ପୁରୁଷତ୍ୱ ଶକ୍ତି ବୃଦ୍ଧି କରିବା ପାଁଇ ବାବା ରାମ ରହିମ ଖାଉଥିଲେ ଏହି ଔଷଧ, ସବୁଦିନ ଗୋଟେ ଗୋଟେ ନୁଆ ଝିଅଙ୍କ ସହ କରୁଥିଲା ଏପରି..

ପତ୍ରକାର ରାମଚନ୍ଦ୍ର ଛତ୍ରପତି ଙ୍କ ହତ୍ୟା ମାମଲା ରେ ଗୁରମିତ ରାମ ରହିଁ ସମେତ ସମସ୍ତ ଚାରି ଦୋଷୀ ମାମଲା CB| ର ସ୍ପେଶାଲ କୋର୍ଟ ରେ ଆଲୋଚନା କରାଯାଇଛି | ଜଜ ଜଗଦୀପ ସିଂ ସମୁଖ ରେ ସିବିଆଇ ରାମ ରହିମ ଙ୍କୁ ଫାସୀ ଦଣ୍ଡ ରେ ଦଣ୍ଡିତ କରିବାକୁ ଦାବି ରଖିଛନ୍ତି | କିଛି ଦିନ ମଧ୍ୟ ରେ କୋର୍ଟ ଏହି ନିଷ୍ପତି ଶୁଣାଇପାରେ |
ଜେଲ ଯିବା ପରେ ସବୁ ଲୋକେ ମଧ୍ୟ ଆଶ୍ଚଯ୍ୟ କି ଏହି ବାବା ଏତେ ଭୁଲ କରି ମଧ୍ୟ ତାଙ୍କ ର ଏତେ ଅନୁଗାମୀ କିପରି | ଏପରି ମଧ୍ୟ ଜଣାପଡିଛି କି ରାମ ରହିମ ଙ୍କ ର ଏକ ଗୁମ୍ଫା ମଧ୍ୟ ଥିଲା ଯେଉଁଠାକୁ ପ୍ରତୋକ ଦିନ ଏକ ନୂଆ ଯୁବତୀ ଆସିଥାନ୍ତି ଏବଂ ରାତି ରେ ତାଙ୍କ ସହ ସମ୍ବନ୍ଧ ରଖିଥାନ୍ତି |


ତାଙ୍କ ଡ୍ରାଇଭର ଖଟ୍ଟା ସିଂ ପୋଲିସ କୁ ଏହି ସୂଚନା ଦେଇଛନ୍ତି କି ଏହି ବାବା ଅନେକ ଯୁବତୀ ଙ୍କ ର ହତ୍ୟା ମଧ୍ୟ କରିଛନ୍ତି | କିନ୍ତୁ ଆପଣ ଭାବୁଥିବେ ରାମ ରହିମ ଙ୍କ ପାଖ ରେ ଏତେ ଯୌନ ସମ୍ବନ୍ଧ ରଖିବା କୁ କିପରି ସେମାନେ ଶାରୀରିକ ରୂପେ ମଜବୁତ ଅଟନ୍ତି |

ତେବେ ସୂଚନା ମୁତାବିକ ସୁନା ଓ ଚାନ୍ଦି ରେ ନିର୍ମିତ ଔଷଧ କୁ ରାମ ରହିମ ସେବନ କରୁଥିଲେ | ଏବଂ ଯଦି ଶାରୀରିକ ସମ୍ବନ୍ଧ ସମୟ ରେ କୌଣସି ଯୁବତୀ ଗର୍ଭବତୀ ହେଉଥିଲେ ତ ତାଙ୍କ ର ଅବର୍ଷନ ମଧ୍ୟ କରାଯାଉଥିଲା | ଏପରି କୁହାଯାଉଛି କି ଏହି ବାବା ବର୍ତମାନ ପର୍ଯ୍ୟନ୍ତ ଅନେକ ଯୁବତୀ ଙ୍କ ର ଗର୍ଭପାତ କରାଇଛନ୍ତି | ଏବଂ ବାବା ଙ୍କ ପାଖ ରେ ରହୁଥିବା ପ୍ରାୟ 500 ଯୁବକ ଙ୍କୁ ବାବା ନପୁଂସକ କରାଇଦେଇଛନ୍ତି |