ସେନାର ଯବାନଙ୍କୁ ଶଶୁର ଘରେ ମଶା କାମୁଡିଲା ତ ସ୍ତ୍ରୀ ଓ ଶାଳୀ ଙ୍କ ସହ କରିଦେଲେ ଏପରି କାମ ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ !

ବିଗତ ରବିବାର ଦିନ ପାଟନା ରେ ଏହିପରି ଏକ ଅଘଟଣ ଘଟିଯାଇଛି I ଭାରତୀୟ ସେନା ଙ୍କ ର ଯବାନ ଚଳନ୍ତା କାର ରେ ନିଜ ପତ୍ନୀ ଓ ଶାଳୀ ଙ୍କୁ ଗୁଳି କରି ହତ୍ୟା କରିଥିଲେ I ଏବଂ ନିଜ କୁ ମଧ୍ୟ ଗୁଳି କରି ମାରି ଦେଇଥିଲେ I ମିଳିଥିବା ସୂଚନା ଅନୁସାରେ ବିଷ୍ଣୁ ଶର୍ମା ଙ୍କୁ ସନ୍ଦେହ ଥିଲା କି ସେ ଶଶୁର ଘରେ ରହିଥିବା ସମୟ ରେ ତାଙ୍କୁ ମଶା କାମୁଡିଥିଲା ଯେଉଁ କାରଣ ରୁ ତାଙ୍କୁ ଡେଙ୍ଗୁ ହେଇଥିଲା I କିନ୍ତୁ କାର ରେ ଏହି ବିଷୟ ରେ ସେ ଆଲୋଚନା କରୁଥିବା ସମୟ ରେ ତାଙ୍କ ପତ୍ନୀ ଓ ଶାଳୀ ଏହି କଥା ର ବିରୋଧ କରିଥିଲେ I ଯାହା କୁ ନେଇ ସେ ରାଗି ଯାଇଥିଲେ I ତେଣୁ ସେ ଚଳନ୍ତା କାର ରେ ହିଁ ନିଜ ପତ୍ନୀ ଓ ଶାଳୀ ଙ୍କୁ ଗୁଳି କରି ହତ୍ୟା କରିଥିଲେ I

ବିହାର ରେଜିମେଣ୍ଟ ରେ ବାଟାଲିୟନ 7 ର ଜବାନ ବିଷ୍ଣୁ ଶର୍ମା ନିଜ ଶଶୁର ଘରେ ମଶା କାମୁଡିଥିବା କୁ ନେଇ ଦଣ୍ଡ ସ୍ୱରୂପ ନିଜ ପତ୍ନୀ ଓ ଶାଳୀ ଙ୍କ ର ଗୁଳି କରି ହତ୍ୟା କରିଥିଲେ I ଏବଂ ନିଜ କୁ ମଧ୍ୟ ସେ ଗୁଳି କରିଦେଇଥିଲେ I ଏକ ପରିବାର ର ତିନି ଲୋକ ଙ୍କ ର ମୃତ୍ୟୁ କୁ ନେଇ ଲାଲଗଞ୍ଜ ରେ ଦୁଖଦଃ ପରିସ୍ଥିତି ଦେଖିବା କୁ ମିଳିଛି I

22 ନଭେମ୍ବର ରେ ବିଷ୍ଣୁ ଶର୍ମା ଙ୍କ ର ଶାଳୀ ଡିମପାଲ ଙ୍କ ର ବିବାହ ଥିଲା ଏବଂ ସେ ସେହି ବିବାହ ରେ ସାମିଲ ହେବାକୁ ଯାଇଥିଲେ I ଏବଂ ଶଶୁର ଘରେ ତାଙ୍କୁ ଡେଙ୍ଗୁ ହେଇଥିଲା I ଏହା ଦ୍ୱରା ତାଙ୍କ ର ମାନସିକ ସ୍ତିତି ବିଗିଡିଯାଇଥିଲା I ପରିବାର ଲୋକେ ପାଟନା ରେ ଥିବା ଏମ୍ସ ହସ୍ପିଟାଲ ରେ ତାଙ୍କ ର ଚିକିତ୍ସା କରାଇଥିଲେ I ଏବଂ ସେହି ସ୍ଥାନ ରେ ହିଁ ଏପରି ଅଘଟଣ ଘଟିଥିଲା I

କାର ଚଳାଉଥିବା ସମୟ ରେ ଛୋଟେ ଠାକୁର କହିଥିଲେ କି ଗାଡି ରେ ବିଷ୍ଣୁ କହିଥିଲେ ମୋତେ ଶଶୁର ଘରେ ମଶା କାମୁଡିବା କାରଣ ରୁ ଡେଙ୍ଗୁ ହେଇଚି I ଏହି କଥା କୁ ତାଙ୍କ ପତ୍ନୀ ଓ ଶାଳୀ ବିରୋଧ କରିଥିଲେ I ଏହି କଥା କୁ କେନ୍ଦ୍ର କରି ବିଷ୍ଣୁ ରାଗି ଯାଇଥିଲେ I ଏବଂ ନିଜ ର ଲାଇସେନ୍ସ ପିସ୍ତଲ ରେ ନିଜ ପତ୍ନୀ ଓ ଶାଳୀ ଙ୍କୁ ଗୁଳି କରିଥିଲେ I

ମିଳିଥିବା ସୂଚନା ଅନୁସାରେ ବିଷ୍ଣୁ ଶର୍ମା ମାନସିକ ରୂପେ ଉଗ୍ର ଥିଲେ ଏବଂ ଏହି କାରଣ ରୁ ସେ ଅନେକ ଥର ଜେଲ ମଧ୍ୟ ଯାଇଥିଲେ I ସେ ଅନେକ ଥର ପୋଲିସ ସହ ଓ ଲୋକ ଙ୍କ ସହ କଳି ଝଗଡା କରିଛନ୍ତି I ପାଟନା ଯାଉଥିବା ରାସ୍ତା ରେ ହିଁ ସେ ନିଜ ପତ୍ନୀ ଓ ଶାଳୀ ଙ୍କୁ ଗୁଳି କରିଥିଲେ I

Share Your Comments Below