୂର୍ବ ର ଏବଂ ବର୍ତମାନ ର ଫୋଟୋ ରୁ ଆପଣ ତାଙ୍କ ଲୁକ ରେ କେତେ ପରିବର୍ତନ ହେଇଚି ଅନୁମାନ କରିପାରିବେ I

ସଚିନ ତେନ୍ଦୁଲକର
କ୍ରିକେଟ ର ଭଗବାନ ରୂପେ ପରିଚିତ ସଚିନ ତେନ୍ଦୁଲକର ତେନ୍ଦୁଲକର ଙ୍କୁ କିଏ ବା ନ ଜାଣିଚି I 16 ବର୍ଷ ବୟସ ରୁ ସେ କ୍ରିକେଟ ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ I ତେବେ ଏଠାରେ ଆପଣ ତାଙ୍କ ର ଏହି ଫୋଟୋ ଦେଖି ଅନୁମାନ କରିପାରୁଥିବେ I

ଯୁବରାଜ ସିଂ

କ୍ୟାନ୍ସର ସହ ଲଢିକି ଜୀବନ ଯୁଧ୍ୟ ରେ ଜିତିଛନ୍ତି ଏହି ଯୁବରାଜ ସିଂ I ଯୁବରାଜ ସିଂ ଙ୍କୁ କ୍ରିକେଟ କ୍ୟାରିୟର ରେ 10 ବର୍ଷ ରୁ ଅଧିକ ସମୟ ହେଇଯିବ I ଫୋଟୋ ରେ ଆପଣ ଦେଖିପାରିବେ ତାଙ୍କ ଲୁକ ରେ କେତେ ପରିବର୍ତନ ହେଇଚି I

ବୀରେନ୍ଦର ସେହେବାଗ

କ୍ରିକେଟ ରେ ନିଜ ର ଭଲ ଖେଳ କୁ ନେଇ ପରିଚିତ ଓ ଟ୍ୱିଟର ରେ ମଧ୍ୟ ଚର୍ଚା ରେ ରହୁଥିବା ବୀରେନ୍ଦର ସେହେବାଗ ଙ୍କ ର ଲୁକ ରେ କେତେ ପରିବର୍ତନ ଆପଣ ଏହି ଫୋଟୋ ରେ ଦେଖିପାରୁଥିବେ I

ଶିଖର ଧାୱନ

କ୍ୟାରିୟର ଆରମ୍ଭ ରେ ଶିଖର ଧାୱନ ଙ୍କ ର ଲୁକ ରେ ବେଶୀ କିଛି ପରିବର୍ତନ ହେଇନାହିଁ I କିନ୍ତୁ ଏହି ଫୋଟୋ ରେ ଆପଣ ତାଙ୍କ ର ଦାଢ଼ି ନିଶ ଛଡା ବେଶୀ କିଛି ଫରକ ଦେଖୁ ନ ଥିବେ I

ବିରାଟ କୋହଲି

ଲୁକ ରେ ସବୁଠାରୁ ଅଧିକ ପରିବର୍ତନ ଯଦି କେଉଁଠି ହେଇଚି ତେବେ ବିରାଟ କୋହଲି ଙ୍କ ମଧ୍ୟ ରେ ଦେଖିବା କୁ ମିଳିଛି I କୋହଲି ଙ୍କ ର ପୁରୁଣା ଫୋଟୋ ଓ ବର୍ତମାନ ର ଫୋଟୋ ଦେଖି ଆପଣ ଅନୁମାନ କରିପାରିବେ I

ରବୀନ୍ଦ୍ର ଜାଡେଜା

ଏହି ଫୋଟୋ ରେ ଆପଣ ରବୀନ୍ଦ୍ର ଜାଡେଜା ଙ୍କ ର ବର୍ତମାନ ଓ ଯୁବା ଅବସ୍ଥା ର ଫୋଟୋ ଦେଖି ଅନୁମାନ କରିପାରିବେ I କି କେତେ ତାଙ୍କ ଲୁକ ରେ ପରିବର୍ତନ ଆସିଛି I

ରାହୁଲ ଦ୍ରାବିଡ଼

ଟିମ ଇଣ୍ଡିଆ ର ଜଣେ ମଜବୁତ ଖେଳାଳି ରୂପେ ପରିଚିତ ରାହୁଲ ଦ୍ରାବିଡ଼ ଙ୍କ ର ଏହି ଦୁଇଟି ଫୋଟୋ ରେ ଅନେକ ଅନ୍ତର ଦେଖାଯାଉଛି I

ଗୌତମ ଗମ୍ଭୀର


ଗୌତମ ଗମ୍ଭୀର ଏକ ଗମ୍ଭୀର ସ୍ଵଭାଵ ର ବ୍ୟକ୍ତି ଅଟନ୍ତି I ଟିମ ଇଣ୍ଡିଆ ର ଖରାପ ସମୟ ରେ ସେ ନିଜ ର ଭଲ ଖେଳ ପ୍ରଦର୍ଶନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ I ଏହା ର ଉଦାହରଣ ଆମେ ଅତୀତ ରେ ବିଶ୍ୱକପ ର ଫାଇନାଲ ମ୍ୟାଚ ରେ ମଧ୍ୟ ଦେଖିସାରିଛେ I ତେବେ ତାଙ୍କ ରହି ଫୋଟୋ ରେ ତାଙ୍କ ଲୁକ ରେ ପରିବର୍ତନ ଦେଖିପାରୁଥିବେ I