ରାସ୍ତା କଡ଼ରେ ଷ୍ଟ୍ରିଟି ଲାଇଟ ତଳେ ବସି ପିଲାଟି ପାଠ ପଢୁଥିଲା; ଜଣେ କୋଟିପତିଙ୍କର ନଜର ପଡିଲା ତା ଉପରେ ଆଉ ଏପରି ବଦଳିଲା ଭାଗ୍ୟ

ଦୁନିଆ ରେ ଅନେକ ପ୍ରକାର ର ଲୋକେ ଅଛନ୍ତି ଏବଂ ସମସ୍ତେ ନିଜ ନିଜ ଶୈଳୀ ରେ ହିଁ ଜୀବନ ଅତିବାହିତ କରିଥାନ୍ତି I କେଉଁଠାରେ ଏତେ ଗରିବ ଲୋକେ ଅଛନ୍ତି ଖାଇବାକୁ ପାଉ ନାହାନ୍ତି ତ କେଉଁଠାରେ ଲୋକେ ଖାଦ୍ୟ ନଷ୍ଟ କରିଥାନ୍ତି I ଆଜି ଆମେ ପେରୁ ଦେଶ ର ମୋଚ ସହର ର ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ I ଏଠାରେ ଏକ ପିଲା ସହର ର ଷ୍ଟ୍ରିଟ ଲାଇଟ ତଳେ ବସି ପାଠ ପଢୁଥିଲା I ସେହି ବାଟ ଦେଇ ଏକ ପୋଲିସ ଗାଡି ଯାଇଥିଲା I

ପ୍ରଥମେ ତ ପୋଲିସ ଭାବିଥିଲା କି କୌଣସି ସଂଦୀଘନ ବ୍ୟକ୍ତି ଅଟନ୍ତି କିନ୍ତୁ ପାଖ କୁ ଯାଇ ଦେଖିବାକୁ ଜଣାପଡିଥିଲା କି ପିଲାଟି ବସି ସେଠାରେ ପାଠ ପଢୁଛି I ପିଲାଟି ନିଜ ର ପାଠପଢା ଦାଇତ୍ୱ ଦିନ ରେ ପୁରା କରି ନ ପରିବା ରୁ ରାତି ରେ ଏଠାରେ ବସି ପଢୁଛି I ଏହି ଘଟଣା ର ଭିଡିଓ କେହି ଜଣେ ବନେଇ ଏହା କୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ I ଏହି ଭିଡିଓ ଟି କୁ ୟାକୁବ ଅହମଦ ନାମ ଜଣେ କୋଟିପତି ବ୍ୟକ୍ତି ଦେଖିଥିଲେ I

ଏବଂ ସେହି ଧନୀ ବ୍ୟକ୍ତି ଏହି ନିଷ୍ପତି ନେଇଥିଲେ କି ସେ ଯାଇ ସେହି ପିଲାଟି କୁ ସାକ୍ଷ୍ୟାତ କରିବେ I ଏବଂ ପିଲାଟି କିପରି ଉତ୍ତମ ଶିକ୍ଷ୍ୟା ହାସିଲ କରିବ ତାହା ମଧ୍ୟ ସେ ସହାୟତା କରିପାରିବେ I ଏହି କୋଟିପତି ବ୍ୟକ୍ତି ଉକ୍ତ ପିଲାଟି ର ପରିବାର ପାଁଇ ଦୁଇ ମହଲା ର ଏକ ଘର ମଧ୍ୟ ନିର୍ମାଣ କରିଥିଲା I ଏହିପରି ଭାବ ରେ ଜଣେ ଧନୀ ବ୍ୟକ୍ତି ଙ୍କ ର କାରଣ ରୁ ପିଲାଟି ର ଜୀବନ ରେ ଅନେକ ପରିବର୍ତନ ଆସିଥିଲା I

ଏହି ଘଟଣା ରୁ ଆପଣ ଅନୁମାନ କରିପାରୁଥିବେ କି ଆଜି ମଧ୍ୟ ଦୁନିଆ ରେ ମଣିଷପଣିଆ ଜୀବିତ ରହିଛି I