ସଞ୍ଜୟ ଦତ୍ତଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବା ୩୦୮ ପ୍ରେମିକ ମଧ୍ୟରୁ ଆଶ୍ଚର୍ଯ୍ୟ କଲା ଭଳି ଏହି ନାମ, ୬ ନମ୍ବର ନାମ ଆପଣଙ୍କୁ ବି ହଲେଇ ଦେବ

ସଞ୍ଜୟ ଦତ୍ତ ଙ୍କ ର ବାୟୋଗ୍ରାଫି ଫିଲ୍ମ ଆସିବା ପରେ ସଞ୍ଜୟ ଦତ୍ତ ଙ୍କ ର ଅନେକ କିଛି ରହସ୍ୟ ରୁ ପରଦା ଉଠିଛି I ତାଙ୍କ ର ବ୍ୟକ୍ତିଗତ ଯିବନି ଉପରେ କିଛି ଏପରି କଥା ରହିଛି ଯାହା ଆପଣ ପୂର୍ବ ରୁ କେବେ ଶୁଣି ନ ଥିଲେ I

ଏହି ଫିଲ୍ମ ରେ ଆପଣ ସଞ୍ଜୟ ଙ୍କ ର ପ୍ରେମ କାହାଣୀ ଓ ତାଙ୍କ ଜୀବନଚର୍ଯ୍ୟା ଉପରେ ଆଧାରିତ ଅଟେ I ସଞ୍ଜୟ ଏକ ପ୍ଲେବୟ ଭାବ ରେ ଖୁବ ଲୋକପ୍ରିୟ ଅଟନ୍ତି I ଏବଂ ସେ ନିଜେ ଏହା କହିଛନ୍ତି କି ତାଙ୍କ ର 308 ଗାର୍ଲଫ୍ରେଣ୍ଡ ମଧ୍ୟ ଅଛନ୍ତି I ତେବେ ସେ କିଛି ଏପରି ଲୋକପ୍ରିୟ ଅଭିନେତ୍ରୀ ଙ୍କ ନାମ କହିଛନ୍ତି ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I

1.ଟିନା ମୁନୀମ

ଟିନା ମୁନୀମ ଯିଏ କି ବର୍ତମାନ ତିନ ଅମ୍ବାନୀ ଙ୍କ ନାମ ରେ ପରିଚିତ ଅଟନ୍ତି ସେ ଏକ ସମୟ ରେ ସଞ୍ଜୟ ଦତ୍ତ ଙ୍କ ର ପ୍ରେମିକା ଥିଲେ I ଏପରିକି ପରସ୍ପର କୁ ବିବାହ ମଧ୍ୟ କରିଥିଲେ କିନ୍ତୁ ସଞ୍ଜୟ ଦତ୍ତ ଙ୍କ ର ମଦ୍ୟପାନ ର ଖରାପ ଅଭ୍ୟାସ କାରଣ ରୁ ତାଙ୍କ ସମ୍ପର୍କ ସବୁ ଦିନ ପାଁଇ ଭାଙ୍ଗିଯାଇଥିଲା I

2.ରିଚା ଶର୍ମା
ସଞ୍ଜୟ ଦତ୍ତ ଓ ରିଚା ଶର୍ମା ଙ୍କ ର ସାକ୍ଷାତ ଏକ ଫିଲ୍ମ “ଆଗ ହିଁ ଆଗ ” ରେ ହେଇଥିଲା I ଏବଂ କିଛି ଦିନ ର ପରିଚିତ ପର ସଞ୍ଜୟ ରିଚା ଶର୍ମା ଙ୍କୁ ବିବାହ ପାଁଇ ପ୍ରସ୍ତାବ ଦେଇଥିଲେ , ଦୁହେଁ ବିବାହ ବି କରିଥିଲେ ଓ ତାଙ୍କ ର ସନ୍ତାନ ତ୍ରିଶାଳା ବି ହେଇଥିଲା କିନ୍ତୁ ସମୟ କ୍ରମେ ଏହି ସମ୍ପର୍କ ରେ ବି ଫାଟ ଦେଖାଯାଇଥିଲା I

