ସମ୍ନାକୁ ଆସିଲା ଆଉ ଜଣେ ବାବାଙ୍କର କାରନାମା, ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ହେଲା ଭାଇରଲ, ଦେଖନ୍ତୁ …

ହରିୟାଣା ର କଇଥଲା ରେ କାଳୟଟି ରେ ବାତ ସ୍ତିତ ପ୍ରାୟ 330 ବର୍ଷ ପୁରୁଣା ବାବା ଡେରା ରାଜପୁରୀ ଙ୍କ 14 ତମ କଥିତ ମହନ୍ତ ଙ୍କ ର ଆପତ୍ତିଜନକ ଭିଡିଓ ଖୁବ ଭାଇରଲ ହେଇଚି I ଏହା ପରେ ସେ ଫେରାର ଅଛନ୍ତି I

ମାମଲା ର ମୂଳ ପର୍ଯ୍ୟନ୍ତ ପହଂଚିବାକୁ ସ୍ପେଶାଲ ଇନଭେସ୍ଟିଗେସନ ଟିମ ତିଆରି ଯାଇଛି I କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କିଏ ଏହି ଭିଡିଓ କରିଥିଲେ ଓ ଉକ୍ତ ବାବା ପୋଲିସ ହାତ କୁ ଆସିନାହାନ୍ତି I

ତେବେ 58 ବର୍ଷୀୟ ଏହି ଦାଢ଼ି ବାବା ସମ୍ପୁରୀ ର ସୋସିଆଲ ମିଡ଼ିଆ ରେ ତାଙ୍କ ର 9 ଗୋଟି ଭିଡିଓ ସାମ୍ନାକୁ ଆସିଛି I ଗୋଟେ ଭିଡିଓ 11 ଡିସେମ୍ବର ର ଅଟେ , ଯେଉଁଥିରେ ସମ୍ପୁରୀ ମଦ ଓ ସିଗାରେଟ ପିଉଥିବା ର ଓ ଜଣେ ମହିଳା ଙ୍କ ସହ ଅଶ୍ଳୀଳ ହରକତ କରୁଥିବା ର ନଜର କୁ ଆସିଛନ୍ତି I ଗ୍ରାମବାସୀ ଙ୍କ ର ଆରୋପ କି ଆଶ୍ରମ ନାମ ରେ କୋଟି କୋଟି ଟଙ୍କା ର ପ୍ରପର୍ଟି ଏହି ବାବା ହଡପ କରିଛନ୍ତି ଏବଂ ଏକ 350 ଏକର ର ଜାଗା ମଧ୍ୟ ରଖିଛନ୍ତି I

ପ୍ରତୋକ ବର୍ଷ ମେଳା ରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦାନ ମଧ୍ୟ ଆସିଥାଏ I ତେବେ ବର୍ତମାନ ଗ୍ରାମ ର 21 ଜଣିଆ ଏକ ଦଳ ଏହି ଡେରେ ର ସବୁ ଦାଇତ୍ୱ ନିଜ ହାତ କୁ ନେଇଯାଇଛନ୍ତି I ଏବଂ ଏହି ବାବା ଙ୍କୁ ଖୋଜିବାକୁ ଡିଏସପି ଯୋଗେନ୍ଦ୍ର ସିଂ ଙ୍କ ନେତୃତ୍ୱ ରେ ଏକ ଏସଆଇଟି ଦଳ ଗଠିତ ହେଇଚି I

ପୋଲିସ ଏହି ଅନୁମାନ କରୁଛି କି ଏହି ଭିଡିଓ ଟି କୁରୁକ୍ଷେତ୍ର ର ଏକ ହୋଟେଲ ରେ କରାଯାଇଛି I କିନ୍ତୁ ବାସ୍ତବତା କଣ ଏହା ନଜର କୁ ଆସିନାହିଁ I