ସକାଳୁ ଯେଉଁ ଘରୁ ଉଠିଲା ଝିଅ ସବାରୀ, ସନ୍ଧ୍ୟା ରେ ସେହି ଘରୁ ଉଠିଲା ବାପାଙ୍କ ଶବ, ପୁରା ଘଟଣା ଜାଣିଲେ ଆପଣ ବି …..

କେତେବେଳେ କେଉଁ ଘଟଣା ଘଟିଯିବ ଏହା କେହି ବି ଜାଣି ନ ଥାନ୍ତି I କିଛି ଏହିପରି ମାମଲା ଘଟିଛି I ଘଟଣା ଟି ଜାମୁ କାଶ୍ମୀର ର ଅଟେ I ଯେଉଁଠାରେ ଦୁଲହନ ସମୁଖ ରେ ହିଁ ତାଙ୍କ ପିଲା ଙ୍କୁ ହତ୍ୟା କରିଛନ୍ତି I ଘଟଣା ସ୍ଥଳ ରେ ଲୋକେ ଜଣେ ବ୍ୟକ୍ତି ଙ୍କୁ ଧରିପାରିଛନ୍ତି I

ଘଟଣା ସ୍ଥଳ ରେ ପହଂଚି ଅନ୍ୟ ଆରୋପି ଙ୍କୁ ବି ପୋଲିସ ଗିରଫ କରିଛି I ଦିଲୀପ ଲଂଗର ଙ୍କ ର ଝିଅ ର ବିବାହ ଗୁରୁବାର ଆଠ ନଭେମ୍ବର ରେ ହେବାକୁ ଥିଲା ଏବଂ ଦିନେ ପୂର୍ବ ରୁ ଦୀପାବଳି ଅବସର ରେ ମେହେନ୍ଦି କାର୍ଯ୍ୟକ୍ରମ ଚାଲିଥିଲା ଦଲିପ ଙ୍କ ର ଘର ଲୋକେ ଓ ସମ୍ପର୍କୀୟ ବି ଉପସ୍ଥିତ ଥିଲେ I ଦଲିପ ଫୁଡ କର୍ପୋରେସନ ଅଫ ଇଣ୍ଡିଆ ର ଜଣେ କର୍ମଚାରୀ ଅଟନ୍ତି I ଏବଂ ସେ ଖାନପୁର , ନଗ୍ରଟୋ ଜାମୁ ର ନିବାସୀ ଅଟନ୍ତି I ସୂଚନା ମୁତାବିକ ଝିଅ ର ବିବାହ କାର୍ଯ୍ୟକ୍ରମ ରେ କିଛି ଦୁର୍ବୁତ୍ତ ଦୀପାବଳିଦିନ ପହଂଚି ଦଲିପ ଙ୍କୁ ଗାଳିଗୁଲଜ କରିଥିଲେ I ଏବଂ ଏକ ହତିଆର ରେ ତାଙ୍କୁ ଆକ୍ରମଣ କରିଥିଲେ I

ଘଟଣା ସ୍ଥଳ ରୁ ଦୁଇଜଣ ଫେରାର ହେଇଯାଇଥିଲେ ଓ ଜଣେ ବ୍ୟକ୍ତି ଙ୍କୁ ଲୋକେ ଧରିପକାଇଥିଲେ I ଦଲିପ ଙ୍କୁ ସଂଗେ ଡାକ୍ତର ଙ୍କ ପାଖ କୁ ନିଆ ଯାଇଥିଲା କିନ୍ତୁ ସେ ବଂଚିପାରି ନ ଥିଲେ I ଘଟଣା ସ୍ଥଳ ରେ ପୋଲିସ ପହଂଚି ଅନ୍ୟ ଆରୋପି ଙ୍କୁ ଗିରଫ କରିଦେଇଛି I ଆରୋପି ଙ୍କ ର ବି ପରିଚୟ ମିଳିସାରିଛି I ସମସୋର ଲାଲ ନିବାସୀ ରାୟପୁର ଜାଗୀର , ଆଶିଷ ସେନି ନିବାସୀ ସୋରର ଓ ଯୋଦ ସିଂ ନିବାସୀ ଅକଳପୁର ଅଟନ୍ତି I

ପିତା ଙ୍କ ର ଜୀବନ ଯିବାପରେ ଝିଅ ଗୁରୁବାର ଦିନ ବିବାହ କରିଦେଇଛି I କେବଳ ବିବାହ ସ୍ଥାନ ପରିବର୍ତନ କରାଯାଇ ଦଲିପ ଙ୍କ ର ଖାନପୁର , ନଗ୍ରତ ସ୍ତିତ ଘରେ କରାଯାଇଥିଲା I ଶୁକ୍ରବାର ଝିଅ ର ବାରାତ ବାହାରିଥିଲା ସେହି ସନ୍ଧ୍ୟା ରେ ପିତା ଙ୍କ ର ଅର୍ଥୀ ବାହାରିଥିଲା I