ସମୟରେ AM ଆଉ PMର ଫୁଲ ଫର୍ମ କଣ ହୋଇଥାଏ? ଯଦି ଜାଣି ନାହାଁନ୍ତି ତେବେ ଜାଣି ନିୟନ୍ତୁ

ପ୍ରଶ୍ନ-୧: ଶରୀରର କେଉଁ ଅଙ୍ଗ ଜନ୍ମରେ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ ?
ଉତ୍ତର: ଆଖିର କରନିୟ

ପ୍ରଶ୍ନ-୨: ଗାଁର ମେଳା ର ପଞ୍ଜିକରଣର ଶୁଳ୍କରୁ କାହାର ଆୟ ହୋଇଥାଏ ?
ଉତ୍ତର: ଜିଲା ପରିଷଧଙ୍କୁ

ପ୍ରଶ୍ନ-୩: ଜାପାନର ରାଜଧାନୀ ଟୋକିଓ କେଉଁ ଉପନାମରେ ବି ପରିଚିତ ?
ଉତ୍ତର:ଓଶାକା.

ପ୍ରଶ୍ନ-୪: AM ଓ PMର ଫୁଲ ଫର୍ମ କଣ ହୋଇଥାଏ ?
ଉତ୍ତର:AM= Ante Meridiem, PM= Post Meridiem।

ପ୍ରଶ୍ନ-୫: କେଉଁ ସ୍ଥାନରେ ସିନ୍ଧୁ ଘାଟି ସଭ୍ୟତାର ବନ୍ଦରଗାହ ରହିଛି ?
ଉତ୍ତର:ଲୋଥଳ
ଏହାର ଉତ୍ତର କମେନ୍ଟରେ ଦିୟନ୍ତୁ