ସାହରୁଖ ଖାନ IPL ରେ ୨୦୨୦ ରେ ଊଥପା ବଦଳରେ ଏହି ଓପନର ଖେଳାଳିଙ୍କୁ କିଣିବାକୁ ଯାତାଇଲେ ଇଚ୍ଛା !

IPL ସିଜିନ 2020 ରେ ଖେଳାଳି ଙ୍କ ର ଅନେକ ପରିବର୍ତନ କରାଯିବ I ପ୍ରତୋକ ଦଳ ନିଜ ନିଜ ର ପସନ୍ଦ ଅନୁସାରେ ଖେଳାଳି ଙ୍କୁ ରେଟିଙ୍ଗ ଦେଇ ଚୟନ କରିବେ I ଆଗାମୀ 15 ଡିସେମ୍ବର ରେ ଖେଳାଳି ଊଥପା ଙ୍କୁ ରିଲିଜ କରାଯିବ I ଏହା କୁ ଦେଇ ଦର୍ଶକେ ଖୁବ ନିରାଶ ମଧ୍ୟ ହେଇଛନ୍ତି I

ମୁମ୍ବାଇ ଇଂଡିଆନ୍ସ ର ଶୀଧେଶ ଲାଡ଼ ବର୍ତମାନ ଇଣ୍ଡିଆନ ପ୍ରିମିଅର ଲିଗ ରୁ ଅଲଗା କଲିକତା ନାଇଟ ରାଇଡ଼ର୍ସ ପାଁଇ ଖେଳିବାର ଦେଖିବାକୁ ମିଳିବ I ବର୍ତମାନ ମୁମ୍ବାଇ ଇଂଡିଆନ୍ସ ଏକ ବିଜେତା ଟିମ ଅଟେ ଏବଂ ବିସିସିଆଇ ଶୁକ୍ରବାର ଦିନ ଏହା ସ୍ପଷ୍ଟ କରିଛି I 2015 ରୁ ହିଁ ଲାଡ଼ ମୁମ୍ବାଇ ସହ ରହିଛି I ସେ ନିଜ ର ପ୍ରଥମ IPL ମ୍ୟାଚ ବିଗତ ସିଜିନ ରେ ଖେଳିଥିଲେ I ସେହି ମ୍ୟାଚ ରେ ଲଡ 13 ବଲ ରେ 15 ରନ ହିଁ କରିଥିଲେ I

ଖେଳାଳି ଙ୍କ ର ଲିଷ୍ଟ ଜାରି କରିବା ସମୟ ରେ ସାରୁଖ ଖାଁ ପ୍ରେସ କନ୍ଫରେନ୍ସ ରେ ଆଗାମୀ ସିଜିନ କୁ ନେଇ ପ୍ରଶ୍ନ କରାଯାଇଥିଲା I ଏବଂ ସେ କହିଥିଲେ ଆମ ଅପସନ ରେ ଯିଏ ଓପନର କରିପାରିବ ତାଙ୍କୁ ଅଧିକ ଗୁରୁତ୍ୱ ଆମେ ଦେବୁ I

ଏହା ପରେ ସାରୁଖ ଙ୍କୁ ପଚରାଯାଇଥିଲା କି IPL ର ନିଲାମୀ ରେ କେଉଁ ଖେଳାଳି ଙ୍କୁ ଓପନର ରୂପେ ନେବେ ତ ସେ କହିଥିଲେ ଇବିନ ଲୁଇସ I ସେ କହିଥିଲେ କେରୀବୀୟ ଖେଳାଳି ଙ୍କ ର IPL ରେ ଭଲ ଖେଳ ପ୍ରଦର୍ଶନ କରିବେ I ଊଥପା ମଧ୍ୟ ଭଲ ଖେଳିଥିଲେ କିନ୍ତୁ ତାଙ୍କୁ ଟିମ ରୁ ବାହାର କରିବା ନିଷ୍ପତି ଟିମ ମ୍ୟାନେଜମେଣ୍ଟ ର ଥିଲା I