୯ ଘଣ୍ଟା ଶାନ୍ତିରେ ଶୋଇବା ପାଇଁ ଏହି କମ୍ପାନୀ ଦେଉଛି ୧ ଲକ୍ଷ ଟଙ୍କା ଦରମା, ଆପଣ ଇଛୁକ ଅଛନ୍ତି କି ଏହି ଚାକରି ପାଇଁ

କଣ ଆପଣ ଶୋଇବା ର ସଉକିନ ଅଟନ୍ତି କି I ଅନେକ ଲୋକେ ଦିନ ସାରା କାମ କରିକି ଠିକ ରେ ସୋଇପାରନ୍ତି ନାହିଁ I ଅନେକ ପରିଶ୍ରମ କୁ ନେଇ ଲୋକ ଙ୍କୁ ଅଧିକ ନିଦ ଆସିଥାଏ I ତେବେ ଚିନ୍ତା କରନ୍ତୁ ନାହିଁ I ଏହା ଆପଣ ଙ୍କ ର ଚିନ୍ତା ନ ହେଇ ଯଦି ଏକ ଚାକିରୀ ହେବ ତ କିପରି ଲାଗିବ I

ଆପଣ ଠିକ ବୁଝିଛନ୍ତି I ଆମେ ଏକ ଏପରି ଚାକିରୀ ବିଷୟ ରେ ଆଲୋଚନା କରୁଛେ ଯାହା ର କାମ ହେଲା କେବଳ ନିଦ ରେ ଶୋଇବା I ତେବେ ଚାଲନ୍ତୁ ଜାଣିବା ଏପରି ଚାକିରୀ କେଉଁଠି ରହିଛି I

ବ୍ୟଙ୍ଗଲୋର ରେ ଏକ ଷ୍ଟାର୍ଟ ଅପ କମ୍ପାନୀ 9 ଘଣ୍ଟା କେବଳ ଶୋଇବା କୁ ଅଫର ଦେଉଛି I ଏବଂ ଏହି ଚାକିରୀ ପାଁଇ ଆପଣ ଙ୍କୁ 1 ଲକ୍ଷ ଟଙ୍କା ଦରମା ମଧ୍ୟ ମିଳିବ I

ଆମେରିକା ର ସ୍ପେସ ଏଜେନ୍ସି ନାସା(NASA) ର ଗବେଷଣା ଅନୁସାରେ ଦୁଇ ମାସ ଶୋଇବା କୁ ସେ 14 ଲକ୍ଷ ଟଙ୍କା ଦେଉଛି I ଏବଂ ଏହିପରି ଚାକିରୀ ବର୍ତମାନ ଭାରତ ରେ ଦେଖିବା କୁ ମିଳିଛି I

କରତନଙ୍କ ରେ ଥିବା ବ୍ୟଙ୍ଗଲୋର ର ଏକ ଅନଲାଇନ ଫାର୍ମ ବେକଫିଟ ର କହିବା ଅନୁସାରେ 100ଦିନ ପର୍ଯ୍ୟନ୍ତ ନିୟମିତ ରାତି ରେ 9 ଘଣ୍ଟା ସୋଉଥିବା ବ୍ୟକ୍ତି ଙ୍କୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯିବ I

ଅନଲାଇନ ସ୍ଲିପ ସଲ୍ୟୁସନ ଫାର୍ମ ନିଜ ର ଏହି ପ୍ରୋଗ୍ରାମ କୁ ବେକଫିଟ ସ୍ଲିପ ଇଣ୍ଟେରସିପ ନାମ ଦେଇଛି I ଯେଉଁଥିରେ ଚୟନ ହେଇଥିବା କମ୍ପାନୀ ଏହି ପ୍ରୋଗ୍ରାମ କୁ ବିକେଫିଟ ସ୍ଲିପ ଇଣ୍ଟେରସିପ ନାମ ଦେଇଛି I ଏଠାରେ ଚୟନ ଦେଇଥିବା ଲୋକେ 100 ଦିନ ପର୍ଯ୍ୟନ୍ତ ପ୍ରତୋକ ରାତି ରେ 9 ଘଣ୍ଟା ଶୋଇବା ଜରୁରୀ ଅଟେ I

