ସାଥିଙ୍କ ସହ ସମ୍ବନ୍ଧ ରଖିବା ପୁର୍ବରୁ ଶୋଇବା ଘରୁ ନିଶ୍ଚୟ ବାହାର କରିଦିଅନ୍ତୁ ଏହି ୩ଟି ଜିନିଷ, ନଚେତ ପଛରେ କରିବେ ପଶ୍ଚାତାପ ….

ରୋମାନ୍ସ ପ୍ରତୋକ ଦାମ୍ପତ୍ୟ ଜୀବନ ର ଏକ ଅଭିର୍ନ ଅଙ୍ଗ ଅଟେ | ଏକ ବୈବାହିକ ଜୀବନ ରେ ପତି ପତ୍ନୀ ଙ୍କ ମଧ୍ୟ ରେ ରୋମାନ୍ସ ନ ଥିଲେ କିଛି ବି ନ ଥାଏ | ଅନେକ ଦାମ୍ପତ୍ୟ ଜୀବନ ରେ ବିବାହ ର ଆରମ୍ଭ କିଛି ଦିନ ଭଲ ରୋମାନ୍ସ ରହିଥାଏ କିନ୍ତୁ ପରେ ଏହା କମି ଯାଇଥାଏ | ତେବେ କେଉଁ କାରଣ ରୁ ବିବାହ ର କିଛି ବର୍ଷ ପରେ ରୋମାନ୍ସ କମି ଯାଇଥାଏ | 

ଦେଖିବା କୁ ଗଲେ ଏହା ର ଅନେକ କାରଣ ରହିଛି | ଯେପରି କି ଆପଣ ଙ୍କ ର ବେଡ୍ରୁମ ବାସ୍ତୁ ଦୋଷ ହେଇପାରେ | ଯାହା କି ବେଡ୍ରୁମ ରେ ନକାରାତ୍ମକ ଶକ୍ତି ଉତ୍ପରଃନ କରିଥାଏ | ଏହି ନେଗେଟିଭ ଶକ୍ତି ଦ୍ୱାରା ଆପଣ ଙ୍କ ର ସମ୍ପର୍କ ମଧ୍ୟ ଖରାପ ହେଇପାରେ | 

ଏହି କାରଣ ରୁ ପାର୍ଟନର ଙ୍କ ସହ ସମ୍ବନ୍ଧ ଖରାପ ହେଇଥାଏ | ତେବେ ଚାଲନ୍ତୁ ଆଲୋଚନା କରିବା କିଛି ଏପରି ଜିନିଷ ବିଷୟ ରେ ଯାହା କି ବେଡ୍ରୁମ ରେ ରଖିବା ଉଚିତ ନୁହେଁ | 

ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ 
1.ଭଙ୍ଗା ପଲଙ୍କ 
ଏକ ବିବାହିତ ପତି ପତ୍ନୀ କେବେ ହେଲେ ଏକ ଭଙ୍ଗା ପଲଙ୍କ ରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ | ଭଙ୍ଗା ପଲଙ୍କ ରୁ ନକାରାତ୍ମକ ଉର୍ଜା ଉତ୍ପରଃନ ହେଇଥାଏ  |  ଏହି କାରଣ ରୁ ଦାମ୍ପତ୍ୟ ଜୀବନ ରେ ଏହା ନାନା ସମସ୍ୟା ର କାରଣ ହେଇଥାଏ  | 

2.ଆଇନା 
ଯେତେବେଳେ ପତି ପତ୍ନୀ ପରସ୍ପର ସହ ସମ୍ବନ୍ଧ ରଖୁଛନ୍ତି ଧ୍ୟାନ ଦେବେ ଯେପରି କି ଆପଣ ଙ୍କ ର ପ୍ରତିବିମ୍ବ ଅଇନା ରେ ନ ଦେଖାଯିବ |  ଏହା ମଧ୍ୟ ନକାରାତ୍ମକ ଉର୍ଜା ଉତ୍ପରଃନ କରିଥାଏ | ତେଣୁ ରାତି ରେ ଅଇନା ଉପରେ ଏକ କଳା ରଙ୍ଗ ର କପଡା ପକାଇ ଦିଅନ୍ତୁ  | 

3.ପୂଜା ଘରେ :
ଅନେକ ଲୋକେ ନିଜ ର ବେଡ୍ରୁମ ରେ ହିଁ ପୂଜା ଘର କରିଥାନ୍ତି | ତେଣୁ ଯେତେବେଳେ ପତି ପତ୍ନୀ ଏହି ପୂଜା ଘର ସମୁଖ ରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ଏହା ନକାରାତ୍ମକ ଶକ୍ତି ର ଆରମ୍ଭ ହେଇଥାଏ | କାରଣ ପୂଜା ଘର ମନ୍ଦିର ସମାନ ପୁର୍ଣ୍ୟ ସ୍ଥାନ ହେଇଥାଏ  | ତେଣୁ ଏପରି ସ୍ଥାନ ରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ହେଇ ନ ଥାଏ |