ଜୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ର ଜୀବନ ରେ ହେଉଥିବା ଘଟଣା ପଛ ରେ ଗ୍ରହ ନକ୍ଷତ୍ର ଙ୍କ ର ବିଶେଷ ପ୍ରଭାବ ରହିଥାଏ I ସମୟ ପରିବର୍ତନ ଅନୁସାରେ ଗ୍ରହ ନକ୍ଷତ୍ର ଙ୍କ ର ସ୍ଥାନ ପରିବର୍ତନ ହେଇଥାଏ I ଯାହା ର ସିଧା ପ୍ରଭାବ ରହିଥାଏ ମନୁଷ୍ୟ ର ରାଶି ଚକ୍ର ଉପରେ I ମନୁଷ୍ୟ କେତେବେଳେ ସୁଖ ତ କେତେବେଳେ ଦୁଖଦଃ ସମୟ ଦେଇ ଗତି କରିଥାଏ I
ଜୋତିଷ ଗଣନା ଅନୁସାରେ କିଛି ରାଶି ର କୁଣ୍ଡଳୀ ରେ ଗ୍ରହ ନକ୍ଷତ୍ର ଙ୍କ ର ଶୁଭ ପ୍ରଭାବ ପଡିବା କୁ ଯାଉଛି I ଏବଂ ଏହି ରାଶି ଗୁଡିକ ଉପରେ ସନିଦେବ ଙ୍କ ର ବିଶେଷ କୃପା ପ୍ରାପ୍ତି ହେବାକୁ ଯାଉଛି I ଏବଂ ଏହି ରାଶି ଗୁଡିକ ବେଶ ଭାଗ୍ୟଶାଲୀ ମଧ୍ୟ ହେବେ I
ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ରହିବ ଶନି ଦେବ ଙ୍କ ର ବିଶେଷ କୃପା
ମେଷ ରାଶି ର ଲୋକ ଙ୍କ ଉପରେ ଶନି ଦେବ ଙ୍କ ର କୃପା ରହିବ I ଯାହା ଦ୍ୱାରା ଅଚାନକ କୌଣସି କ୍ଷେତ୍ର ରୁ ଲାଭବାନ ହେବେ I ଆଗାମୀ ସମୟ ବେଶ ଆରାମ ଦାୟକ ରହିବ I ଆପଣ ଭବିଷ୍ୟତ ପାଁଇ ଉତ୍ତମ ମାର୍ଗ ଚୟନ କରିବେ I ଆର୍ଥିକ କ୍ଷେତ୍ର ରେ ଆପଣ ଙ୍କ ର ରୁଚି ବଢିବ I ଧନ ସମ୍ବନ୍ଧିତ ମାମଲା ରେ ଆପଣ ସଫଳ ହେବେ I କାର୍ଯ୍ୟ କ୍ଷେତ୍ର ରେ ପଦୋଉର୍ନତି ର ଯୋଗ ରହିଛି I
ମିଥୁନ ରାଶି ର ଲୋକେ ଶନି ଦେବ ଙ୍କ ର କୃପା ପ୍ରାପ୍ତି କରିବେ I ସନିଦେବ ଙ୍କ କୃପା ରୁ ବିଦ୍ୟାର୍ଥୀ ମାନେ ପ୍ରତିଯୋଗୀ ପରୀକ୍ଷ ରେ ସଫଳ ହେବେ I ଚାକିରୀ କ୍ଷେତ୍ର ରେ ଆପଣ ବିଶେଷ ରୂପେ ଉର୍ନତି କରିବେ I କାର୍ଯ୍ୟ କ୍ଷେତ୍ର ରେ ଆପଣ ଶୁଭ ଫଳ ପ୍ରାପ୍ତି କରିବେ I ପିଲା ଙ୍କ ସହ ଆନନ୍ଦ ଦାୟକ ସମୟ ବ୍ୟତୀତ କରିବେ I
