ସହିଦଙ୍କ ଝିଅ ଏପରି ଦେଲେ ନିଜ ପିତାଙ୍କୁ ଶେଷ ସଲାମି….. ଦେଖିକି କାନ୍ଦି ପକାଇଲେ ସେଠାରେ ଥିବା ଲୋକମାନେ …

ସହିଦ ଙ୍କ ର ପାର୍ଥିବ ଶରୀର ତାଙ୍କ ଘର ଲୋକ ଙ୍କୁ ବର୍ତମାନ ହସ୍ତାନ୍ତର କରାଯାଉଛି I ଏବଂ ବିଜେପି ର ସବୁ ମନ୍ତ୍ରୀ ଓ ସାଂସଦ ଙ୍କୁ ନିର୍ଦେଶ ଦିଆ ଯାଇଛି ସେମାନେ ନିଜ ନିଜ ରାଜ୍ୟ ର ସହିଦ ଙ୍କ ର ଅନ୍ତିମ ସଂସ୍କାର ରେ ସାମିଲ ହେବେ I ଦେହରଦୁନ ର ସହିଦ ଯବାନ ମୋହନ ଲାଲ ଙ୍କ ର ପାର୍ଥିବ ଶରୀର ତାଙ୍କ ଘର କୁ ପହଞ୍ଚାଯାଇଛି I ଏବଂ ସହିଦ ଙ୍କ ଝିଅ ନିଜ ପିତା ଙ୍କୁ ଶେଷ ସଲାମି ଦେଇଛନ୍ତି I ଏହି ଦୃଶ୍ୟ ରେ ଉପସ୍ଥିତ ସବୁ ଲୋକେ ଭାବୁକ ହେଇଯାଇଛନ୍ତି|

ସିଆରପିଏଫ ଗ୍ରୁପ ସେଣ୍ଟର ରାମପୁର ରୁ ସମବନ୍ଧୁ 110 ବି ବାଟାଲିୟନ ସହାୟକ ଉପ ନିରୀକ୍ଷକ ଏଏସଆଇ ମୋହନ ଲାଲ ଗୁରୁବାର ଜାମୁ କାଶ୍ମୀର ର ପୁଲବାମା ରେ ଆତଙ୍କୀ ଆକ୍ରମଣ ରେ ସହିଦ ହେଇଛନ୍ତି I ମୋହନଲଲ ମୂଳ ରୂପେ ଉତ୍ତରାଖଣ୍ଡ ନିବାସୀ ଅଟନ୍ତି ଏବଂ ସେ ଡେରାଡୁନ ରେ ରହୁଥିଲେ I

ମୋହନ ଲାଲ ଙ୍କ ର ଡିଉଟି ଗସ୍ତ ରେ ଥିଲା I ଆକ୍ରମଣ ପରେ ତାଙ୍କ ର କୌଣସି ପତା ମିଳୁ ନ ଥିଲା I CRPF ର 110 ବି ବାଟାଲିୟନ ର ପ୍ରଶାସନିକ କାର୍ଯ୍ୟ ରାମପୁର ଗ୍ରୁପ ସେଣ୍ଟର ରୁ ହେଇଥାଏ I ସେଠାକାର ଅଧିକାରୀ ମଧ୍ୟ ତାଙ୍କ ସୂଚନା ପାଇବାକୁ ଚେଷ୍ଟା କରୁଛନ୍ତି I ଏବଂ ଗୁରୁବାର ଦିନ ପୁଲବାମା ରେ ହେଇଥିବା ଆତଙ୍କୀ ଆକ୍ରମଣ ରେ ସେ ସହିଦ ହେଇଛନ୍ତି I ଏହା ପରେ ଶୁକ୍ରବାର ଦିନ ଡିଆଇଜି ସୁନୀଲ ଜୁନ ଘଟଣା ର ପୁଷ୍ଟି କରିଛନ୍ତି କି ମୋହନ ଲାଲ ମଧ୍ୟ ଏହି ଘଟଣା ରେ ସହିଦ ହେଇଛନ୍ତି I ରପଥମେ ସେ ଝାରଖଣ୍ଡ ରେ କାର୍ଯ୍ୟରତ ଥିଲେ ଏହା ପରେ ଜାମୁ କାଶ୍ମୀର ରେ କାର୍ଯ୍ୟରତ ଥିଲେ I

Share Your Comments Below

Leave a Reply

Your email address will not be published. Required fields are marked *