ସଲମାନ ଖାନ ୬୩ ବର୍ଷୀୟ ଏହି ଅଭିନେତ୍ରୀଙ୍କ ସହ କରିବାକୁ ଚାହୁଁଛନ୍ତି ବିବାହ, ନାଁ ଜଣିକି ଆଶ୍ଚର୍ଜ୍ୟ ହେବେ

ବଲିଉଡ ର ଦବଂଗ ଖାଁ ଅର୍ଥାତ ସଲ୍ମାନ ଖାଁ 52 ବର୍ଷ ରୁ ଅଧିକ ବୟସର ହେଇଗଲେଣି I କିନ୍ତୁ ତାଙ୍କ ର ଫ୍ୟାନ୍ସ ଙ୍କ ର ଆଜିବି ତାଙ୍କ ବିବାହ କୁ ଅପେକ୍ଷା ରହିଛି I ସଲ୍ମାନ ଙ୍କ ବିବାହ କୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଛି I ଏବଂ ଏହା କେବଳ ଗୁଜବ ହେଇ ହିଁ ରହିଗଲା I ସଂଗୀତା ବିଜଲାନି ରୁ ଐଶ୍ୱର୍ଯ୍ୟ ରାୟ ପର୍ଯ୍ୟନ୍ତ ସଲ୍ମାନ ଙ୍କ ର ଅନେକ ପ୍ରେମ ପ୍ରସଙ୍ଗ ବି ଦେଖିବାକୁ ମିଳିଲା I ତେବେ ଆଜି ଆମେ ଆପଣ ଙ୍କୁ ଏକ ଏପରି ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଆଲୋଚନା କରିବାକୁ ଯାଉଛୁ ଯାହାଙ୍କ ଉପରେ ସଲ୍ମାନ ଫିଦା ହେଇଛନ୍ତି I ଏପରି କି ସେ ତାଙ୍କୁ ବିବାହ କରିବାକୁ ବି ଚାହୁଁଛନ୍ତି I

ଏ ଥିଲେ ସେହି ଅଭିନେତ୍ରୀ
ତେବେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ସମ୍ପର୍କେ ରେ ଆଲୋଚନା କରିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ରେଖା I ସେ ସଲ୍ମାନ ଙ୍କ ଠାରୁ 11 ବର୍ଷ ବଡ଼ I ଏବଂ ତାଙ୍କ ର ବୟସ 63 ବର୍ଷ ଅଟେ I କିନ୍ତୁ ଏପରି ଶୁଣିବାକୁ ମିଳିଛି କି ଏହା ତାଙ୍କ ର ପିଲାଦିନ ର ପ୍ରେମ ଅଟେ I

ଖୁବ ସୁନ୍ଦର ଅଭିନେତ୍ରୀ ରେଖା
ରେଖା ଙ୍କୁ ତାଙ୍କ ସମୟ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ବୋଲି ଲୋକେ ମାନୁଥିଲେ I ସେ ନିଜ କ୍ୟାରିୟର ରେ ବଲିଉଡ କୁ ଅନେକ ହିଟ ଫିଲ୍ମ ଦେଇଛନ୍ତି I

ସଲ୍ମାନ ନିଜେ ପ୍ରକାଶ କରିଥିଲେ ଏହି କଥା କୁ
ସଲ୍ମାନ ଏକ ଇଣ୍ଟରଭିୟୁ ସମୟ ରେ ଏହି କଥା କୁ ନିଜେ ପ୍ରକାଶ କରିଥିଲେ କି ରେଖା କୁ ସେ ଖୁବ ପସନ୍ଦ କରିଥାନ୍ତି ଖାଲି ସେତିକି ନୁହେ ପିଲାଦିନରେ ବି ସେ ରେଖା ଙ୍କୁ ଖୁବ ପସନ୍ଦ କରୁଥିଲେ I

ସାଇକେଲ ରେ ରେଖା ଙ୍କ ଘର ପାଖକୁ ଯାଉଥିଲେ
ରେଖା ବି ଏହା କହିଥିଲେ କି ସଲ୍ମାନ ଯେତେବେଳେ ଛୋଟ ଥିଲେ ତ ସେ ତାଙ୍କ ଘର ବାହାରେ ସାଇକେଲ ରେ ଚକର କାଟୁଥିଲେ I

ରେଖା ଙ୍କ ର ସୁନ୍ଦରତା ରେ
ସାଧାରଣ ଭାବରେ ରେଖା ଙ୍କ ର ସୁନ୍ଦରତା ରେ ସାରା ଦୁନିଆ ବେଶ ପରିଚିତ , ତେବେ ମହାନାୟକ ଭାବରେ ପରିଚିତ ଅମିତାଭ ବଚ୍ଛନ ବି ରେଖା ଙ୍କୁ ପ୍ରେମ କରୁଥିଲେ I

Share Your Comments Below