ସାଙ୍ଗଙ୍କୁ ଫୋନ କରି କହିଲା ଝିଅ ଦେଖିବାକୁ ଯିବାର ଅଛି, ଭାଉଜଙ୍କୁ ସାଙ୍ଗରେ ନେଇଯିବି…କିନ୍ତୁ ଭାଉଜଙ୍କୁ ନେଇଗଲା ହୋଟେଲ ଆଉ ତାପରେ ….

ସାଙ୍ଗ ହିଁ ସାଙ୍ଗ ଙ୍କ ର ଶତ୍ରୁ ହେଇଯାଇଥାନ୍ତି , ଏହା କେହି କେତେବେଳେ ବି କହିପାରିବେ ନାହିଁ I ତେଣୁ ଯାହା ଉପରେ ଭରସା କରିଲା ସେ ହିଁ ଭରସା ଭାଙ୍ଗି ଦେଲା I ବେହସି ଔଷଧ ଖାଇବାକୁ ଦେଇ ବଳାତ୍କାର କରିଥିଲା ଏବଂ ଖାଲି ସେତିକି ନୁହେ ଭିଡିଓ ବି କରିଥିଲା I ଏବଂ ସେହି ଭିଡ଼ିଓ ଦେଖାଇ ତାଙ୍କୁ ବାଧ୍ୟ କରିଥିଲେ I

ତେବେ ଏହି ଘଟଣା ପରେ ପୀଡିତ ପୋଲିସ ର ସହାୟତା ମାଗିଥିଲେ କିନ୍ତୁ ଯେତେବେଳେ ପୋଲିସ କୌଣସି ବି ସହାୟତା କରି ନ ଥିଲା ତ ସେ ମିଡ଼ିଆ କୁ ସହାୟତା ମାଗିଥିଲେ I ତେବେ ସ୍ୱାମୀ ଙ୍କ କହିବା ମୁତାବକ ଆରୋପି ତାଙ୍କ ର 2003 ମସିହା ରୁ ବନ୍ଧୁ ଥିଲେ I ଏବଂ ଦୁହେଁ ଭଲ ବନ୍ଧୁ ବି ଥିଲେ I ଏବଂ 2010 ରେ ସେ ବିବାହ କରିଥିଲେ ଏହା ପରେ ସେ 2011 ରେ ପଞ୍ଜାବ ପୋଲିସ ରେ କାର୍ଯ୍ୟରତ ଥିଲେ I

ସେ କହିବା ମୁତାବକ ସବୁ ଠିକ ଠାକ ଚାଲୁଥିଲା କିନ୍ତୁ 19 ସେପ୍ଟେମ୍ବର 2017 ରେ ଆରୋପି କନ୍ଷ୍ଟେବଳ ଅନ୍ୟ ବନ୍ଧୁ ଙ୍କ ସହ ଫୋନ ରେ କଥା ହେଇଥିଲେ ଏବଂ ସେଦିନ ସ୍ୱାମୀ ବି କିଛି ଚିନ୍ତା ନ କରି ସ୍ତ୍ରୀ ଙ୍କୁ ତାଙ୍କ ସହ ଛାଡି ଦେଇଥିଲେ I କିନ୍ତୁ ସେ ତାଙ୍କୁ ନେଇ ହୋଟେଲ ଚାଲିଯାଇଥିଲା I

ସେ ଯୁବତୀ ଙ୍କୁ କଲ୍ରେଡ୍ରିଙ୍କସ ପିଆଇଥିଲେ ଏବଂ ଆରୋପି ବେହଷ ଅବସ୍ଥାନ ରେ ପୀଡିତ ଙ୍କ ର ବଳାତ୍କାର କରି ତା ର ଭିଡିଓ ବି କରିଥିଲେ I

କନ୍ଷ୍ଟେବଳ ସେହି ଭିଡ଼ିଓ କୁ ଯୁବତୀ ଙ୍କୁ ଦେଖାଇଲେ ଏବଂ ଇଣ୍ଟେର୍ନେଟ ରେ ଉପଲୋଡ କରିବା ର ଧମକ ବି ଦେଇଥିଲେ I ଏବଂ ସେହି ଭିଡିଓ କୁ ନେଇ ତାଙ୍କୁ ବାରମ୍ବାର ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ I ତେବେ ଦମ୍ପତି ପୋଲିସ ରେ ଏହି ବାବଦ ରେ ଅଭିଯୋଗ ଆଣିଥିଲେ ହେଲେ କିଛି ଫାଇଦା ହେଇ ନ ଥିଲା ଯାହା ଦ୍ୱାରା କି ସେମାନେ ମିଡ଼ିଆ ରେ ଏହି ବାବଦ ରେ ଅଭିଯୋଗ କରିଥିଲେ I