ଆପଣ ତ ଅନେକ ସମୟ ରେ ପୂର୍ବ ଜନ୍ମ କଥା ଶୁଣିଥିବେ କିନ୍ତୁ ହୁଏତ ଆପଣ ବିଶ୍ୱାସ କରି ନ ଥିବେ | ପୂର୍ବ ଜନ୍ମ ରେ କରିଥିବା କର୍ମ ଅନୁସାରେ ହିଁ ବ୍ୟକ୍ତି ଆଗାମୀ ଜୀବନ ରେ ସେହି ଅନୁସାରେ ଫଳ ପାଇଥାନ୍ତି | କିନ୍ତୁ ଅନେକ ସମୟ ରେ ଆପଣ ଯେଉଁ ପୁନର୍ଜନ୍ମ କଥା ଶୁଣିଥିବେ ହୁଏତ ବିଶ୍ୱାସ କରି ନ ଥିବେ କିନ୍ତୁ ଆଜି ର ଏହି ଘଟଣା ରୁ ଏହା ହିଁ ପ୍ରତିତ ହେଉଛି କି ପୁନର୍ଜନ୍ମ ଏକ ବାସ୍ତବ କଥା ଅଟେ |
ଏହି ଘଟଣା ଟି ହରିୟାଣା ଜିଲ୍ଲା ର ଜଲାଲ୍ପୁର ଗ୍ରାମ ର ଅଟେ | ଏଠାରେ ଜଣେ 3 ବର୍ଷ ର ପିଲା ପୁଣି ପୁନର୍ଜନ୍ମ ନେଇ ଜନ୍ମ ହେଇଚି ଏବଂ ପିଲାଟି ବିନୋଦ ଓ ମନଃଶିଦ ଙ୍କ ର ଘରେ ଜନ୍ମ ହେଇଥିଲା ଏବଂ ପିଲାଟି ର ନାମ ଲବିଶ୍ୱ ଅଟେ |
ଲବିଶ୍ୱ ଙ୍କ ର ପିତାମାତା ଙ୍କ ର କହିବା ଅନୁସାରେ ପିଲାଟି କିଛି ଦିନ ହେବ ଏକ ଗ୍ରାମ କୁ ଯିବାକୁ ଜିଦି କରୁଥିଲେ ଯାହା କି ସେଠାରୁ ଆଠ କିମି ଦୂର ରେ ଅଟେ | ଏବଂ ପିଲାଟି ର ପିତାମାତା ସେହି ଗ୍ରାମ କୁ ପିଲାଟି କୁ ନେଇଯାଇଥିଲେ | ସେ ପିଲାଟି ନିଜ ର ପରିବାର ଓ ପଡୋଶୀ ସମସ୍ତଙ୍କୁ ଛୀଂହିଥିଲା ଏବଂ ପିଲାଟି ତା ପୂର୍ବ ଜନ୍ମ ରେ ଥିବା 32ବର୍ଷୀୟ ପତ୍ନୀ ଙ୍କୁ ବି ଚିନ୍ହିପାରିଥିଲେ |
ଜାଣିରଖନ୍ତୁ କି ଜଟି ସ୍ୱରୂପ ଙ୍କ ର ପୁରା ପରିବାର ରାମରାଇ ରେ ରହୁଅହନ୍ତା ଏବଂ 26 ଜୁଲାଇ 2004 ରେ କରେଣ୍ଟ ଲାଗି ମୃତ୍ୟୁବରଣ କରିଥଲେ |
ମାତ୍ର ୩ ବର୍ଷର ଛୁଆ, ୩୨ ବର୍ଷର ମହିଳାଙ୍କୁ କହୁଛି ସେ ମୋର ସ୍ତ୍ରୀ, ସତ କଥା ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ…
