ସକାଳୁ ଉଠି ପିଅନ୍ତୁ ଏହି ପାଣି, ଗୋଟେ ମାସରେ ପେଟ ଚର୍ବିରୁ ସବୁଦିନ ପାଇଁ ପାଆନ୍ତୁ ମୁକ୍ତି, ଆଉ କେବେ ବଢିବ ନାହିଁ ଚର୍ବି

ଆଜିକା ସମୟ ରେ ଲୋକେ ମୋଟାପଣ ର ଶିକାର ହେଇଥାନ୍ତି I ଆଜିକା ସମୟ ରେ ଲୋକ ଙ୍କ ର ପରିଶ୍ରମ ର ପରିମାଣ କମିଯାଇଥାଏ ଯେଉଁ କାରଣ ରୁ ଲୋକେ ମୋଟାପନ ର ଶିକାର ହେଇଥାନ୍ତି I ଆଜିକା ସମୟ ରେ ଡିଜିଟାଲ ଦୁନିଆ ରେ ଅଧିକାଂଶ କାମ ମୋବାଇଲ ଦ୍ୱାରା ହିଁ ସହଜ ହେଇପାରୁଛି I ଏବଂ ଲୋକେ ଯୁଆଡେ ବି ଗଲେ ଗାଡି ର ସହାୟତା ରେ ସହଜ ରେ ଯାଇଥାନ୍ତି ଯାହା ଦ୍ୱାରା କି ଅଧିକ ଶାରୀରିକ ପରିଶ୍ରମ କରନ୍ତି ନାହିଁ I ଅଧିକ ପରିଶ୍ରମ ନ ହେବା କାରଣ ରୁ ଚର୍ବି ର ପରିମାଣ ଜମି ରହିଥାଏ I

ଯଦି ଆପଣ ପେଟ ର ଚର୍ବି କମାଇବା କୁ ଚାହୁଁଛନ୍ତି ତେବେ ଏକ ଉପାୟ କୁ ଆପଣେଇବା କୁ ହେବ I ଏପରି ଲୋକେ ନିଜ ପେଟ ର ଚର୍ବି କମାଇବା କୁ କିଛି ଔଷଧ ର ସେବନ କରିଥାନ୍ତି କିନ୍ତୁ ଆଜି ଆମେ କିଛି ଘରୋଇ ଉପଚାର ବିଷୟ ରେ କହିବା କୁ ଯାଉଛୁ I ଆଜି ଆମେ ଆପଣ ଙ୍କୁ ଏହିପରି କିଛି ଉପାୟ ବିଷୟ ରେ କହିବା କୁ ଯାଉଛୁ I

ଆଜି ଆମେ ଯେଉଁ ଜିନିଷ ବିଷୟ ରେ କହିବା କୁ ଯାଉଛୁ ଏହା ର ନାମ ଚିୟା ଅଟେ I ଏହି ଜିନିଷ ମୋଟାପନ କୁ କମାଇବା କୁ ସହାୟକ ହେଇଥାଏ I ଏହା ର ସେବନ ଦ୍ୱାରା ଆପଣ ଙ୍କ ଶରୀର ପାଁଇ ଏହା କୌଣସି ହାନିକାରକ ହେଇ ନ ଥାଏ I ଚିୟା ଆପଣ ବଜାର ରେ ସହଜ ରେ ପାଇପାରିବେ ଏବଂ ଏକ ଚାମଚ ଚିୟା କୁ ଏକ ଗ୍ଲାସ ପାଣି ରେ ପକାଇ ରାତି ରେ ରଖନ୍ତୁ I

ପାଞ୍ଚ ମିନିଟ ଆପଣ ଏହା କୁ ପାଣି ରେ ବତୁରାଈ ରଖିବା ପରେ ଏହି ପାଣି ରେ ଏକ ଲେମ୍ବୁ ପକାଇ ଦିଅନ୍ତୁ I ଖାଲି ପେଟ ରେ ଏହି ପାଣି କୁ ସେବନ କରନ୍ତୁ I ସକାଳ ସମୟ ରେ ହିଁ ଏହି ପାଣି କୁ ସେବନ କରନ୍ତୁ I ଲଗାତାର ଏକ ମାସ ଏହା ର ସେବନ କରିବା ଦ୍ୱାରା ଆପଣ ଙ୍କ ର ଓଜନ 5- 8 କିଲୋ କମିଯାଇଥାଏ I ଆପଣ ନିଶ୍ଚିତ ରେ ଏହି ଉପାୟ କୁ ଆପଣେଇପାରିବେ I

Share Your Comments Below