ସାପ ଥିବା କୂଅରେ ବୁଡି ଯାଉ ଥିଲା ମୟୁର, ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ ଯୁବକ, ଦେଖନ୍ତୁ ତାପରେ କଣ ହେଲା

ଆଜିକା ସଂସାର ରେ କୌଣସି ବି ଲୋକେ ବିନା ସ୍ୱାର୍ଥ ରେ ଓ ମତଲବ ରେ ଅନ୍ୟ କୁ ସାହାଯ୍ୟ କରନ୍ତି ନାହିଁ I ସବୁ ଲୋକେ ନିଜ କୁ ଅନ୍ୟ ଙ୍କ ସହ ତୁଳନା କରିଥାନ୍ତି I କୌଣସି ବି ଲୋକେ ଅନ୍ୟ ର ସହାୟତା କରିବା କୁ ହେଲେ ନିଜ ର ସ୍ୱାର୍ଥ ଓ ମତଲବ ଦେଖିବା କୁ ଚେଷ୍ଟା କରିଥାନ୍ତି I ଆଜି କିନ୍ତୁ ଆମେ ଏପରି ଜଣେ ଭଲ ମଣିଷ ଟି ବିଷୟ ରେ କହିବା କୁ ଯାଉଛୁ ଯିଏ କି ଏକ ସାପ କୂଅ ରେ ପଡିଥିବା ମୟୁର ଟି ର ଜୀବନ ଉଦ୍ଧାର କରିଥିଲା I

ଇଣ୍ଟେର୍ନେଟ ରେ ଏକ ଭିଡିଓ ଭାଇରଲ ହେଇଚି I ଏହି ଭିଡିଓ ରେ ଜଣେ ବ୍ୟକ୍ତି 30 ଫୁଟ ର ଗଭୀର କୂଅ କୁ ଓଲ୍ହାଇଛି I କାରଣ ସେହି କୂଅ ରେ ଏକ ମୟୁର ବୁଡ଼ିଯାଇଛି I ଏବଂ ଆଶ୍ଚଯ୍ୟ ର କଥା ଏହା କି କୂଅ ମଧ୍ୟ ରେ ଏକ ସାପ ମଧ୍ୟ ରହିଛି I କିନ୍ତୁ ଉକ୍ତ ବ୍ୟକ୍ତି ନିଜ ଜୀବନ କୁ ଖାତିର ନ କରି କୂଅ ମଧ୍ୟ ରସି ସହାୟତା ରେ ଓଲ୍ହାଇଛି I କୂଅ ମଧ୍ୟ ରେ ପୂର୍ବ ରୁ ହିଁ ଏକ ସାପ ରହିଛି I ସେହି ବ୍ୟକ୍ତି ଧାର୍ଯ୍ୟ ଓ ସାହସ ର ସହ ମୟୁର ଟି କୁ ବାହାର କରିଥିଲେ I ଘଟଣା ଟି ତାମିଲନାଡୁ ର ତ୍ରିରୁଚିରାପଲ୍ଲୀ ଜିଲ୍ଲା ର ଠୂରୟୁର୍କ ଅଂଚଳ ର ଅଟେ I

ଆଶା କରୁଚୁ ଏହି ଭିଡିଓ ଆପଣ ଙ୍କୁ ପସନ୍ଦ ଆସିଥିବ I ଆଶ୍ଚଯ୍ୟ ର କଥା ଏହା କି ଉକ୍ତ ବ୍ୟକ୍ତି ଙ୍କ ର କୌଣସି ସ୍ୱାର୍ଥ ନ ଥାଇ ମଧ୍ୟ ମୟୁର ଟି ର ଜୀବନ ଉଦ୍ଧାର କରିଥିଲେ I ଏଠାରେ ବିଗତ ଦିନ ରେ ଏହିପରି ଏକ ଭିଡିଓ ମଧ୍ୟ ଭାଇରଲ ହେଇଥିଲା ଏକ କୁକୁର ଟି 40 ଫୁଟ ଗଭୀର ଟଙ୍କା ରେ ପଡିଯାଇଛି ଓ ଏକ NGO ସଂସ୍ଥା କୁକୁର ଟି କୁ ବାହାର କରୁଛି I

Share Your Comments Below