ଏହିପରି ହେଇଥାଏ ଜବ ସିଲେକସନ
ଶୋଇବା ର ଚାକିରୀ କୁ କମ୍ପାନୀ କିଛି ଏପରି ଡିଜାଇନ କରିଛି I ଏବଂ ଚୟନ ପ୍ରାର୍ଥୀ ମାନେ କମ୍ପାନୀ ର ଗଦି ଉପରେ ହିଁ ଶୋଇବା କୁ ହେବ I

କାଉନ୍ସେଲିଂ ସେଲସ
ଏହା ସହ ସ୍ଲିପ ଟ୍ରକର ଓ ବିଶେଷଜ୍ଞ ଙ୍କ ସହ ହେଇଥିବା କାଉନ୍ସିଲ ସେକ୍ସନ ରେ ଭାଗ ନେବେ I ଯେଉଁ ଲୋକେ ଏହି ଇଣ୍ଟେରସିପ ପ୍ରୋଗ୍ରାମ ରେ ଚୟନ ହେବେ କମ୍ପାନୀ ଙ୍କୁ ତାଙ୍କ ର ଏକ ଭିଡିଓ ପଠାଇବା କୁ ହେବ I ଏବଂ ତାଙ୍କୁ ସେଠାରେ କହିବା କୁ ହେବ କି ତାଙ୍କୁ କିପରି ନିଦ ଆସୁଛି I

ସ୍ଲିପ ଟ୍ରେକର ରେ ପେଟର୍ନ
ଏହି ପୁରା ପ୍ରକ୍ରିୟା ସମୟ ରେ କମ୍ପାନୀ ର ସ୍ଲିପ ଟ୍ରେକର ରେ ପେଟର୍ନ ରେକର୍ଡ କରାଯିବ I ଏହା ଦ୍ୱାରା ସେହି ଗଦି ରେ ସୋଇଥିବା ବ୍ୟକ୍ତି ଙ୍କ ର କିପରି ନିଦ ହେଉଛି ତାହା ସ୍ଲିପ ଟ୍ରେକର ରେ ପେଟର୍ନ ଦ୍ୱାରା ଜଣାଯିବ I

ଲୋକ ଙ୍କୁ ଶୋଇବା ପାଁଇ ପ୍ରେରିତ କରିବା
କମ୍ପାନୀ ର ନିର୍ଦେଶକ ଓ କୋ ଫାଉଣ୍ଡର ଚେତନୟା ରାମଲିଂଗ ଗୌଡ଼ ଙ୍କ କହିବା ଅନୁସାରେ ସ୍ଲିପ ସଲ୍ୟୁସନ କମ୍ପାନୀ ର ପ୍ରଥମ ଲକ୍ଷ କି ଲୋକ ଙ୍କୁ ଶୋଇବା କୁ ପ୍ରେରିତ କରିବା I

ଲାଇଫ କ୍ୱାଲିଟି ସୁଧାରିବା
ଚେତନାଁ ଙ୍କ କହିବା ଅନୁସାରେ ଆଜିକା ବ୍ୟସ୍ତବହୁଳ ଜୀବନ ରେ ଲୋକେ ଠିକ ରେ ନିଦ ରେ ସୋଇ ନ ଥାନ୍ତି I ଯାହା ଦ୍ୱାରା ନାନା ରୋଗ ଆରମ୍ଭ ହେଇଥାଏ I ତେଣୁ କମ୍ପାନୀ ର ମୂଳ ଲକ୍ଷ ନିଦ କୁ ଅଧିକ ପ୍ରାଧାନ୍ୟ ଦିଆଯାଉ I

ୱାର୍କ ଫର୍ମ ହୋମ
ଏହି ଇଣ୍ଟେରସିପ କୁ କରିବା କୁ ହେଲେ ଆପଣ ଙ୍କୁ ଚାକିରୀ ଛାଡିବା କୁ ହେବ I ଏବଂ ଘରୁ ବାହାର କୁ ଯାଇପାରିବ ନାହିଁ I

Share Your Comments Below