ଲେଫ୍ଟଇନେଟ ଜନରଲ ରଣବୀର ସିଂ କହିଲେ- ସାବଧାନ ପାକିସ୍ତାନ…. ଏବେ ତାହା ହେବ ଯାହା କିଏ କେବେ ଭାବି ନଥିବେ

କାଶ୍ମୀର ରେ ଆତଙ୍କୀବାଦ ଆକ୍ରମଣ ରେ ପାକିସ୍ତାନ ର ଆତଙ୍କୀ ସଂଗଠନ ର ହାତ ରହିଛି ବୋଲି ଜଣାପଡିଛି I ପୁଲବାମା ଆକ୍ରମଣ ରେ ପାକିସ୍ତାନ ଉପର କୁ ପାଲଟା ଆକ୍ରମଣ କରିବାକୁ ଭାରତୀୟ ସେନା ମାନେ ପ୍ରତିଶୋଧ ପରାୟଣ ହେଇ ଉଠିଛନ୍ତିI ଉତ୍ତାରି କମନ ର ଜଣରାଲ ଅଫିସର କମନଦିଡ଼ ଇନ ଚିଫ ଲେଫ୍ଟନେନ ଜେନେରାଲ ରଣବୀର ସିଂ ଏପରି ଅଘଟଣ କୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତିI

ଲେଫ୍ଟନେନ ଜେନେରାଲ ରଣବୀର ସିଂ କହିଛନ୍ତି I ପାକିସ୍ତାନ ବର୍ତମାନ ମଧ୍ୟ ତାର ଆତଙ୍କୀ କାର୍ଯ୍ୟକଳାପ ରୁ ଓହରି ନାହିଁ ଏବଂ ବର୍ତମାନ ମଧ୍ୟ୍ୟ ଏହା ର ଜ୍ୱଳନ୍ତ ପ୍ରମାଣ ମିଳିଛି ଜାମୁ କାଶ୍ମୀର ରେ ଘଟିଥିବା ଘଟଣା I ପାକିସ୍ତାନୀ ମିଡ଼ିଆ କିନ୍ତୁ ଜାମୁ କାଶ୍ମୀର ର ସ୍ଥାନୀୟ ଯୁବକ ଙ୍କୁ ଏଥିପାଇ ଦାଇ କରିଛି I

ଏହା ମଧ୍ୟ ଲେଫ୍ଟନେନ ଜେନେରାଲ ରଣବୀର ସିଂ କହିଛନ୍ତି ପାକିସ୍ତାନ ସର୍ବଦା କାଶ୍ମୀର ର ଶାନ୍ତ ବାତାବରଣ ରେ ଅଶାନ୍ତି ଆରମ୍ଭ କରିବାକୁ ଚେଷ୍ଟା କରୁଛି ଓ କରିଛି ମଧ୍ୟ I ପୂର୍ବ ରୁ ମଧ୍ୟ ସେନା ଙ୍କୁ ଅଞ୍ଚଳବାସୀ ପଥର ମାରିବା ଏକ ନିନ୍ଦା ର ବିଷୟ ରହି ଆସିଛି I ଅତୀତ ରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇ ଏହା କେବଳ ଆତଙ୍କୀ ଙ୍କୁ ଏକ ଚେତାବନୀ ଦିଆ ଯାଇଥିଲା କିନ୍ତୁ ଏପରି ଘଟଣା ର ପରିଣାମ ଭୋଗିବାକୁ ପାକିସ୍ତାନ ବର୍ତମାନ ପ୍ରସ୍ତୁତ ହେଇଯାଉ I

Share Your Comments Below

Leave a Reply

Your email address will not be published. Required fields are marked *