3.ମାଧୁରୀ ଦୀକ୍ଷିତ
ମାଧୁରୀ ଓ ସଞ୍ଜୟ ଦତ୍ତ ଙ୍କ ର ପ୍ରେମ କାହାଣୀ ସବୁଠାରୁ ବେଶ ଚର୍ଚା ରେ ରହିଥାଏ I ଫିଲ୍ମ ସାଜନ ସମୟ ରେ ଦୁହେଁ ପରସ୍ପର କୁ ସାକ୍ଷାତ କରିଥିଲେ ଓ ତାଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା I କିନ୍ତୁ 1993 ରେ ସଞ୍ଜୟ ଙ୍କ ର ନାମ ମୁମ୍ବାଇ ବୋମା ବିସ୍ଫୋରଣ ରେ ଆସିବା ପରେ ଦୁହିଁଙ୍କ ମଧ୍ୟ ରେ ବିଛେଦ ହେଇଯାଇଥିଲା I

4.ରିୟା ପଳାଇ
ମାଧୁରୀ ଙ୍କ ଠାରୁ ଅଲଗା ହେବା ପରେ ସଞ୍ଜୟ ରିୟା ଙ୍କ ସହ ଯୋଡି ହେଇଥିଲେ ଏବଂ 1998 ରେ ସେ ବିବାହ ବି କରିଥିଲେ I ଖୁବ ଭଲ ରେ ଚାଲିବ ପରେ ବି ରିୟା ତାଙ୍କୁ ପର ମହିଳା ଙ୍କ ସହ ଖରାପ ସମ୍ପର୍କ ଥିବା ର ଧରିଥିଲେ ଏବଂ ଏହା ପରେ ରିୟା 2005 ରେ ସଞ୍ଜୟ ଙ୍କୁ ଛାଡପତ୍ର ଦେଇଥିଲେ I

5.ଲିଜା ରେ
ମୁମ୍ବାଇ ବୋମା ବିସ୍ଫୋରଣ କେଶ ରେ ଯେତେବେଳେ ସଞ୍ଜୟ ଙ୍କ ର ନାମ ଆସିଥିଲା ତ ସେ ସମୟ ରେ ସଞ୍ଜୟ ଦତ୍ତ ଓ ଲିଜା ଙ୍କ ର ପ୍ରେମ କାହାଣୀ ଆରମ୍ଭ ହେଇଥିଲା I ଅନେକ ଦିନ ପର୍ଯ୍ୟନ୍ତ ବି ଦୁହିଁଙ୍କ ର ସମ୍ପର୍କ ଠିକ ଠକ ଥିଲା କିନ୍ତୁ କିଛି ବ୍ୟକ୍ତିଗତ କାରଣ ରୁ ଏହି ସମ୍ପର୍କ ରେ ବି ପାଚେରୀ ପଡିଯାଇଥିଲା I

6.ରେଖା
ଫିଲ୍ମ ଜାମିନ ଅସମାନ ସମୟ ରୁ ହିଁ ସଞ୍ଜୟ ଓ ରେଖା ଙ୍କ ର ସମ୍ପର୍କ ଆରମ୍ଭ ହେଇଥିଲା I ମିଡ଼ିଆ ଓ ବଲିଉଡ ଜଗତ ରେ ଏହି ଦୁହିଁଙ୍କ ର ସମ୍ପର୍କ ର ଖୁବ ଚର୍ଚା ବି ଶୁଣିବାକୁ ମିଳିଥିଲା I ଏପରି କି ଦୁହିଁଙ୍କ ର ବିବାହ ର ଖବର ବି ଶୁଣିବାକୁ ମିଳିଥିଲା I କାରଣ ଅଧିକାଂଶ ଜାଗା ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା I

ଏହା ପରେ ସଞ୍ଜୟ, ମାନ୍ୟତା ଦତ୍ତ ଙ୍କ ସହ ବିବାହ କରିଥିଲେ ଏବଂ ମାନ୍ୟତା ସଞ୍ଜୟ ଙ୍କ ର ଗାର୍ଲଫ୍ରେଣ୍ଡ ନାୟୀଡା ଙ୍କ ର ସାଙ୍ଗ ଅଟନ୍ତି ଏବଂ ସେ ଦୁହେଁ ଏକାଠି ଏକ ଆପାର୍ଟମେଣ୍ଟ ରେ ହିଁ ରହୁଥିଲେ I ଏକାଠି ରହିବା କାରଣ ରୁ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ବି ଗଢି ଉଠିଥିଲା ଓ ଦୁହେଁ ବିବାହ କରିଥିଲେ I