ରାସ୍ତାରେ ନାଚି କରି ଲୋକଙ୍କୁ ଟ୍ରାଫିକ ନିୟମ ବୁଝାଉଛନ୍ତି ଏହି ଯୁବତୀ, ୟାଙ୍କ ନାଚ ଦେଖିଲେ ଆପଣ ମଧ୍ୟ କରିବେ ପ୍ରଶଂସା, ଦେଖନ୍ତୁ

ଟ୍ରାଫିକ ନିୟମ ଆମ ସମସ୍ତ ଙ୍କୁ ବେଶ ଭଲ ଭାବ ରେ ଜଣା ଅଛି I କିନ୍ତୁ କିଛି ଲୋକେ ଏହା ର ବ୍ୟବହାର କରନ୍ତି ନାହିଁ I ତେଣୁ ଏପରି କ୍ଷେତ୍ର ରେ ଜନ ସଚେତନତା ର ଆବଶ୍ୟକ ମଧ୍ୟ ରହିଛି I ଏପରି ଚିନ୍ତାଧାରା ନେଇ ଇନ୍ଦୋର ରେ ଜଣେ ଯୁବତୀ କିଛି ଭିର୍ନ କରିବା କୁ ଚେଷ୍ଟା କରିଥିଲା I ଏବଂ ଟ୍ରାଫିକ ନିୟମ କୁ ବୁଝାଇବା କୁ ଚେଷ୍ଟା କରିଥିଲେ I

ସୁଭି ପୁଣେ ସିମ୍ବୟୋସିସ କଲେଜ ରେ ପାଠ ପଢ଼ନ୍ତି I ଏହି ଭିଡିଓ ଟି ଇନ୍ଦୋର ସହର ଅଟେ I ଏବଂ ଏହି ଯୁବତୀ ଟ୍ରାଫିକ ନିୟମ କୁ ଲୋକ ଙ୍କୁ ବେଶ ଜାଗୃତ ମଧ୍ୟ କରିଛନ୍ତି I ଏବଂ ଏହି ଭିଡିଓ ରେ ହେଲମେଣ୍ଟ ପିନ୍ଧିବା ଓ କାର ର ସିଟ ବେଲ୍ଟ ବାନ୍ଧିବା ପରି ଜନ ସଚେତନତା କୁ ମଧ୍ୟ ଧ୍ୟାନ ଦିଆ ଯାଉଛି I ସୁଭି ଙ୍କ ର ଏହି ଅନ୍ଦାଜ ଲୋକ ଙ୍କୁ ବେଶ ଅଧିକ ପସନ୍ଦ ଆସିଛି I ଆପଣ ମଧ୍ୟ ଏହି ଭିଡିଓ ରେ ସୁଭି ଙ୍କୁ ଦେଖିପାରିବେ I

ଏହି ଭିଡିଓ ରେ ସେ ନିଜେ ଇନ୍ଦୋର ଟ୍ରାଫିକ ପୋଲିସ କୁ ଟ୍ୱିଟ କରିଛନ୍ତି I ଏବଂ ଭିଡିଓ ସେୟାର କରି କ୍ୟାପ୍ସନ ରେ ଲେଖିଥିଲେ I ଆମ ଯେତେ ପଦବୀ ବୃଦ୍ଧି କରିଲେ ମଧ୍ୟ ଜନ ସଚେତନତା ର ଅଧିକ ଆବଶ୍ୟକ ରହିଛି I ତେଣୁ ଆଶା ରହିଛି ଇନ୍ଦୋର ଟ୍ରାଫିକ ରେ ଅନେକ ଭଲ ପରିବର୍ତନ ଆସିବ I

ବିଗତ 5 ନଭେମ୍ବର କୁ ଇନ୍ଦୋର ଟ୍ରାଫିକ ପୋଲିସ ଏକ ଆଉ ଟ୍ୱିଟ କରିଥିଲା I ଯେଉଁଥିରେ ସେ ଏହି ସୂଚନା ଦେଇଥିଲେ I ଅଲଗା ଅଲଗା କଲେଜ ର 87 ରାସ୍ତା ରେ ଆସି ଟ୍ରାଫିକ ନିୟମ ଙ୍କୁ ଜାଗୃତ କରିଥିଲେ I ଏହି ଘଟଣା ଟି ଏବେ ସୋସିଆଲ ମିଡିଆ ରେ ସେୟାର କରାଯାଇଛି I

ଏହା କୌଣସି ପ୍ରଥମ ଥର ନୁହେ କି କେହି ଜଣେ ଡ୍ୟାନ୍ସ କରିକି ଟ୍ରାଫିକ ନିୟମ ବୁଝାଇବା କୁ ଚେଷ୍ଟା କରିଛନ୍ତି I ରଂଜିତ ଜଣେ ଡାଁସିଙ୍ଗ ପୋଲିସ ରୂପେ ବେଶ ଲୋକପ୍ରିୟ ହେଇଥିଲେ I ସେ ଅନେକ ରିୟାଲିଟି ସୋ ରେ ମଧ୍ୟ ଯୋଗ ଦେଇସାରିଛନ୍ତି I