ଅଯୋଧ୍ୟା ନିଷ୍ପତି ଉପରେ ସଲମାନ ଖାନ ଙ୍କ ବାପା ଦେଲେ ବଡ ବୟାନ; କହିଲେ ୫ ଏକଡ଼ ଜମି ଉପରେ ମସଜିଦ ନୁହଁ ବରଂ …

ବଲିଉଡ ର ଦବଂଗ ଅଭିନେତା ସଲ୍ମାନ ଖାଁ ସର୍ବଦା କୌଣସି ନା କୌଣସି କାରଣ କୁ ନେଇ ଚର୍ଚା ରେ ରହିଥାନ୍ତି I ତେବେ ସଲ୍ମାନ ଙ୍କ ର ପିତା ସଲିମ ଖାଁ ମଧ୍ୟ ନିଜ ର ବୟାନ କୁ ନେଇ ସର୍ବଦା ଚର୍ଚା କୁ ଆସିଥାନ୍ତି I ବର୍ତମାନ ସମୟ ରେ ଅଯୋଧ୍ୟା ମାମଲା କୁ ନେଇ ସଲିମ ଖାଁ ଏକ ବଡ଼ ବୟାନ ଦେଇଛନ୍ତି I

ଅଯୋଧ୍ୟା ନିଷ୍ପତି ପରେ
ସଲ୍ମାନ ଙ୍କ ର ପିତା ସଲିମ ଖାଁ ଶନିବାର ଦିନ ଆଇଏଏନଏସ ସହ ଆଲୋଚନା କରି ଏହା ବୟାନ ଦେଇଛନ୍ତି କି ଭାରତୀୟ ସମାଜ କୁ ପରିପକ୍ୱ ହେବା ଜରୁରୀ ଅଟେ I ସେ ଏହା ମଧ୍ୟ କହିଛନ୍ତି ସୁପ୍ରିମ କୋର୍ଟ ର ନିଷ୍ପତି କୁ ସାରା ଦେଶବାସୀ ସ୍ୱାଗତ କରିଛନ୍ତି ଏହା ପ୍ରଶଂସନୀୟ ଅଟେ I ଭାରତ ର ଏକ ଦୀର୍ଘ ଦିନ ର ବିବାଦ ମଧ୍ୟ ଶେଷ ହେଇଚି ଏହା ଏକ ଖୁସି ର କଥା ଅଟେ I ତେଣୁ ବର୍ତମାନ ଆଉ ଏହି ବିଷୟ ରେ ଆଲୋଚନା କରିବା ଉଚିତ ନୁହେଁ I ତେବେ ସରକାର ଯେଉଁ 5 ଏକର ଜାଗା ମସଜିଦ ପାଁଇ ଦେଉଛନ୍ତି ସେଠାରେ ଆମ କୁ ମସଜିଦ ନ କରି ସ୍କୁଲ କଲେଜ ଆଦି ର ନିର୍ମାଣ କରିବା ଉଚିତ I ଏହା ଦ୍ୱାରା ଆମ ମୁସଲିମ ସମାଜ ରେ ଶିକ୍ଷ୍ୟା ର ବିକାଶ ହେବ I

ବଲିଉଡ ଫିଲ୍ମ ର ଜଣେ ପ୍ରମୁଖ ଲେଖକ ସଲିମ କହିଛନ୍ତି ମୁ ଆମ ଦେଶ ର ପ୍ରଧାନମନ୍ତ୍ରୀ ଙ୍କୁ ମଧ୍ୟ ଏଥିପାଇ ସଂମାନ ଜଣାଉଛି I ଏବଂ ଆମ ଦେଶ ର ଜନତା ମଧ୍ୟ ଏହା ଜାଣିବା ଉଚିତ ଶିକ୍ଷ୍ୟା ସମାଜ ର ଏକ ମୁକ୍ଷ୍ୟ ମାନ ଦଣ୍ଡ ଅଟେ I ତେଣୁ ଅଯୋଧ୍ୟା ମାମଲା ର ଶେଷ ପରେ ବର୍ତମାନ ଆମ ସବୁ ଭାରତୀୟ ଙ୍କୁ ଏକ ହେଇ ଆଗାମୀ ଭବିଷ୍ୟତ ପାଁଇ ଚିନ୍ତା କରିବା ଉଚିତ I

ସଲିମ ଖାଁ ଜବେଦ ଅକ୍ଷତାର ଙ୍କ ସହ ଦିବାର , ସୋଲେ , ଜଂଜୀର , ମିସ୍ଟର ଇଣ୍ଡିଆ କ୍ରାନ୍ତି , କାଲା ପଥର , ହାଥୀ ମେରା ସାଥି , ଚାଚା ଭାତିଜା , ଡ଼ନ – 2 ପରି ଅନେକ ସୁପର ହିଟ ଫିଲ୍ମ ଲେଖିଛନ୍ତି I ସଲିମ ତାଙ୍କ ଜୀବନ ରେ ଅନେକ ଫିଲ୍ମ ର କାହାଣୀ ନିଜ ର କଲମ ମୁଁ ରେ ଲେଖିଛନ୍ତି I