ପ୍ରଥମ ଥର ସାମ୍ନାକୁ ଆସିଲା ଜିବି ରୋଡ଼ ବେସ୍ୟାଳୟ ଭିତରର ଦୃଶ୍ୟ, ଭିଡ଼ିଓ ଦେଖିକି ଛାନିଆ ଯୋଇଯିବେ ଆପଣ

ଆଜିକା ଦୁନିଆ ରେ ଏପରି ଅନେକ ବେଆଇନ କାର୍ଯ୍ୟ ଚାଲୁଚି ଏବଂ ଆଇନି ବିରୋଧୀ ଅଟେ I ତେବେ ଆଜି ଆମେ ଏପରି କିଛି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ବାସ୍ତବ ରେ ଆଶ୍ଚଯ୍ୟକର ଅଟେ I ତେବେ ଆଜିକାଲି ସୋସିଆଲ ମିଡ଼ିଆ କାରଣ ରୁ ପ୍ରତୋକ ଘଟଣା ଲୋକଲୋଚନ ରେ ସାମ୍ନାକୁ ଆସିଥାଏ I ଏବଂ ଏପରି କିଛି ଘଟଣା ସମ୍ପର୍କ ରେ ଜାଣି ଆପଣ ବି ଆଶ୍ଚଯ୍ୟ ହେବେ I

ଆଜି ଆମେ ଏହିପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଦେଖି ଆପଣ ରାଗିବେ ବି ଓ ଦୁଃଖ ବି ପ୍ରକାଶ କରିବେ I ତେବେ ଏହି ଭିଡିଓ କୁ ପିଲା ଙ୍କ ସାମ୍ନା ରେ କେବେ ହେଲେ ଦେଖିବେ ନାହିଁ I ଏହା ଦୁନିଆ ର ଏକ ଏପରି କଳା ଦୁନିଆ ଅଟେ ଯାହା ଆଜିକାଲି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I ତେବେ ଏହି ଭିଡିଓ ରେ ଏକ କୋଠି ର ସତ୍ୟତା ସମ୍ପର୍କ ରେ ଉଲେଖ କରାଯାଇଛି I

ଏହି ଭିଡିଓ ରେ କୋଠି ନମ୍ବର 64 କୁ ଦର୍ଶା ଯାଇଛି I ଏବଂ ଗୁପ୍ତ ଭାବ ରେ ଏହି ଭିଡିଓ କୁ ରେକର୍ଡ ବି କରାଯାଇଛି I ଯାହା ଦ୍ୱାରା କି ଏହି କୋଠି ର ସତ୍ୟତା କୁ ଲୋକଙ୍କ ସମୁଖ ରେ ଆଣିପାରିବା I ଏଠାରେ ଥିବା ଝିଅମାନେ କିପରି ନିଜ ଜୀବନ ଅତିବାହିତ କରୁଛନ୍ତି ଏହା ଏହି ଭିଡିଓ ରେ ଦର୍ଶା ଯାଇଛି I ତେବେ ପିଲାମାନେ ଏହି ଭିଡିଓ କୁ ଦେଖିବା ଦ୍ୱାରା ଏହା ର ଖରାପ ପ୍ରଭାବ ପିଲାଙ୍କ ଉପରେ ପଡିଥାଏ I

ଦିଲ୍ଲୀ ର ଏହିପରି ଏକ ଜାଗା ରହିଛି ଯାହା କି ରେଡ ଲାଇଟ ଅଂଚଳ ଭାବ ରେ ଫେମସ ଅଟେ I ତେବେ ଏଠାକୁ ଝିଅ ମାନେ ନିଜ ଖରାପ ପରିସ୍ଥିତି କାରଣ ରୁ ଆସିଥାନ୍ତି ଏବଂ ଏଠାରେ ତାଙ୍କ ଜୀବନ ନର୍କ ଠାରୁ ବି ଆହୁରି କଷ୍ଟକର ହେଇଥାଏ I କେହି ବି ଏପରି ଜୀବନ ବଂଚିବାକୁ ଚାହାନ୍ତି ନାହିଁ I କିନ୍ତୁ କିଛି ବ୍ୟକ୍ତିଗତ ସମସ୍ୟା କାରଣ ରୁ ଏପରି କିଛି ଝିଅ ଏହି ରାସ୍ତା କୁ ବାଛିଥାନ୍ତି I

ଏହି ଭିଡିଓ କୁ ଦେଖିବା ପରେ ଆପଣ ଙ୍କ ର ବି କାଠୋର ହୃଦୟ ତରଳି ଯିବ I ଏବଂ ଏହି ଭିଡିଓ କୁ ଯିଏ ବି ଦେଖୁଚି ବିନା ସେୟାର ନ କରିକି ରହୁନାହିଁ I ତେବେ ବହୁଳ ମାତ୍ରା ରେ ଏପରି ଭିଡିଓ କୁ ସେୟାର କରନ୍ତୁ ଏବଂ ଏପରି ବେଆଇନ କାର୍ଯ୍ୟ କୁ ବିରୋଧ କରନ୍ତୁ I
ଦେଖନ୍ତୁ ଭିଡ଼ିଓ