ପ୍ରେମ ରେ କେବେ ହେଲେ ଅସଫଳ ହୁଅନ୍ତି ନାହିଁ I ବିନା କୌଣସି ପରିଶ୍ରମ ରେ ତାଙ୍କ ଇଚ୍ଛା ଅନୁସାରେ ସେ ତାଙ୍କ ଜୀବନସାଥୀ ଙ୍କୁ ପାଇଥାନ୍ତି I
1.ସଂମାନ : ଯେଉଁ ବ୍ୟକ୍ତି ମାନେ ନିଜ ଜୀବନସାଥୀ ଙ୍କୁ ସଂମାନ ଦୃଷ୍ଟି ରେ ଦେଖିଥାନ୍ତି , ଏବଂ ଜୀବନରେ ତାଙ୍କ ମହତ୍ୱ କୁ ବୁଝିପାରିଥାନ୍ତି I ଏପରି ପୁରୁଷ ମାନେ ଟଙ୍କା ଜୀବନରେ କେବେ ହେଲେ ପ୍ରେମ ରେ ଅସଫଳ ହୁଅନ୍ତି ନାହିଁ I
3.ସୁରକ୍ଷା : ସବୁଠାରୁ ମହତ୍ୱ ପୁର୍ଣ କଥା ଏହା କି ଯଦି ଆପଣ ନିଜ ଜୀବନସାଥୀ ଙ୍କୁ ଠିକ ଭାବରେ ସମସ୍ୟା ସମୟ ରେ ସୁରକ୍ଷା ଦେଇପାରିଥାନ୍ତି ତ ନିଶ୍ଚିତ ରୂପେ ଏପରି ବ୍ୟକ୍ତି ମାନେ ତାଙ୍କ ପ୍ରେମ କୁ ପାଇବାରେ ସଫଳ ହେଇଥାନ୍ତି I