ସେନା ର ଯବାନଙ୍କୁ ନିୟମିତ ଖାଇବାକୁ ଦେଇଥାନ୍ତି ଏହି ମୁସଲିମ ପରିବାର,କହିଲେ ଅଲ୍ଲାହଙ୍କ ଠାରୁ ବଡ଼ ହେଉଛନ୍ତି ଆମ ବୀର ଯବାନ I

ହଁ ଆଜ୍ଞା କାଶ୍ମୀର ରେ କେରାନ ସେକ୍ଟର ରେ ଏକ ମୁସଲିମ ପରିବାର ଏକ ଏପରି ସମ୍ପର୍କ ର ପ୍ରତୀକ ରୂପେ ପରିଗଣିତ ହେଇ ପାରିଛନ୍ତି ଯିଏ କି ଭାରତ ର ସବୁ ମୁସଲମାନ ପାଁଇ ଗର୍ବ ଓ ଗୌରବ I ସେ ଦିନ ସାରା ପରିବା ବିକ୍ରି କରିଥାନ୍ତି , ତେବେ ଯାଇ ସକାଳେ ଓ ସନ୍ଧ୍ୟା ରେ ସେ ଟିକେ ଖାଇବାକୁ ପାଇଥାନ୍ତି I

ଏହା ପରେ ମଧ୍ୟ ଇମାମ ଅଲ୍ଲୀ ଓ ତାଙ୍କ ବେଗମ ସେଠାରେ ଭାରତୀୟ ସୈନ୍ୟ ଙ୍କୁ ନିୟମିତ ଦୁଇଥର ଖାଦ୍ୟ ପଠାଇଥାନ୍ତି I ଇମାମ ନିଜେ ଠେଲା ରେ ଖାଦ୍ୟ ନେଇ ଯବାନ ଙ୍କ ପାଖକୁ ଯାଇଥାନ୍ତି I

ଇମାମ ଙ୍କ କହିବା ଅନୁସାରେ ଆମ ବୀର ଯବାନ ମାନେ ଆମ ପାଁଇ ଆଲହ ଙ୍କ ଠାରୁ ବଳିକି I ସେ ଦିନ ରାତି ଆମ କୁ ସୁରକ୍ଷା ଦେଇଥାନ୍ତି ଓ ଜୀବନ ବଞ୍ଚାଇବା ଵାଲା ଭଗବାନ ଙ୍କ ଠାରୁ ବଡ଼ ହେଇଥାଏ I

କାଶ୍ମୀର ଏହି ପରିବାର ଙ୍କ ଠାରୁ ସେନା ମାନେ ମଧ୍ୟ ଖୁସି ଖୁସି ଖାଦ୍ୟ ଖାଇଥାନ୍ତି I ତେବେ ଟିକେ ଚିନ୍ତା କରନ୍ତୁ ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ଓ ସେନା ଙ୍କୁ ନିୟମିତ ଖାଇବା କୁ ଦେବା ଏକ ବଡ଼ କଥା ନିଶ୍ଚିତ ରୂପେ I