ଭାରତୀୟ କ୍ରିକେଟ ଟିମ ର ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ନିଜ ର ପ୍ରଫେସନାଲ ଲାଇଫ ରେ ବହୁତ ଅଧିକ ସଫଳ ହେଇଥିଲେ I ତାଙ୍କ ବ୍ୟକ୍ତିଗତ ଜୀବନ ରେ ମଧ୍ୟ ଅନେକ ସମସ୍ୟା ଆସିଥିଲା I ଏତେ ସମସ୍ୟା ପରେ ମଧ୍ୟ ସୌରଭ ଗାଙ୍ଗୁଲି ନିଜ ଜୀବନ ରେ କେବେ ପରାଜିତ ହେଇ ନ ଥିଲେ I ଦୀର୍ଘ ଦିନ ପରେ ଅଭିନେତ୍ରୀ ନାଗମା କିଛି ବୟାନ ସୌରଭ ଗାଙ୍ଗୁଲି ଙ୍କ ବାବଦ ରେ ଦେଇଛନ୍ତି I ଏହି ଘଟଣା ଟି 2000 ମସିହା ର ଅଟେ I
ନାଗମା ଙ୍କ କହିବା ଅନୁସାରେ ତାଙ୍କ ର ବିଗତ ଦିନ ରେ ସୌରଭ ଗାଙ୍ଗୁଲି ଙ୍କ ସହ ପ୍ରେମ ସମ୍ବନ୍ଧ ଥିଲା I କିନ୍ତୁ ଏହି ପ୍ରେମ ସମ୍ବନ୍ଧ ଦୀର୍ଘ ଦିନ ରହି ନ ଥିଲା I 2000 ମସିହା ରେ ସୌରଭ ଗାଙ୍ଗୁଲି ଙ୍କ ର କ୍ୟାରିୟର ସଫଳତା ର ଶୀର୍ଷ ରେ ରହିଥିଲା ଓ ସେହି ସମୟ ରେ ତାଙ୍କ ପ୍ରେମ ସମ୍ବନ୍ଧ ରେ ଫାଟ ସୃଷ୍ଟି ହେଇଥିଲା I ସେ ସମୟ ରେ ଟିମ ଇଣ୍ଡିଆ ର ପରାଜୟ କୁ ନେଇ ମଧ୍ୟ ସୌରଭ ଗାଙ୍ଗୁଲି ବ୍ୟତିବ୍ୟସ୍ତ ହେଇଥିଲେ I ତେଣୁ ଉଭୟ ଏହି ନିଷ୍ପତି ନେଇଥିଲେ କି ପରସ୍ପର ଠାରୁ ଦୁରେଇ ଯିବେ I
ଭାରତ ରେ ସର୍ବଦା ଲୋକେ ଜଣେ ବ୍ୟକ୍ତି ଙ୍କ ର ପ୍ରଫେସନାଲ ଓ ପ୍ରଶନାଲ ଲାଇଫ କୁ ନେଇ ତର୍ଜମା କରିଥାନ୍ତି I ନାଗମା 90 ଦଶକ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ଓ ସେ ଅନେକ ତେଲୁଗୁ ଓ ତାମିଲ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ନାଗମା ଙ୍କ ପିତା ଙ୍କ ନାମ ଅରବିନ୍ଦ ପ୍ରତାପ ସିଂ ଅଟେ I ନାଗମା ଙ୍କ ବାସ୍ତବ ନାମ ନନ୍ଦିତା ମୋରାରଜି ଅଟେ I
ନାଗମା ନିଜ ଫିଲ୍ମ କ୍ୟାରିୟର ର ଆରମ୍ଭ ରେ ଫିଲ୍ମ ବାଗୀ ରେ ଅଭିନୟ ଆରମ୍ଭ କରିଥିଲେ I ଏହି ଫିଲ୍ମ ରେ ତାଙ୍କ ସହ ସଲ୍ମାନ ଖାଁ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ଏହି ଫିଲ୍ମ ଏକ ସୁପର ହିଟ ଫିଲ୍ମ ହେଇଥିଲା I ଦର୍ଶକେ ଏହି ଫିଲ୍ମ ରେ ସଲ୍ମାନ ଓ ନାଗମା ଙ୍କ ର ଯୋଡି କୁ ବେଶ ଅଧିକ ପସନ୍ଦ କରିଥିଲେ I କିନ୍ତୁ ନାଗମା ଙ୍କ ର ଫିଲ୍ମ କ୍ୟାରିୟର ବେଶୀ ଦିନ ଚାଲି ନ ଥିଲା I ନାଗମା ଆଜି ପର୍ଯ୍ୟନ୍ତ ମଧ୍ୟ ବିବାହ କରି ନାହାନ୍ତି I ଏବଂ ବର୍ତମାନ ସମୟ ରେ ନାଗମା ରାଜନୀତି ରେ ବ୍ୟସ୍ତ ଅଛନ୍ତି I ନାଗମା ନିଜ ଫିଲ୍ମ କ୍ୟାରିୟର ରେ ତାମିଲ , ତେଲୁଗୁ , ମାଲାୟାଲାମ , ଭୋଜପୁରୀ , ମରାଠୀ , ପଂଜାବୀ , ବେଙ୍ଗଲୀ ଫିଲ୍ମ ରେ ବେଶ ସୁନ୍ଦର ଅଭିନୟ କରିଛନ୍ତି I
ବିବାହିତ ଗାଙ୍ଗୁଲିଙ୍କ ସହ ନିଜ ସମ୍ବନ୍ଧକୁ ନେଇ ୧୮ବର୍ଷ ପରେ ନିଜ ମୁଁହ ଖୋଲିଲେ ନଗମା, ସାମ୍ନାକୁ ଆସିଲା ଗାଙ୍ଗୁଲିଙ୍କର ବଡ ସତ
