ଆସିଲା ବଡ ଦୁଃଖଦ ଖବର, Radhika ଓ Swatik ଙ୍କୁ ନେଇକି ଆସିଲା ବଡ ଖରାପ ଖବର…

ନମସ୍କାର ବନ୍ଧୁଗଣ ଆପଣମାନେ ରାଧିକା ଆଉ ସାତ୍ୱିକ୍ ଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ଏବେ ଏବେ ଆସୁଛି ଏକ ବୋହୁତ ବଡ଼ ଦୁଃଖର ଖବର ରାଧିକା ଆଉ ସାତ୍ୱିକ୍ ଙ୍କ ଫ୍ୟାନମାନଙ୍କ ପାଇଁ। ତେବେ ଦର୍ଶକ ବନ୍ଧୁ ଏହି ଦୁଃଖ ଖବରଟି କଣ ଆସନ୍ତୁ ଜାଣିବା।


ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ରାଧିକା ଆଉ ସାତ୍ୱିକ୍ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୂ ଧାରାବାହିକରେ ଅଭିନୟ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ଏହି ଧାରାବାହିକଟି ସାରିଯାଇଛି। ଏହାପରେ ସେମାନେ ଆଉ କୌଣସି ଧାରାବାହିକରେ ଅଭିନୟ କରୁନାହାଁନ୍ତି କିନ୍ତୁ ପୁଣି ଥରେ ଆପଣମାନେ ସାତ୍ଵିକ୍ ଙ୍କୁ ଗୋଟିଏ ନୂଆ ଧାରାବାହିକରେ ହିରୋ ଭାବରେ ଦେଖିବାକୁ ପାଇବେ।


ଏହି ଧାରାବାହିକଟିର ନାମ ରହୁଛି ବନ୍ଧନ ଜନ୍ମ ଜନ୍ମର। ତେବେ ଦର୍ଶକ ବନ୍ଧୁ ଏହି ଧାରାବାହିକର ପ୍ରୋମୋରୁ ଯାହା ଜଣାପଡିଛି ଏଥିରେ ରାଧିକା ଅଭିନୟ କରିବେ ନାହିଁ କିନ୍ତୁ ସାତ୍ଵିକ୍ ଏବଂ ଅନ୍ୟ ହିରୋଇନ୍ ଙ୍କୁ ନେଇ ସୁଟିଂ ଜୋର୍ ସୋର୍ ରେ ଚାଲିଛି।


ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ରାଧିକା ଆଉ ସାତ୍ୱିକ୍ ଏହି ସ୍ଵାମୀ ସ୍ତ୍ରୀ ଯୋଡି ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲା, ତାଙ୍କର ଅଭିନୟକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରୁଥିଲେ କିନ୍ତୁ ରାଧିକା ବିନା ଏବେ ସାତ୍ୱିକ୍ ଅଭିନୟ କରିବେ। ତେବେ ଏହି ଖବରଟି ରାଧିକା ଆଉ ସାତ୍ୱିକ୍ ଙ୍କ ମନକୁ ବୋହୁତ ବଡ ଦୁଃଖ ପହଞ୍ଚାଇଛି।