ଲକଡାଉନରେ ସମୟ ବିତାଇବା ପାଁଇ ଘରର ଦେବଲରେ କରୁଥିଲେ ଗାତ, ତାପରେ ଯାହା ସାମ୍ନାକୁ ଆସିଲା, ତାହା ଦେଖି ହେଇଗଲା ସ୍ତବ୍ଦ

କରୋନା ମହାମାରୀ ରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥା ରେ ରହିଛି | ବର୍ତମାନ ସମୟ ରେ ଲକ୍ଷ ଲକ୍ଷ ଲୋକେ ଏହି ରୋଗ ରେ ମୃତ୍ୟୁବରଣ ମଧ୍ୟ କରିଛନ୍ତି | ତେବେ ଲୋକେ ଘରେ ବସି ରହି କିଛି ନୂଆ କାମ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି | ଏହି ଲକ ଡାଉନ ସମୟ ରେ ଜଣେ ବ୍ୟକ୍ତି ନିଜ ଘର ର ଦୁଆର ଭାଙ୍ଗିଥିଲେ | ଏବଂ ଏହି ଦୁଆର ଭାଙ୍ଗିବା ପରେ ସେଠାରେ ସେ ଏକ ଗୁମ୍ଫା ଦେଖିବା କୁ ପାଇଥିଲେ | ସୂଚନା ଅନୁସାରେ ଏହି ଗୁମ୍ଫା ଟି ଦୀର୍ଘ 120 ବର୍ଷ ରୁ ଅଧିକ ପୁରୁଣା ଅଟେ |

ବ୍ରିଟେନ ର ଡେବୋନ ରେ ରହୁଥିବା ଜେକ ବ୍ରାଉନ କେବେ ଚିନ୍ତା କରି ନ ଥିଲେ କି ସେ ଏପରି କିଛି ପଦକ୍ଷପ ନେବେ | ଏହା ତାଙ୍କ ଜୀବନ ର ଏକ ବଡ଼ ସ୍ମରଣୀୟ ସମୟ ଅଟେ |

ଲକ ଡାଉନ କାରଣ ରୁ ସେ ଘରେ ରହି ସମୟ ବିତାଉଥିଲେ | ଏବଂ ତାଙ୍କ ନଜର ଘର ର କାନ୍ଥ ରେ ଥିବା ଏକ ପ୍ୟାଚ ଉପରେ ପଡିଥିଲା | ତେବେ ସେ ଏହା କୁ ଦେଖି ସେହି ସ୍ଥାନ ଖୋଳିବା ଆରମ୍ଭ କରିଥିଲେ | ଧୀରେ ଧୀରେ ଖୋଲିବା ପରେ ସେ ଦେଖିବା କୁ ପାଇଥିଲେ କି ସେଠାରେ ଏକ ଗୁମ୍ଫା ରହିଛି |

ଏହା ପରେ ଜ୍ୟାକ ସେହି ଭିତର କୁ ଯାଇଥିଲେ ଓ ସେହି ଗୁମ୍ଫା ଯେଉଁ ବାଟ ଦେଇ ଯାଇଥିଲେ ସେ ଚାଲିବା ଆରମ୍ଭ କରିଲେ | ସେଠାରେ ଏକ ବଡ଼ ଖାଲି ସ୍ଥାନ ଥିଲା | ଏହା ଏକ ବହୁତ ପୁରୁଣା ଗୁମ୍ଫା ଥିଲା | ଏହି ଗୁମ୍ଫା 50 ବର୍ଷ ରୁ ଅଧିକ ସମୟ ର ହେବ |

ଗୁମ୍ଫା ଦେଖିବା ପରେ ଆଶ୍ଚଯ୍ୟ ହେଇଛନ୍ତି ଜ୍ୟାକ -ଏହି ଗୁମ୍ଫା ଦେଖି ସେ ଟିକେ ଉତ୍ସୁକ ହେଇଥିଲେ | କିନ୍ତୁ ଏହା ଦେଖି ସେ ଡରିଯାଇଥିଲେ ମଧ୍ୟ | ଏବଂ ଏହା ଖୋଲିବା ସମୟ ରେ ସେ ଜାଣିପାରିଥିଲେ କି ସେଠାରେ ଏକ ଗୁମ୍ଫା ରହିଛି |

ବିଲଡ଼ରୋ ଙ୍କ ର ସାମଗ୍ରୀ କୁ ଅଲଗା ଲାଗ ସମାୟା ରେ ମଧ୍ୟ ଦେଖିବା କୁ ମିଳିଛି |

ରିପୋର୍ଟ ଅନୁସାରେ କିନ୍ତୁ ଏହା 120 ରୁ ଅଧିକ ପୁରୁଣା ସୁଡ଼ଙ୍ଗ ଅଟେ | ପୂର୍ବରୁ ଏହି ସ୍ଥାନରେ କାରର ଡବା ନିର୍ମାଣ ହେଉଥିଲା | ସେଠାରେ ଏକ ପୁରୁଣା ସାଇକେଲ ମଧ୍ୟ ଜ୍ୟାକ ଦେଖିବା କୁ ପାଇଥିଲେ |