ଆପଣ ଅନେକ ଫିଲ୍ମ ରେ ଏପରି ନାଗ ନାଗୁଣୀ ଙ୍କ ର ପ୍ରେମ କାହାଣୀ ଶୁଣିଥିବେ I ଏବଂ ଏହି କାହାଣୀ ରେ ନାଗ କୁ ଯଦି କେହି ମରିଥାନ୍ତି ତ ନାଗୁଣୀ ଏହା ର ପ୍ରତିଶୋଧ ନେଇଥାଏ I ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣା ଜିଲ୍ଲା ରେ ଖଣ୍ଡ ଜୁଲନ ରେ I
ଏଠାରେ ଜଣେ ଶ୍ରମିକ ଅଚାନକ ଏକ ସାପ ଦେଖିଥିଲେ ଏବଂ ସେ ନିଜ ର ଜୀବନ ବନ୍ଚିଵାକୁ ଯାଇ ସେହି ସାପ କୁ ମାରିଦେଇଥିଲେ I ଏବଂ ଏହା ପରେ ସେ ନିଜ ର କାମ ସାରି ରାତି ରେ ଘର କୁ ଚାଲିଯାଇଥିଲେ ଏବଂ ରାତି ସେ ସୋଇଥିଲେ ଏକ ସାପ ଆସି ତାଙ୍କୁ କାମୁଡିଥିଲା I ସଂଗେ ସଂଗେ ଘର ଲୋକେ ହସ୍ପିଟାଲ ନେଇଯାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ I
ଏହି ମୃତକ ଙ୍କ ର ସାଙ୍ଗ ଙ୍କ କହିବା ଅନୁସାରେ ସେ ଯତେବେଳେ ଏହି ଫ୍ୟାକ୍ଟ୍ରି ରେ କାମ କରୁଥିଲେ ତ ସେହି ସମୟ ରେ ତାଙ୍କ ହାତ ରେ ଏକ ସାପ ମରିଯାଇଥିଲା ଏବଂ ରାତି ରେ ଯେତେବେଳେ ସେ ଶୋଇବାକୁ ଯାଇଥିଲେ ତ ଏକ ସାପ ଆସି ତାଙ୍କୁ ମାରିଥିଲା ଏବଂ ଏହା ବି କୁହାଯାଉଛି ସେ ଯେଉଁ ସାପ କୁ ମାରିଥିଲେ ଅବିକଳ ଦେଖିବାକୁ ଯେଉଁ ସାପ ତାଙ୍କୁ କାମୁଡିଥିଲା I
ଆମ ଦେଶ ରେ ସାପ ଙ୍କୁ ନାଗ ଦେବତା ଙ୍କ ସହ ତୁଳନା କରାଯାଇ ପୂଜା ମଧ୍ୟ କରାଯାଇଥାଏ I ମହାଦେବ ଶିବ ସାପ କୁ ବେକ ରେ ଧାରଣ କରିଥାନ୍ତି I ଏପରି ବି କୁହାଯାଇଥାଏ ଇଚ୍ଛାଧାରୀ ସାପ ଅନେକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି I ତେବେ ଏହି କଥା ର କେତେ ସତ୍ୟାସତ୍ୟ ଏହା ତ ଜଣାନାହିଁ I