ଏହି ବଡ ଅଭିନେତା ଙ୍କର ଭଉଣୀ ଙ୍କର ହେଲା ଦେହାନ୍ତ, ଶୋକରେ ବୁଡ଼ିଲା ପୁରା ପରିବାର… କ୍ୟାନ୍ସର ରୋଗରେ ଥିଲେ ପୀଡିତ …

ବଲିଉଡ ଆକ୍ଟର ସାରୁଖଙ୍କ ର ପରିବାର ରେ ଶୋକ ର ଛାୟା ଖେଳି ଯାଇଛି I ସାରୁଖ ଙ୍କ ର କଜିନ ସିଷ୍ଟର ନୁର ଯାହା ଙ୍କ ର ମଙ୍ଗଳବାର ରେ ଦେହାନ୍ତ ହେଇଚି I ନୁର ଙ୍କ ର ସାନ ଭାଇ ମନସୁର ଏହି ଘଟଣା ର ସ୍ପଷ୍ଟୀକରଣ ଦେଇଛନ୍ତି I ମିଳିଥିବା ସୂଚନା ଅନୁସାରେ ନୁର ଦୀର୍ଘ ସମୟ ହେବ କ୍ୟାନ୍ସର ରୋଗ ରେ ପୀଡିତ ଥିଲେ I

ବଲିଉଡ ଷ୍ଟାର ସାରୁଖ ଙ୍କ ର ଚାଚା ଙ୍କ ର ଭଉଣୀ ହେଉଛନ୍ତି ନୁରଯାହା I ତାଙ୍କ ର ପାକିସ୍ତାନ ର ପେସାବର ରେ ଦେହାନ୍ତ ହେଇଚି I ନୁରଯାହା ଙ୍କ ର ସାନ ଭାଇ ମନସୁର ଅହମଦ ଜିୟ ନ୍ୟୁଜ କୁ ନିଜ ଭଉଣୀ ଙ୍କ ଦେହାନ୍ତ ର ସ୍ପଷ୍ଟୀକରଣ ଦେଇଛନ୍ତି I ସେ ଏହା କହିଛନ୍ତି କି ତାଙ୍କ ଭଉଣୀ ଦୀର୍ଘ ସମୟ ହେବ କ୍ୟାନ୍ସର ରୋଗ ରେ ପୀଡିତ ଥିଲେ I ନୁରଜାହା ପେସେବାର ର କିସା କବନୀ ବଜାର ପାଖ ରେ କତାଲ ଅଂଚଳ ରେ ରୁହନ୍ତି I

ସହର ପରିଷଦ ର ପୂର୍ବ ସଦସ୍ୟ ଏବଂ ନୁରଜାହା ଙ୍କ ର ପଡୋଶୀ ମିୟା ଜୁଲ୍ଫିକର ମଧ୍ୟ ନୁରଜାହା ଙ୍କ ର ମୃତ୍ୟୁ ବିଷୟ ରେ ସୂଚନା ଦେଇଛନ୍ତି I 2018 ରେ ସାଧାରଣ ନିର୍ବାଚନ ରେ ସେ ନାମାଙ୍କନ ମଧ୍ୟ ଦାଖିଲ କରିଥିଲେ I କିନ୍ତୁ ପରେ ନିଜ ନାମାଙ୍କନ କୁ ଫେରାଇ ନେଇଥିଲେ I

କିଛି ବର୍ଷ ତଳେ ଏକ ଇଣ୍ଟରଭିୟୁ ରେ ସାରୁଖ ଏହା କହିଥିଲେ ମୋର ପରିବାର ପେସାବର ର ଅଟେ I ବର୍ତମାନ ମଧ୍ୟ ମୋ ପରିବାର ର କିଛି ଲୋକେ ସେଠାରେ ରହୁଛନ୍ତି I ତେଣୁ ମୋ ପିଲା ଙ୍କୁ ମଧ୍ୟ ସେଠାକୁ ନେବାକୁ ଚାହୁଁଚି I କାରଣ ମୋ ପିତା ମଧ୍ୟ ମୋତେ 15 ବର୍ଷ ବୟସ ରେ ସେଠାକୁ ନେଇଥିଲେ I ସେଠାକାର ଶାନ୍ତ ପରିବେଶ ମୋତେ ବହୁତ ପସନ୍ଦ ଅଟେ I