କନ୍ୟା ରାଶି ର ଲୋକେ ବ୍ୟବସାୟ ଓ ଚାକିରୀ କ୍ଷେତ୍ର ରେ ସୁଧାର ପାଇପାରିବେ I ସନିଦେବ ଙ୍କ ର କୃପା ରୁ ଆପଣ ଙ୍କ ର ଜୀବନ ର ସବୁ ସମସ୍ୟା ଦୂର ହେବ I ଆପଣ ଙ୍କ ର ସମସ୍ତ ମାନସିକ ଦୁଶ୍ଚିନ୍ତା ଦୂର ହେବ I ହସ ଖୁସି ରେ ଆପଣ ସମୟ ବିତାଇବେ I ଆପଣ ନିଜ ଯୋଜନା ଅନୁସାରେ କିଛି ବ୍ୟବସାୟ ଆରମ୍ଭ କରିବେ I ଧନ ସମ୍ବନ୍ଧିତ ମାମଲା ରେ ଆପଣ ସଫଳ ହେବେ I
ତୁଳା ରାଶି ର ଲୋକେ ଶନି ଦେବ ଙ୍କ ର କୃପା ପ୍ରାପ୍ତି କରିବେ I ଆପଣ ଭବିଷ୍ୟତ ପାଁଇ ଉତ୍ତମ ମାର୍ଗ ଚୟନ କରିବେ Iସନିଦେବ ଙ୍କ କୃପା ରୁ ଆପଣ ଆର୍ଥିକ କ୍ଷେତ୍ର ରେ ଲାଭବାନ ହେବେ I କୋର୍ଟ କଚେରି ମାମଲା ରେ ଆପଣ ସଫଳ ହେବେ I ସାମାଜିକ କ୍ଷେତ୍ର ରେ ଆପଣ ମଜବୁତ ହେବେ I ନୂତନ ବନ୍ଧୁ ଙ୍କ ସହ ଆପଣ ସାକ୍ଷ୍ୟାତ କରିବେ I
ବିଛା ରାଶି ର ଲୋକେ ପାରିବାରିକ ଜୀବନ ରେ ଖୁସି ରେ ରହିବେ I ଶନିଦେବ ଙ୍କ ର ଆଶ୍ରିବାଦ ରୁ ଆପଣ ସଫଳ ହେବେ I କିଛି ପ୍ରଭାବଶାଳୀ ଲୋକ ଙ୍କ ର ସହଯୋଗ ପ୍ରାପ୍ତି କରିବେ I ଆପଣ ନିଜ କ୍ୟାରିୟର ରେ ଅନେକ ଉର୍ନତି କରିବେ I ପରିବାର ଲୋକ ଙ୍କ ସହ ଆପଣ ମହତ୍ବପୂର୍ଣ ନିଷ୍ପତି ନେବେ I ହସ ଖୁସି ରେ ଆପଣ ସମୟ ବିତାଇବେ I
ମୀନ ରାଶି ର ଲୋକେ ଶନି ଦେବ ଙ୍କ ର କୃପା ପ୍ରାପ୍ତି କରିବେ I ଆଗାମୀ ସମୟ ରେ ଆପଣ ଭାଗ୍ୟଶାଲୀ ହେବେ I ଆପଣ ଙ୍କ ର ଭାଇ ଭଉଣୀ ଙ୍କ ମଧ୍ୟ ରେ ଥିବା ମତ ଭେଦ ଦୂର ହେବ I ପ୍ରେମ ସମ୍ବନ୍ଧ ରେ ଆପଣ ମଜବୁତ ହେବେ I ଆପଣ ନିଜ ପରିଶ୍ରମ ଅନୁସାରେ ସଫଳ ହେବେ I ଜୀବନ ରେ ଅନେକ ବଡ଼ ପରିବର୍ତନ ଆସିବ I ସାମାଜିକ କାର୍ଯ୍ୟ ରେ ଆପଣ ଙ୍କ ର ମାନ ସଂମାନ ବୃଦ୍ଧି ହେବ I ଆର୍ଥିକ ସ୍ତିତି ରେ ବିଶେଷ ରୂପେ ଆପଣ ଙ୍କ ର ସୁଧାର ଆସିବ I