ସଲମାନ ଖାନଙ୍କର ବୁଡ଼ି ଯାଉଥିବା କ୍ୟାରିୟରକୁ ଏହି ଅଭିନେତା ବଞ୍ଚାଇ ଦେଇଥିଲେ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ …

ବଲିଉଡରେ ସଲମାନଙ୍କୁ କିଏ ବା ନ ଜାଣିଚି | ବଲିଉଡର ଜଣେ ସୁପରଷ୍ଟାର ଭାବ ରେ ସେ ପରିଚିତ ଅଟନ୍ତି I ସଲମାନଙ୍କ ନାମ ମାତ୍ରେ ହିଁ ଫିଲ୍ମ ସୁପର ହିଟ ହେଇଥାଏ I ଆଜିକା ସମୟ ରେ ସଲମାନଙ୍କୁ ସବୁ ବର୍ଗ ର ଲୋକେ ବେଶ ପସନ୍ଦ କରିଥାନ୍ତି I

ଖାସକରୀକି ଯୁବ ପିଢ଼ି ସଲମାନ ଖାଁ ଅଧିକ ପ୍ରିୟ ଅଟନ୍ତି I ଭାରତ ରେ ଲୋକେ ଅଧିକାଂଶ ସଲମାନ ଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି I କିନ୍ତୁ ତାଙ୍କ କ୍ୟାରିୟର ବି ଅନେକ ସମସ୍ୟା ର ଆଗମନ ହେଇଥିଲା I ଏକ ସମୟ ଏପରି ଥିଲା ଯେଉ ସମୟ ରେ ସଲମାନ ଙ୍କ ପ୍ରତି ଫିଲ୍ମ ଫ୍ଲପ ହେଉଥିଲା I

ନିଜ ଫିଲ୍ମ ଗୁଡିକ ଫ୍ଲପ ହେବାର ଦେଖି ସଲମାନ ଡିପ୍ରେସନ ରେ ଚାଲିଯାଇଥିଲେ I ଏପରି କି ସଲମାନ ଙ୍କୁ ଫିଲ୍ମ ରେ କାମ ମଧ୍ୟ ମିଳି ନ ଥିଲା I କିନ୍ତୁ ସଲମାନ ଙ୍କ ର ଏହି ଖରାପ ସମୟ ରେ ଜଣେ ବ୍ୟକ୍ତି ତାଙ୍କ ର ସହାୟତା କରିଥିଲେ I ଏବଂ ସଲମାନ କ୍ୟାରିୟର ରେ ଏକ ନୂଆ ମୋଡ଼ ଆସିଥିଲା I

ସେହି ବ୍ୟକ୍ତି ଆଉ କେହି ନୁହନ୍ତି ସେ ହେଉଛନ୍ତି ଦକ୍ଷିଣ ଭାରତ ର ଲୋକପ୍ରିୟ ଅଭିନେତା ପ୍ରଭୁ ଦେବା ଅଟନ୍ତି I ଯିଏ କି ସଲ୍ମାନ ଙ୍କୁ ଫିଲ୍ମ ୱାଣ୍ଟେଡ ରେ ସୁଯୋଗ ଦେଇଥିଲେ I ଏହି ଫିଲ୍ମ ପରେ ସଲ୍ମାନ ଙ୍କ ର ପ୍ରତିଟି ଫିଲ୍ମ ସୁପର ହିଟ ହେଇଥିଲା ଏବଂ ଆଜିକା ସମୟ ରେ ସଲ୍ମାନ ଙ୍କ ର ପ୍ରତି ଫିଲ 100 କୋଟି ର ବ୍ୟବସାୟ କରୁଛି I