ସପ୍ତାହକୁ କେତେଥର କରିବା ଉଚିତ ବିଛଣା ବାଲା କାମ, ଆଜି ଆପଣ ବି ଜାଣି ନିୟନ୍ତୁ …

ଏହିପରି କିଛି ଲୋକେ ଅଛନ୍ତି ସେ-କ୍ସ କୁ ନେଇ ତାଙ୍କ ମନ ରେ ଅନେକ ପ୍ରଶ୍ନ ରହିଥାଏ I ଏବଂ କିଛି ଭୁଲ ଧାରଣା ମଧ୍ୟ ରହିଥାଏ I ସେ-କ୍ସ ବିଷୟ ରେ ଉତ୍ତମ ଜ୍ଞାନ ନ ଥିବା କାରଣ ରୁ ବୈବାହିକ ଜୀବନ ସୁଖଦ ହେଇ ନ ଥାଏ I ସେ-କ୍ସ ସହ ଅନେକ ମିଥ୍ୟ କଥା ମଧ୍ୟ ଲୋକ ଙ୍କ ମନ ରେ ରହିଛି I ତେବେ ସେ-କ୍ସ ପ୍ରତୋକ ଦିନ କରିବା ଉଚିତ କି ନାହିଁ ଏହା ଏହା କୁ ନେଇ ଅନେକ ପ୍ରଶ୍ନ ରହିଥାଏ ଲୋକ ଙ୍କ ମନ ରେ I

ଏହିପରି ଅନେକ ପ୍ରଶ୍ନ ଆପଣ ଙ୍କ ମନ ରେ ମଧ୍ୟ ରହିଥାଏ I ସେ-କ୍ସ ଦ୍ୱାରା ହିଁ ଉଭୟ ଙ୍କ ମଧ୍ୟ ରେ ନିକଟତର ବୃଦ୍ଧି ପାଇଥାଏ ଓ ପ୍ରେମ ରେ ମଧୁରତା ଆସିଥାଏ I ତେବେ ପତିପତ୍ନୀ ଙ୍କ ଠାରୁ ନେଇ ପ୍ରେମୀ ଯୁଗଳ ଏହି ଚିନ୍ତା ରେ ରହିଥାନ୍ତି କି ସପ୍ତାହ କୁ କେତେଥର ସମ୍ବନ୍ଧ ରଖିବା ଉଚିତ I କିଛି ଲୋକ ଙ୍କ ର କହିବା ଅନୁସାରେ ପ୍ରତୋକ ଦିନ ସେ-କ୍ସ କରିବା ଦ୍ୱାରା ଖୁସି ବୃଦ୍ଧି ପାଇଥାଏ I କିନ୍ତୁ ବାସ୍ତବିକତା ସମ୍ପୂର୍ଣ ଭିର୍ନ ଅଟେ I

ଆମେରିକା ରେ ହେଇଥିବା ଏକ ଗବେଷଣା ରୁ ଜଣାଯାଇଛି କି ସପ୍ତାହ କୁ କେତେ ଥର ସମ୍ବନ୍ଧ ରଖି ଲୋକେ ଅଧିକ ଖୁସି ରେ ରହିଥାନ୍ତି I

ଏହି ଗବେଷଣା ଦୀର୍ଘ 40 ବର୍ଷ ଧରି ପ୍ରାୟ 30,000 ଲୋକ ଙ୍କ ର ମତାମତ ନିଆ ଯାଇଥିଲା I ତେବେ ଏହି ଗବେଷଣା ରୁ ଏହା ଜଣାଯାଇଛି କି ଯୌନ ସମ୍ବନ୍ଧ ଦ୍ୱାରା ହିଁ ଅଧିକ ଖୁସି ମିଳିଥାଏ I ଅଧିକାଂଶ ଲୋକ ଙ୍କ ର କହିବା ଅନୁସାରେ ସୁଖ ପ୍ରାପ୍ତି ପାଁଇ ସେ-କ୍ସ ଠାରୁ ଅଧିକ ଆବଶ୍ୟକ ହେଉଛି ପରସ୍ପର କୁ ସଠିକ ଭାବ ରେ ବୁଝିପାରିବା I

ଏବଂ ଗବେଷଣା ର ସିଦ୍ଧାନ୍ତ ଅନୁସାରେ ପାର୍ଟନର ଙ୍କ ର ମନ କଥା କୁ ବୁଝିବା ରେ ହିଁ ଉତ୍ତମ ବୈବାହିକ ଓ ପ୍ରେମ ର ପରିପୁର୍ନତା ହେଇଥାଏ I ତେଣୁ ଯଥା ସମ୍ଭବ ପାର୍ଟନର ଙ୍କୁ ଭାବନାତ୍ମକ ଭାବ ରେ ପ୍ରେମ କରନ୍ତୁ I