ଶାସ୍ତ୍ର ଅନୁସାରେ ଏହି ସବୁ କାମ କରିଲେ କମିଥାଏ ଜୀବନ ଆୟୁ

ବହୁତ ଗୁଡିଏ କାମ ଥାଏ ଯାହାକୁ କଲେ ବା ନକଲେ ଏହାର ପ୍ରଭାବ ସିଧା ଜୀବନ ଉପରେ ପଡିଥାଏ। ଆମେ ଆପଣଙ୍କୁ କହୁଛୁ କିଛି ଏମିତି କାମ ଯାହାକୁ କଲେ ଆପଣଙ୍କ ଆୟୁ କମିଥାଏ। ସବୁଠୁ ବଡ କଥା ହେଲାକି ମୃତ୍ୟୁ ଙ୍କ ଦେବତା ଯମରାଜ ଙ୍କୁ ଏମିତି କାମ କରୁଥିବା ଲୋକ ଜମା ବି ପସନ୍ଦ ନୁହନ୍ତି। ସେ ତାଙ୍କ ଆୟୁ କମ କରି ଦିୟନ୍ତି । ଆପଣଙ୍କୁ ଏମିତି କାମ କରିବାରୁ ବଞ୍ଚିବାକୁ ପଡିବ।
ଚାଲନ୍ତୁ ଆପଣଙ୍କୁ କହିବୁ ଏମିତି କିଛି କାମ ବିଷୟରେ

ଖାଇବା ସମୟରେ ପଢିବା କଥା ନୁହେଁ ।ଏହା ଦ୍ଵାରା ଆୟୁ କାଂଇଥାଏ।

– ଖାଇବା ସମୟରେ ଅଧାରୁ ଉଠିବା କଥା ନୁହେଁ , ଆଉ ଥରେ ଉଠିସାରିଲା ପରେ ଆଉ ଆଇଁଠା ମୁହଁରେ ବସି ଖାନ୍ତୁ ନାହିଁ ।
– ସୂର୍ଯ୍ୟ ଅସ୍ତ ସମୟରେ ଶୋଇବା କଥା ନୁହଁ ।
– ମଙ୍ଗଳବାର ଓ ଶନିବାର ଚୁଟି କାଟିବା କଥା ନୁହେଁ ।

– ଗୋଡ ଉପରେ ଗୋଡ ରଖି ଶୋଇବା କଥା ନୁହଁ।
– ଚୁଟି କାଟିଲା ପରେ ନିଶ୍ଚିତ ସ୍ନାନ କରନ୍ତୁ।
– ଗୋଡ ଧୋଇବା ପରେ ଗୋଡ ନ ଶୁଖିବା ପୂର୍ବରୁ ବିଛଣା କୁ ଯାନ୍ତୁ ନାହିଁ।