ବଲିଉଡ ର ସୁପରଷ୍ଟାର ସଲ୍ମାନ ସର୍ବଦା କୌଣସି ନା କୌଣସି କାରଣ କୁ ନେଇ ଚର୍ଚା ରେ ରହିଥାନ୍ତି I ସଲ୍ମାନ ନିଜ ର ବୟାନବାଜି କୁ ନେଇ ମଧ୍ୟ ଚର୍ଚା ରେ ରହିଥାନ୍ତି I ତେବେ ଆଜି ଆମେ ସଲ୍ମାନ ଙ୍କ ର ଏହିପରି ଏକ ଘଟଣା ବିଷୟ ରେ ଆଲୋଚନା କରିବା I ଏବଂ ଏହି ଘଟଣା ବିଷୟ ରେ ପ୍ରଶ୍ନ କୁ ସଲ୍ମାନ ସର୍ବଦା ଦୁରେଇ ରହିବାକୁ ହିଁ ପସନ୍ଦ କରିଥାନ୍ତି I
ବିଗତ ଦିନ ରେ ସଲ୍ମାନ ଙ୍କ ର ବହୁ ପୁରୁଣା ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥିଲା I ଯେଉଁଥିରେ ସଲ୍ମାନ ଙ୍କ ର ବିବାହ କୁ ନେଇ ଏକ ବିଶେଷ ଘଟଣା ର ଆଲୋଚନା ରହିଛି I ସେହି ସମୟ ରେ ସଲ୍ମାନ ଯେଉଁ ଅଭିନେତ୍ରୀ ଙ୍କୁ ପ୍ରେମ କରୁଥିଲେ ତାଙ୍କ ପିତା ସେହି ବିବାହ ପ୍ରସ୍ତାବ ରେ ରାଜି ନ ଥିଲେ I ଏହି ଅଭିନେତ୍ରୀ ହେଉଛନ୍ତି ଜୁହି ଚାୱଲା I
ସଲ୍ମାନ ଙ୍କ ର ଏହି ଇଣ୍ଟରଭିୟୁ ରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ସେହି ସମୟ ରେ ଯଦି ଜୁହି ଙ୍କ ର ପରିବାର ଲୋକେ ଏହି ପ୍ରସ୍ତାବ ରେ ରାଜି ହେଇଥାନ୍ତେ ତେବେ ସଲ୍ମାନ ଜୁହି ଙ୍କୁ ବିବାହ କରିଦେଇଥାନ୍ତେ I ଏହି ବିବାହ ପ୍ରସ୍ତାବ ରେ ତାଙ୍କ ପିତା ରହି ନ ଥିଲେ I ଏହା ପରେ ସୋ ରେ ତାଙ୍କୁ ପଚରାଯାଇଥିଲା କି ତାଙ୍କ ପିତା ଏହି ପ୍ରସ୍ତାବ କୁ ମନା କରିଥିଲେ କାହିଁକି I ସଲ୍ମାନ ଉତ୍ତର ଦେଇଥିଲେ , ଏହା ତାଙ୍କ ବିଲ ପାଁଇ ଫିଟ ନ ଥିଲା I
ଏହା ପରେ ସୋ ର ହୋଷ୍ଟ ସଲ୍ମାନ ଙ୍କୁ ପଚାରିଥିଲେ କଣ ଆପଣ କୌଣସି ଫିଲ୍ମ ରେ ଜୁହି ଙ୍କ ସହ ଅଭିନୟ କରିଛନ୍ତି I ସଲ୍ମାନ କହିଥିଲେ ନାହିଁ I ତେବେ ସୋ ରେ ଉପସ୍ଥିତ ଦର୍ଶକେ ଏହା ଜାଣିଥିଲେ କି ସଲ୍ମାନ ମଜାକ କରିବା ରେ ବେଶ ଆଗବର ଅଟନ୍ତି I
ବଲିଉଡ ର ଫେମସ ଡ଼ାଇରେକ୍ଟର କରଣ ଜୋହର ଙ୍କ ର ସୋ , କାଫି ବିଦ କରଣ ର ଏକ ଏପିସୋଡ଼ ରେ ଜୁହି ଙ୍କୁ ମଧ୍ୟ କିଛି ଏପରି ପ୍ରଶ୍ନ କରାଯାଇଥିଲା I କିନ୍ତୁ ଏହି ସିରିଜ ରେ ସଲ୍ମାନ ଙ୍କୁ ଏପରି ପ୍ରଶ୍ନ କରାଯିବାରୁ ସେ କହିଥିଲେ ମୋତେ ଜୁହି ଙ୍କ ସହ କାମ କରିବା ପସନ୍ଦ ନୁହେଁ , ଅନ୍ୟପଟେ ଫିଲ୍ମ ଦିୱାନ ମସ୍ତାନା ରେ ଜୁହି ଓ ସଲ୍ମାନ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା I
ଏହି ହିରୋଇନ ଙ୍କର ଘରକୁ ବିବାହ ପ୍ରସ୍ତାବ ନେଇ ନିଜେ ଯାଇଥିଲେ ସଲମାନ ଖାନ, ଏହି କାରଣରୁ ତାଙ୍କୁ ରିଜେକ୍ଟ କରିଦେଇଥିଲେ
