ସଲମାନ ଖାନଙ୍କ ଠାରୁ ମଧ୍ୟ ଅନେକ ଅଧିକ ଆଲିୟ ଭଟଙ୍କ ଭାଇଙ୍କର ବଡି, ନିଜେ ଦେଖିଲେ ଜାଣି ପାରିବେ

ଯେପରି କି ଆପଣ ଜାଣିଥିବେ ଆଲିୟ ଭାଟ ବଲିଉଡ ଇଣ୍ଡଷ୍ଟ୍ରି ର ସଫଳ ଅଭିନେତ୍ରୀ ଅଟନ୍ତି I ସେ ଖୁବ କମ ସମୟ ରେ ନିଜ ର ଲୋକପ୍ରିୟତା କରିପାରିଥିଲେ I କିନ୍ତୁ ଆଜି ଆମେ ଆପଣ ଙ୍କୁ ଆଲିୟ ଭାଟ ଙ୍କ ବିଷୟ ରେ ନୁହେଁ ତାଙ୍କ ବଡ଼ ଭାଇ ଙ୍କ ବିଷୟ ରେ କହିବାକୁ ଯାଉଛୁ I ସେ ବଲିଉଡ ରେ ସଲ୍ମାନ ଙ୍କ ଠାରୁ ମଧ୍ୟ ଆକ୍ରମକ ଅଟନ୍ତି I ଏବଂ ଫିଟ୍ନେସ ମାମଲା ରେ ମଧ୍ୟ ସଲ୍ମାନ ଙ୍କ ଠାରୁ ଆଗ ରେ ଅଛନ୍ତି I

ଯେପରି କି ଆପଣ ଜାଣିଥିବେ ଆଲିୟ ଭାଟ ବଲିଉଡ ର ଲୋକପ୍ରିୟ ନିର୍ଦେଶକ ମହେଶ ଭାଟ ଙ୍କ ଝିଅ ଅଟନ୍ତି I କିନ୍ତୁ ଆପଣ ଆଲିୟ ଭାଟ ଙ୍କ ଭାଇ ଙ୍କ ବିଷୟ ରେ ଜାଣି ନ ଥିବେ I ତାଙ୍କ ନାମ ରାହୁଲ ଭାଟ ଅଟେ I ଯିଏ କି ମହେଶ ଭାଟ ଙ୍କ ର ପ୍ରଥମ ପତ୍ନୀ କିରଣ ଙ୍କ ର ପୁଅ ଅଟନ୍ତି I ଏବଂ ଆଲିୟ ଭାଟ ମହେଶ ଭାଟ ଙ୍କ ର ଦ୍ୱିତୀୟ ପତ୍ନୀ ସୋନି ରାଜଦାନ ଙ୍କ ର ଝିଅ ଅଟନ୍ତି I ଏହି ଅନୁସାରେ ରାହୁଲ , ଆଲିୟ ଭାଟ ଙ୍କ ର ବଡ଼ ଭାଇ ଅଟନ୍ତି I

ରାହୁଲ ଭାଟ ଙ୍କ ର ଜନ୍ମ 1982 ରେ ହେଇଥିଲା I ବର୍ତମାନ ସମୟ ରେ ସେ 37 ବର୍ଷ ବୟସ ର ଅଟନ୍ତି I ରାହୁଲ ଭାଟ ଜଣେ ଫିଟ୍ନେସ ଟ୍ରେନ୍ର ଅଟନ୍ତି I ଏବଂ ମୁମ୍ବାଇ ରେ ଅଧିକ ଲୋକପ୍ରିୟ ଅଟନ୍ତି I ରାହୁଲ କଲରସ ଟିଭି ପପୁଲାର ସୋ ବିଗ ବସ ରେ ନଜର ଆସିଛନ୍ତି I