ପ୍ରେମିକ ଧୋକା ଦେବା ପରେ ଦିନ ରାତି ମଦ୍ୟପାନ କରିବା ଆରମ୍ଭ କରିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର କମଲ ହସନ ଙ୍କ ର ଝିଅ ସୃତି ହାସନ ବଲିଉଡ ଫିଲ୍ମ ରେ ନିଜ ର କ୍ୟାରିୟର ରେ ସେପରି ସଫଳତା ହାସିଲ କରିପାରି ନାହାନ୍ତି I ବିଗତ ଦିନ ରେ ସେ ଏକ ଚାଟ ସୋ ରେ ପହଂଚିଥିଲେ I ଏବଂ ସେହି ସୋ ରେ ସୃତି ନିଜ ର ବ୍ୟକ୍ତିଗତ ଜୀବନ କୁ ନେଇ କିଛି ମନ୍ତବ୍ୟ ଦେଇଥିଲେ I


ବଲିଉଡ ଓ ଦକ୍ଷିଣ ଭାରତୀୟ ଭାରତୀୟ ଫିଲ୍ମ ରେ ସୃତି ହାସନ କାମ କରନ୍ତି I ସୃତି ହାସନ ଏକ ଇଣ୍ଟରଭିୟୁ ରେ ନିଜ ର ବୟଫ୍ରେଣ୍ଡ ସହ ବ୍ରେକଅପ ବିଷୟ ରେ କହିଥିଲେ I ସୃତି ହାସନ କହିଥିଲେ ତାଙ୍କ ବୟଫ୍ରେଣ୍ଡ ସହ ତାଙ୍କ ର ବ୍ରେକଅପ ପରେ ସେ ମଦ୍ୟପାନ କରିବା ଆରମ୍ଭ କରିଥିଲେ I କିନ୍ତୁ ସ୍ଵାସ୍ତ୍ୟ ଖରାପ ହେବାରୁ ସେ ଏହି ନିଶା ସେବନ ବାଧ୍ୟ ହେଇ ଛାଡିଥିଲେ I ତେଣୁ କାହାରି ଜୀବନ ରେ କେତେବେଳେ ଖରାପ ସମୟ ଆସିଥାଏ ତ କେତେବେଳେ ଭଲ ସମୟ ମଧ୍ୟ ଆସିଥାଏ I ତେଣୁ ଧାର୍ଯ୍ୟ ର ସହ ଜୀବନ ରେ ଆଗେଇ ଚାଲିବା ଉଚିତ I

ବିଗତ ଦିନ ରେ ପ୍ରଭୁ ଦେବା ଓ ତମନ୍ନା ଙ୍କ ର ଫିଲ୍ମ ଖାମୋସି ରେ ସେ ଅଭିନୟ କରିଥିଲେ I ସୃତି ହାସନ ଅନେକ ବଡ଼ ବଡ଼ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ଯେପରି ଗଵର ଇଜ ବ୍ୟାକ ଓ ୱେଲକମ ପରି ଫିଲ୍ମ ସାମିଲ ରହିଛି I ବର୍ତମାନ ସୃତି କୌଣସି ବଡ଼ ପ୍ରୋଜେଟ ରେ କାମ କରୁନାହାନ୍ତି I

Share Your Comments Below