ସନିଦେବ କରିଲେ ସାଢ଼େସାତୀର ଆରମ୍ଭ, ଏହି ୩ଟି ରାଶିର ଲୋକମାନେ ରୁହନ୍ତୁ ସାବଧାନ, ଜଗି ରଖି କରନ୍ତୁ କାମ

ଆଜି ଆମେ ଆପଣ ଙ୍କୁ ଏପରି 3 ଗୋଟି ରାଶି ବିଷୟ ରେ କହିବାକୁ ଯାଉଛୁ ଯାହା ଙ୍କ ଉପରେ ସନିଦେବ ଙ୍କ ର ସାଢେ ସାତି କୋପ ପଡ଼ିବାକୁ ଯାଉଛି I ଯାହା ଦ୍ୱାରା ଏହା ର ସିଧା ପ୍ରଭାବ 3 ଗୋଟି ରାଶି ଉପରେ ପଡ଼ିବାକୁ ଯାଉଛି I ଯେପରି କି ଆପଣ ଜାଣିଥିବେ ସମୟ ପରିବର୍ତନ ଅନୁସାରେ ହିଁ ଏହା ର ଶୁଭ ଓ ଅଶୁଭ ପ୍ରଭାବ ଲୋକେ ଅନୁଭବ କରିଥାନ୍ତି I

କୁମ୍ଭ ରାଶି -ପ୍ରଥମେ କୁମ୍ଭ ରାଶି ର ଲୋକେ ବିଶେଷ ରୂପେ ସାବଧାନ ରହିବା ଜରୁରୀ ଅଟେ I ଯଦି କୁମ୍ଭ ରାଶି ର ଲୋକେ ଯାନ ବାହାନ ରେ ଯାତ୍ରା କରୁଛନ୍ତି ତେବେ ସାବଧାନ ରହିବା ଉଚିତ I ଅନେକ ବଡ଼ ବଡ଼ ସମସ୍ୟା ମଧ୍ୟ ଦେଇ ସମୟ ଗତି କରିବ I କୌଣସି ଅଜଣା ବ୍ୟକ୍ତି ଙ୍କୁ ଉଦ୍ଧାର ଦେଇଥିବା ଧନ ଅଟକି ବା ର ସମ୍ଭାବନା ରହିଛି I ବନ୍ଧୁ ଙ୍କ ସହ କୌଣସି ବିବାଦ ହେବାର ଯୋଗ ରହିଛି I

ସିଂହ ରାଶି – ଏହି ରାଶି ର ଲୋକେ ଭଗବାନ ସନିଦେବ ଙ୍କ ର ସମୁଖ ରେ ତେଲ ଦୀପ ଜଳାଇ ପୂଜା କରିପାରିବେ I ବ୍ୟବସାୟ ଆଦି ରେ କ୍ଷତି ସହିବାକୁ ପଡିପାରେ I ପରିବାର ରେ ଖୁସି ର ବାତାବରଣ ଦେଖାଯାଇପାରେ I କିନ୍ତୁ ଅନେକ କାର୍ଯ୍ୟ ଓ ଯୋଜନା ରେ ଅସଫଳ ହେବେ I ସ୍ଵାସ୍ତ୍ୟ ଉତ୍ତମ ରହିବ I ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ପାଁଇ ଯାତ୍ରା କରୁଛନ୍ତି ତେବେ ଏହା ଅସଫଳ ହେଇପାରେ I

ତୁଳା ରାଶି – ଏହି ରାଶି ର ଲୋକ ଙ୍କ ଉପରେ ସନିଦେବ ଙ୍କ ର ସାଢେ ସାତି କୋପ ହେବାକୁ ଯାଉଛି I ସନିଦେବ ଙ୍କୁ ଖୁସି କରିବା କୁ ଆପଣ ତେଲ ଦୀପ ଅର୍ପଣ କରିପାରିବେ I କୌଣସି ଅପରିଚିତ ଲୋକ ଙ୍କ ସହ କଳି ଝଗଡା କରନ୍ତୁ ନାହିଁ I ଆପଣ ଙ୍କ ମନ ରେ ଯେଉଁ ସନ୍ଦେହ ରହିଛି ତାହା କୁ ଦୂର କରନ୍ତୁ I କେହି ଆପଣ ଙ୍କ ସହ ବିଶ୍ୱାସ ଘାତକତା କରିପାରେ I ଆପଣ ଙ୍କ ର ବିବାହ ରେ ବାଧା ଉତ୍ପରଃନ ହେଇପାରେ I